ଅସୁରକ୍ଷିତ ଆମେରିକା: ଆଉ ଜଣେ ଭାରତୀୟଙ୍କୁ ହତ୍ୟା
ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନି । ଗତ କିଛିଦିନ ଧରି ଆମେରିକାରେ ପ୍ରାୟ ୪ରୁ ଅଧିକ ଭାରତୀୟ ଛାତ୍ର ପ୍ରାଣ ହରାଇଲେଣି। ଏହାରି ଭିତରେ ଓ୍ୱାଶିଂଟନରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆଲେକ୍ସଜାଣ୍ଡାରିଆର ୪୧ ବର୍ଷୀୟ ବିବେକ…