Latest Odisha News

BREAKING NEWS

ନକ୍ସଲଙ୍କ ଲୋମଟାଙ୍କୁରା କାହାଣୀ କହିବେ ମା’ ଓ ପତ୍ନୀ, ସାମ୍ନାକୁ ଆସିଲା “ବସ୍ତର: ଦ ନକ୍ସଲ ଷ୍ଟୋରୀ” ର…

ମୁମ୍ବାଇ: ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ 'ବସ୍ତର: ଦ ନକ୍ସଲ ଷ୍ଟୋରୀ'ର ଦ୍ୱିତୀୟ ଟିଜର ମୁକ୍ତିଲାଭ କରିଛି। ଏହି ଟିଜରରେ ଜଣେ ପତ୍ନୀ ଏବଂ ମା’ର ଭାବପ୍ରବଣ କାହାଣୀ ଦେଖାଯାଇଛି | ଜଣେ ପତ୍ନୀ କାନ୍ଦି କାନ୍ଦି କହିଛନ୍ତି ଯେ, ସ୍ଵାଧୀନତା ଦିବସରେ ତାଙ୍କ ସ୍ଵାମୀ ଜାତୀୟ ପତାକା ଉତ୍ତୋଳନ…

ଏମଜେ ଆକବରଙ୍କ ଠାରୁ ସାଗରିକା ଘୋଷଙ୍କ ପର୍ଯ୍ୟନ୍ତ ଏହି ସାମ୍ବାଦିକ ପହଞ୍ଚିଛନ୍ତି ରାଜ୍ୟସଭାରେ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ରାଜ୍ୟସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ନିକଟରେ ତୃଣମୂଳ କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ଚାରି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ୪ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସାମ୍ୱାଦିକ…

କାଗଜ କଲମରେ ସୀମିତ ପ୍ରତିଶୃତି; ପୁସ୍ତମ ହଂସ ଙ୍କ ପରିବାର ପାଇଁ ସ୍ୱପ୍ନ ପାଲଟିଛି ପକ୍କା ଘର

ନୂଆପଡା: ଆବାସ ଯୋଜନାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଦେଶର ବିକାଶ କ୍ଷେତ୍ରରେ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି । ଝାଟି ମାଟି ଭଙ୍ଗା କୁଡିଆକୁ ପକ୍କା ଘରରେ ପରିବର୍ତ୍ତନ କରାଯିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଛି । ଯାହାର…

ବାଘ ଛାଲ ଜବତ ଘଟଣା, ୭ ଗିରଫ, ଏବେବି ୬ ଅଭିଯୁକ୍ତ ଫେରାର

କଟକ: କଟକ ନେତାଜୀ ବ୍ରିଜ୍ ପାଖରୁ ବାଘ ଛାଲ ଜବତ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗଜପତି ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨ ଜଣ ଗିରଫ ହୋଇଛନ୍ତି । ଏବେବି ୬ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି ପୋଲିସ ।…

ପୃଥକ ଗଞ୍ଜେଇ ଚୋରା ଚାଲାଣ ମାମଲା: ୬୨ କେଜି ଗଞ୍ଜେଇ ଜବତ, ୪ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ୍ ଦ୍ୱାରା ଆଜି ସକାଳୁ ପାଟ୍ରୋଲିଙ୍ଗ କରୁଥିବା ବେଳେ ତିନୋଟି ପୃଥକ ମାମଲାରେ ଗଞ୍ଜେଇ ଚୋରା ଚାଲାଣ ଗାଡି ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପ୍ରଥମେ ସହରର ବୁଢାରଜା ଛକରେ ଚଢାଉ କରି ଏକ ଇନୋଭା ଗାଡିରେ ଚାଲାଣ ହେଉଥିବା ୩୦ କେଜି…

ସରକାରଙ୍କ କାର୍ଯ୍ୟରେ ଯାଉଥିବା ବେଳେ ହେଲେ ଦୁର୍ଘଟଣାର ଶିକାର, ଏବେ ଶଯ୍ୟାଶାୟୀ ଗ୍ରାମରକ୍ଷୀ ସୁଧୀର

ନବରଙ୍ଗପୁର: ଚିକିତ୍ସା ଅଭାବରୁ ଶର୍ଯ୍ୟାଶାୟୀ ହୋଇ ପଡିରହିଛନ୍ତି ଗ୍ରାମରକ୍ଷୀ ସୁଧୀର ନାୟକ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରଙ୍କ କାମରେ ଯାଉଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ସୁଧୀର । କିନ୍ତୁ ସରକାର ସାହାର୍ଯ୍ୟ କରିବା ବଦଳରେ ମୁହଁ ଫେରେଇନେଲେ । ଚିକିତ୍ସା ପାଇଁ…

କୁର୍ତ୍ତା, ପ୍ୟାଣ୍ଟ ଓ ଜାକେଟରେ ନଜର ଆସିବେ ଭାରତୀୟ ନୗସେନା

ନୂଆଦିଲ୍ଲୀ: ଭାରତୀୟ ନୗସେନାର ଭୋଜନ କକ୍ଷରେ ପାରମ୍ପରିକ ପୋଷାକ ପିନ୍ଧିବେ କମର୍ଚାରୀ । ଏନେଇ ଭାରତୀୟ ନୗସେନା ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି ଏହି ପୋଷାକକୁ ନୗସେନାରେ ସାମିଲ କରାଯାଇଛି । ୱାର୍ଡରୁମ୍ ଓ  ଭୋଜନ କକ୍ଷରେ  କାମ କରୁଥିବା କମର୍ଚାରୀ…

ଏହି ଦିନ ଖୋଲିବ ବଦ୍ରିନାଥ ଦ୍ଵାର, ବସନ୍ତ ପଞ୍ଚମୀରେ ହେଲା ଘୋଷଣା

ଉତ୍ତରାଖଣ୍ଡ: ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଚାରିଧାମ ଯାତ୍ରା ପାଇଁ ଘୋଷଣା କରାଯାଇଛି ତାରିଖ। ଗତ ଗୁରୁବାର ଉତ୍ତରାଖଣ୍ଡ ନରେନ୍ଦ୍ର ନଗର ଠାରେ ବସନ୍ତ ପଞ୍ଚମୀ ଅବସରରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ବଦ୍ରିନାଥ ଧାମ ଦ୍ୱାର କେଉଁ ତାରିଖରେ ଖୋଲିବ ତାହା ମଧ୍ୟ…

ନିଜ ପିଲାଙ୍କ ଦ୍ବାରା ଜବରଦସ୍ତ ଭିକ ମଗେଇ ୪୫ ଦିନରେ ରୋଜଗାର କଲେ ଅଢେଇ ଲକ୍ଷ ଟଙ୍କା, ମହିଳା ଗିରଫ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ନିଜ ର ନାବାଳକ ପିଲାମାନଙ୍କୁ ଭିକ ମାଗିବାକୁ ବାଧ୍ୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ଜଣେ ୪୦ ବର୍ଷୀୟ ମହିଳା । ଏହି ଘଟଣାର ଖୁଲାସ ଏକ ଏନଜିଓ ସଂସ୍ଥା କରିବାପରେ ମହିଳାଙ୍କୁ ଗିରଫ କରିଛି ଇନ୍ଦୋର…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାଙ୍ଗିପାରେ ଏହି ସବୁ ରେକର୍ଡ

ରାଜକୋଟ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ । ସିରିଜ ଏବେ ୧-୧ ସମାନ ସ୍ଥ୍‌ିତିରେ ଥିବାରୁ ଏହି ମ୍ୟାଚରେ ବିଜୟ ହାସଲ ପାଇଁ ଉଭୟ ଦଳ ଚାହିଁବେ । ଏହି ମ୍ୟାଚରେ ବେନ ଷ୍ଟୋକ୍ସ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଏଥିସହ…