ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଓଡିଶା ବିପକ୍ଷରେ ଦିଲ୍ଲୀ ଅଗ୍ରଣୀ
ଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ଗ୍ରାଉଣ୍ଡରେ ଖେଳାଯାଉଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ବିପକ୍ଷରେ ଦିଲ୍ଲୀ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛନ୍ତି । ଗ୍ରୁପ ଡିର ଏହି ମୁକାବିଲାରେ ଓଡିଶା ପ୍ରଥମ ଇନିଂସରେ ୪୪୦ ରନ କରିଥିଲା । ଜବାବରେ ଦିଲ୍ଲୀ ୪୫୧ ରନ କରି ୧୧ ରନରେ ଅଗ୍ରଣୀ…