Latest Odisha News

BREAKING NEWS

ମୟଙ୍କଙ୍କ ବିରୋଧରେ ରଚା ଯାଇଥିଲା କି ଷଡଯନ୍ତ୍ର, ପୋଲିସ କରିବ ତଦନ୍ତ

ନୂଆଦିଲ୍ଲୀ: ଭାରତର ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିମାନରେ ଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଅଗରତାଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ସବୁ କିଛି ଠିକ ଠାକ ଥିବା ବେଳେ ସେ କାହିଁକି ହଠାତ ଅସୁସ୍ଥ ହୋଇ ପଡିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି…

ବିରୋଧୀ ସାଂସଦଙ୍କୁ ମୋଦିଙ୍କ କଡା ସମାଲୋଚନା, ଏହି ଅଧିବେଶନ ଆପଣଙ୍କ ପାଇଁ ପଶ୍ଚାତାପର ସମୟ

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାର୍ଲାମେଣ୍ଟ ଭବନରେ ପ୍ରବେଶ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ…

ଗ୍ୟାସ୍ କଟରରେ କାଟି ଏଟିଏମ୍ ଲୁଟ୍, ଦୁର୍ବୁତ୍ତଙ୍କୁ ଖୋଜୁଛି ପୋଲିସ

ନବରଙ୍ଗପୁର: ପୁଣି ଏକ ଏଟିଏମ୍ ରୁ ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମ ରୁ ଦୁର୍ବୁତ୍ତ ଲୁଟି ନେଇଥିବା ଦେଖିବାକୁ ମିଳିଛି । ଏଟିଏମ ମେସିନ କଟରରେ କାଟିଥିବା ସନ୍ଦେହ କରାଯାଉଛି l କଟରରେ କାଟିଥିବା କାରଣରୁ ଏଟିଏମ ରେ…

ନିଜ ସନ୍ତାନ ନୁହେଁ ବରଂ ପାଳିତ ବିଲେଇ-କୁକୁରଙ୍କ ନାଁରେ ମହିଳା କଲେ ୨୩ କୋଟି ସମ୍ପତ୍ତି

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ଶୁଣିଥିବେ ଯେ, ଯେତେବେଳେ ମା’, ବାପା ବୃଦ୍ଧ ହୋଇଯାଆନ୍ତି ସେତେବେଳେ ସେମାନେ ତାଙ୍କର ସମସ୍ତ ସମ୍ପତ୍ତି ସେମାନଙ୍କ ସନ୍ତାନ ମାନଙ୍କ ନାଁରେ କରିଦେଇଥାନ୍ତି । କିନ୍ତୁ କିଛି ଟା କ୍ଷେତ୍ରରେ ଏହା ହୋଇନଥାଏ । ଅନେକ ସମୟରେ ଲୋକମାନେ ସେମାନଙ୍କ ସମ୍ପତ୍ତି…

ଘନ କୁହୁଡି ବଳୟରେ ଦିଲ୍ଲୀ: ବିମାନ ଓ ରେଳ ଚଳାଚଳ ପ୍ରଭାବିତ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଘନ କୁହୁଡି ବଳୟ ଭିତରେ ରାଜଧାନୀ ଦିଲ୍ଲୀ । ପ୍ରବଳ ଶୀତରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଘନ କୁହୁଡି କାରଣରୁ ଦୃଶ୍ୟମାନତା ହ୍ରାସ ପାଇଛି । ଶୂନ୍ୟ ଦୃଶ୍ୟମାନତା ହେତୁ ରେଳ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମଙ୍ଗଳବାର ରାତିରୁ ସକାଳ ମଧ୍ୟରେ ୫ଟି…

ବଜେଟ ପୂର୍ବରୁ ସରକାରଙ୍କ ବଡ ଉପହାର, ଶସ୍ତା ହେବ ମୋବାଇଲ୍ ଫୋନ୍

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଶେଷ ବଜେଟ ଅଧିବେଶନ ଆସନ୍ତାକାଲି ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପୂର୍ବରୁ ସାଧାରଣ ଜନତାଙ୍କୁ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ମୋବାଇଲ୍ ପାର୍ଟ୍ସର ଆମଦାନୀ ଶୁଳ୍କ ହ୍ରାସ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଆଜି ପବିତ୍ର ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସନ୍ଧ୍ୟାରେ ସମୟରେ ଭକ୍ତଙ୍କ ଲାଗି ୩ ଘଣ୍ଟା…

ପାକିସ୍ତାନର ଏହି ପୂର୍ବତନ ପିଏମ୍ ଥରେ ଆଗତ କରିଛନ୍ତି ଭାରତର ବଜେଟ୍, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଆସନ୍ତା କାଲି ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ…

ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ, ବଟନଛତୁ ଚାଷ କରି ଲାଭବାନ ହେଲେ ଚାଷୀ

ନବରଙ୍ଗପୁର: ଅବିଭକ୍ତ କୋରାପୁଟ ଜିଲ୍ଲାମଧ୍ୟରେ ପ୍ରଥମକରି ନବରଙ୍ଗପୁର ଜିଲ୍ଲାରେ ବଟନଛତୁର ଚାଷ କରାଯାଉଛି । ପ୍ରଥମକରି ବଟନଛତୁର ଚାଷ ଆରମ୍ଭ କରି ବେଶ ଲାଭବାନ ହେଉଛନ୍ତି ଚାଷୀ ସେପଟେ ରାୟପୁର ଠାରୁ କମ ଦରରେ ଏବଂ ସଜ ବଟନଛତୁ ପାଇ ଗ୍ରାହକ ବି ଖୁସ୍ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବଟନ ଛତୁ…

କବିତା : ପ୍ରେମ ଏକ

ତପସ୍ୱିନୀ ଶତପଥୀ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ । ମୃଦୁ ମଳୟର ମଳୟ ପବନେ ପୁଲକିତ ସ୍ପନ୍ଦନ ପ୍ରେମ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା ବରଷା ଟିପାରେ ତନୁ ମନ…