Latest Odisha News

BREAKING NEWS

ସାମ୍ନାକୁ ଆସିଲା ଫିଲ୍ମ ‘ଯୋଦ୍ଧା’ ର ଟିଜର୍, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସିଦ୍ଧାର୍ଥ ମଲୋହତ୍ରା

ମୁମ୍ବାଇ: ଦୀର୍ଘ ଦିନ ଧରି ଫ୍ୟାନ୍ସ ମାନେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ 'ଯୋଦ୍ଧା'କୁ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ନାଁ ରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥିରେ ଦମଦାର ଆକ୍ସନ୍ ସିନ୍ ଦେଖିବାକୁ ମିଳିବ । ସେଥିପାଇଁ ଫ୍ୟାନ୍ସ ମାନେ ଏହି ଫିଲ୍ମର ରିଲିଜ୍ କୁ…

ବଜାରରେ ସେନା ୟୁନିଫର୍ମର ବେଆଇନ ବିକ୍ରି, ପୋଲିସ ଓ ସେନାର ମିଳିତ ଚଢ଼ାଉ

ବ୍ରହ୍ମପୁର: ଖୋଲା ବଜାରରେ ମିଳୁଛି ଭାରତୀୟ ସେନାର ୟୁନିଫର୍ମ କପଡା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଖବରପାଇବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ଚଢାଉ କରିଛି । ଚଢାଉ ବେଳେ ୪୮୮ ମିଟର କପଡ଼ା ଜବତ କରିଛନ୍ତି,…

କାଲି ମାଟ୍ରିକ ପରୀକ୍ଷା, ଆଜି ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର:ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ଆରମ୍ଭ ହୋଇଯିବ ସ୍କୁଲ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ଦୀର୍ଘ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ…

ଆସନ୍ତାକାଲି ବରଗଡ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କରିବେ ଉଦଘାଟନ

ବରଗଡ: ବହୁ ଦିନର ଅପେକ୍ଷା ପରେ ପୁରଣ ହେବାକୁ ଯାଉଛି ବରଗଡବାସୀଙ୍କ ସ୍ଵପ୍ନ । ଆସନ୍ତାକାଲି ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ  କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ…

ସ୍ୱାଧୀନତା ପୂର୍ବରୁ ଗୋଟିଏ ଥିଲେ ଭାରତ ଏବଂ ପାକିସ୍ତାନ,ତେବେ ସେଠାର ଇତିହାସ ପୁସ୍ତକରେ କ’ଣ ଲେଖାଯାଇଛି?

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୧୯୪୭ରେ ବ୍ରିଟିଶମାନଙ୍କ ଠାରୁ ଭାରତ ସ୍ଵାଧିନତା ହାସଲ କରିଥିଲା । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଭାରତର ଏକ ଅଂଶ ଅଲଗା ହୋଇ ପାକିସ୍ତାନ ହୋଇଥିଲା । ଏହାର ଅର୍ଥ ହେଉଛି, ୧୯୪୭ ପୂର୍ବରୁ, ଭାରତ ସହିତ ଜଡିତ ସମସ୍ତ ଜିନିଷ ପାକିସ୍ତାନ ସହିତ ମଧ୍ୟ ଜଡିତ ଥିଲା |…

ଓଡ଼ିଶା ସମେତ ୭ଟି ରାଜ୍ୟକୁ ଗୃହ ମନ୍ତ୍ରଣାଳୟର ଚିଠି; ଖାଲି ପଦବୀରେ ଡିଜିପିଙ୍କୁ ନିଯୁକ୍ତି ଦିଅ

ନୂଆଦିଲ୍ଲୀ: ରାଜ୍ୟର ଆଇଶୃଙ୍ଖଳାର ସୁରକ୍ଷା ପାଇଁ ଖାଲି ପଡିଛି ପୋଲିସ ଅଧିକାରୀଙ୍କ ପଦବୀ। ତାଙ୍କ ଜାଗାରେ ଅସ୍ଥାୟୀ ଡିଜିପିମାନେ ପୋଲିସ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଯୋଗ୍ୟ ଅଧିକାରୀଙ୍କ ଉପଲବ୍ଧତା ସତ୍ତ୍ୱେ ରାଜ୍ୟ ସରକାର ନିୟମିତ ପୋଲିସ ମୁଖ୍ୟ ନିଯୁକ୍ତ କରୁନାହାନ୍ତି। ଯାହାକୁ ନେଇ…

ବିଦେଶୀ ମାନଙ୍କର ମଧ୍ୟ ପସନ୍ଦ ଦିଲ୍ଲୀର ଏହି ୫ଟି ସ୍ଥାନ, କଣ ଆପଣ ଯାଇଛନ୍ତି କି କେବେ…

ନୂଆଦିଲ୍ଲୀ: ଆମେ ସବୁବେଳେ ସାପ୍ତାହିକ ଛୁଟି କିମ୍ବା କିଛି ଲମ୍ବା ସମୟର ଛୁଟି ନେଇ କିଛି ସୁନ୍ଦର ସ୍ଥାନକୁ ଯିବାକୁ ଇଚ୍ଛା କରନ୍ତି । ଏପରି ସ୍ଥଳେ ଯଦି ଆପଣ ଦିଲ୍ଲୀ ଯାଉଛନ୍ତି ଏବଂ ସେ ଯାଗା ବିଷୟରେ ଆପଣଙ୍କର କୌଣସି ଧାରଣା ନାହିଁ ତେବେ ଆଜି ଆମେ ଆପଣଙ୍କୁ ଦିଲ୍ଲୀର ଏପରି ୫ଟି ପର୍ଯ୍ୟଟନ…

ଭଦ୍ରକ ବରପଦା ଇଞ୍ଜିନିୟରିଙ୍ଗ କଲେଜ ଗେଟ ଆଗରେ ବିଭିନ୍ନ ଦାବିନେଇ ବିକାଶ ମଞ ପକ୍ଷରୁ ଧାରଣା

ଭଦ୍ରକ: ଇଡି ରେଡ୍ ପରେ ଦିନକୁ ଦିନ ବଢିବାରେ ଲାଗିଛି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଓ ତାଙ୍କ ପୁଅଙ୍କ ଅଡୁଆ । ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ୍ ସମ୍ମୁଖରେ ଅନେକ କର୍ମଚାରୀଙ୍କ ଆନ୍ଦୋଳନ । ଗେଟ ଆଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ସହ ନାରାବାଜି । ବିଭିନ୍ନ ଦାବିନେଇ ବିକାଶ…

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା । ଏହାକୁ ଆଜି ଭିସି ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଜିଲ୍ଲାର ସମସ୍ତ ୧୦୯ ଟି ପଚାଂୟତରୁ ୬ ଟି ବ୍ଲକ ସଦର ମହକୁମା କୁ ସାଧାରଣ ଲୋକଙ୍କୁ ଗମନା…

ଇଡିର ଷଷ୍ଠ ସମନକୁ ବି କେଜ୍ରିଓ୍ବାଲଙ୍କ ବେଖାତିର୍, ଆପ୍ କହିଲା କୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କର

ନୂଆଦିଲ୍ଲୀ: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଷଷ୍ଠ ସମନକୁ ବି ଖାତିର କଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜ୍ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବେନାହିଁ ବୋଲି ଆପ୍ ପକ୍ଷରୁ କୁହାଯାଇଛି । ଯାଞ୍ଚ ଏଜେନ୍ସି କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ ପଠାଇବା ଅପେକ୍ଷା…