Latest Odisha News

BREAKING NEWS

ହଲଦ୍ୱାନୀ ହିଂସାରେ ୩୦ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ଡେରାଡୁନ: ହଲଦ୍ୱାନୀ ହିଂସା ମାମଲାରେ ଏପର୍ଯ୍ୟନ୍ତ ମୋଟ ୩୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ପୋଲିସ ଷ୍ଟେସନରେ ଢେଲା ମାଡ଼ ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ୬…

ବିଦେଶରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ସୂଚନା ଦେଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ବହୁତ ପସନ୍ଦ କରିଛନ୍ତି। ଦ୍ରୁତ ଗତି ଏବଂ ଉତ୍କୃଷ୍ଟ ସୁବିଧା ସହିତ ସଜ୍ଜିତ ଏହି ଟ୍ରେନ୍ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ ହୋଇଛି। ଏହି ସେମି ହାଇ ସ୍ପିଡ୍ ଟ୍ରେନର ରପ୍ତାନୀ କରିବାକୁ ସରକାର ଯୋଜନା…

୨୦ ବର୍ଷରେ ବଢିଲା ‘ମୃତ୍ୟୁ ଦଣ୍ଡ’ ପାଇଥିବା କଏଦୀଙ୍କ ସଂଖ୍ୟା, ୨୦୨୩ରେ ୧୨୦ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ: ଦେଶରେ ୫୬୧ଜଣ କଏଦୀ ଅଛନ୍ତି ଯେଉଁମାନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ। ଗତ ଦୁଇ ଦଶନ୍ଧି ମଧ୍ୟରେ ୨୦୨୩ରେ ସର୍ବାଧିକ୧୨୦ଜଣଙ୍କୁ ଏହି ସଜା ଦିଆଯାଇଛି। ୨୦୧୫ ମସିହାରୁ ଏହିପରି କଏଦୀଙ୍କ ସଂଖ୍ୟା ୪୫.୭୧ ପ୍ରତିଶତ ବୃଦ୍ଧି ପାଇଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଦିଲ୍ଲୀରେ…

କୋଚଙ୍କ ଝିଅ ପ୍ରେମରେ ପଡିଥିଲେ ସୁରେଶ ରାଇନା

ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ସଫଳ ଖେଳାଳି ଭାବେ ପରିଚିତ ସୁରେଶ ରାଇନାଙ୍କ ପ୍ରେମ କାହାଣୀ ବି କିଛି କମ ନୁହେଁ । ପ୍ରିୟଙ୍କା ଚୌଧୁରୀ ଜଣେ ବିଟେକ ଛାତ୍ରୀ । ତାଙ୍କ ବାପା ତେଜପାଲ ଚୌଧୁରୀଙ୍କ ନିକଟରୁ ରାଇନା ତାଙ୍କ କ୍ୟାରିୟର ଆରମ୍ଭରେ ପ୍ରଶିକ୍ଷଣ ନେଉଥିଲେ । ରାଇନା ଓ ପ୍ରିୟଙ୍କା…

ରାମଲାଲାଙ୍କ ଐଶ୍ୱରୀୟ ଆଖି ତିଆରି କରିଥିବା ରୁପା ହାତୁଡ଼ି, ସୁନା ନିହଣ ଫଟୋ ଶେୟାର କଲେ ଅରୁଣ ଯୋଗୀରାଜ

ଅଯୋଧ୍ୟା: ଅଯୋଧ୍ୟାରେ ଜାନୁଆରୀ ୨୨ରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ରାମମନ୍ଦିରରେ ପୂଜା ପାଉଛନ୍ତି ରାମଲାଲା । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ରାମଲାଲାଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ଏହାରିଭିତରେ ମୂର୍ତ୍ତି ଶିଳ୍ପୀ ଅରୁଣ ଯୋଗୀରାଜ ନିହଣ ଏବଂ…

ଦିନିକିଆ ପରେ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ବେନୋନି: ଦିନିକିଆ ବିଶ୍ୱକପ କ୍ରିକେଟ ପରେ ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତକୁ ୭୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ହାସଲ କରିଛି । ୨୫୪ ରନର ରେକର୍ଡ ଟାର୍ଗେଟକୁ ପିଛା କରି ଭାରତ ୪୩.୫ ଓଭରରେ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ବୋଲିଂ…

‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଇଆଇଟି ଭୁବନେଶ୍ୱର ଗବେଷଣା ଓ ଉଦ୍ୟମିତା ପାର୍କରେ ‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନିବଉଦ୍ୟୋଗ ପ୍ରତିଷ୍ଠା କରିବା ଏହାର ଉଦ୍ଦେଶ୍ୟ। ଏହି…

ପ୍ରତ୍ୟେକ ଦିନ ଶସ୍ତା ହେଉଛି ସୁନା !, ପଛରେ ରହିଛି ଏହି ବଡ଼ କାରଣ

ନୂଆଦିଲ୍ଲୀ: ୨୦୨୪ ବର୍ଷ ଆରମ୍ଭ ହେବା ପରଠାରୁ ସୁନା ଦରରେ ଦୈନିକ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି। ନ୍ୟୁୟର୍କରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଗତ ସପ୍ତାହରେ ସୁନା ମୂଲ୍ୟରେ ହ୍ରାସ ଘଟୁଥିବା ଦେଖିବାକୁ ମିଳିଛି। ଯଦି ଆମେ ଚଳିତ ବର୍ଷ ବିଷୟରେ କହିବା, ପ୍ରାୟ ୪୦ ଦିନରେ ପ୍ରତିଦିନ ସୁନା…

ସ୍କୁଲ୍‌ କାନ୍ଥରେ ଲେଖା ହେବ ମଧ୍ୟାହ୍ନଭୋଜନ ତଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର: ସମସ୍ତ ସ୍କୁଲ୍‌ କାନ୍ଥରେ ରହିବ ମଧ୍ୟାହ୍ନ ଭୋଜନ ତଥ୍ୟ । ଏଥିସହ ଉଲ୍ଲେଖ ହେବ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାର ଫୋନ୍‌ ନମ୍ବର । ଶିକ୍ଷାର୍ଥୀଙ୍କ ପାଇଁ ଲେଖାହେବ ପାଞ୍ଚ ନିୟମ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ୍‌ ପ୍ରଧାନ ଶିକ୍ଷକଙ୍କୁ ଚିଠି…

କାଲି ନୀତିଶଙ୍କର ଅଗ୍ନିପରୀକ୍ଷା, କଣ କହୁଛି ଗଣିତ

ପାଟନା: ଆସନ୍ତାକାଲି ନୀତୀଶ ସରକାରଙ୍କୁ ଫ୍ଲୋର ଟେଷ୍ଟର ସାମ୍ନା କରିବେ। ଆସନ୍ତା କାଲି ସଦନରେ ବହୁମତ ସାବ୍ୟସ୍ତ କରିବାକୁ ହେବ ନୀତୀଶ କୁମାର। କିନ୍ତୁ ଅୱଧ ବିହାରୀ ଚୌଧୂରୀ ବାଚସ୍ପତି ପଦରେ ରହିଥିବାରୁ ଜେଡ଼ିୟୁ ଓ ବିଜେପି ନେତାଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୂଚାଉଛି…