Latest Odisha News

BREAKING NEWS

୪୦ ଘଣ୍ଟା ପରେ ରାଞ୍ଚି ଫେରିଲେ ହେମନ୍ତ ସୋରେନ, କହିଲେ ବଜେଟ ପାଇଁ ବ୍ୟସ୍ତ ଅଛି

ରାଞ୍ଚି: ଦୀର୍ଘ ୪୦ ଘଣ୍ଟା ପରେ ରାଜଧାନୀକୁ ଫେରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ତାଙ୍କୁ ଖୋଜିବାରେ ବ୍ୟସ୍ତ ଥିବା କେନ୍ଦ୍ରୀୟ ସଂସ୍ଥା ଇଡିକୁ ଚକମା ଦେଇ ସେ ଫେରାର ହୋଇଯାଇଥିବା କୁହାଯାଉଥିବା ବେଳେ ଏବେ ରାଞ୍ଚି ଫେରିଛନ୍ତି ହେମନ୍ତ। ହଠାତ୍ ସେ ଦିଲ୍ଲୀରୁ ଗାୟବ ହୋଇଯାଇଥିଲେ…

କେରଳରେ ବିଜେପି ନେତାଙ୍କୁ ହତ୍ୟା ମାମଲା; ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଥିରୁଅନନ୍ତପୁରମ୍: କେରଳର ବିଜେପି ନେତା ରଣଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ଆଜି ୧୫ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । କେରଳର ଏକ ସ୍ଥାନୀୟ କୋର୍ଟ ପିଏଫଆଇ ସହିତ ଜଡିତ ସମସ୍ତ ୧୫ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଡିସେମ୍ବର ୧୯ ତାରିଖ ୨୦୨୧ ମସିହାରେ ରଣଜିତ ଙ୍କୁ ଆଲାପୁଝା…

ସ୍ପେଶରେ ବି ଚାଷ ହୋଇପାରିବ ପନିପରିବା, କିନ୍ତୁ ଖାଇପାରିବେନି ଆପଣ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଅନେକ ପ୍ରକାରର ପରୀକ୍ଷଣ ଜାରି ରଖିଛି | ସେହି ପରୀକ୍ଷଣ ମଧ୍ୟରୁ ଗୋଟିଏରେ ବୈଜ୍ଞାନିକମାନେ ମହାକାଶରେ ପନିପରିବା ଚାଷ କରିବାକୁ ଚେଷ୍ଟା କରିଛନ୍ତି | ବାସ୍ତବରେ, ଏଠାରେ ସାଲାଡ ପାଇଁ ଉପଯୋଗୀ ପନିପରିବା ଚାଷ କରିବାପାଇଁ ପରୀକ୍ଷଣ କରିଥିଲେ…

ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଯାଥାଶିଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାନେଇ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା…

ପନ୍ତ କହିଲେ..ଭାବିଥିଲି ମୋର ସବୁ କିଛି ଶେଷ ହୋଇଯାଇଛି

ନୂଆଦିଲ୍ଲୀ: ଭୟଙ୍କର କାର ଦୁର୍ଘଟଣାର ଦୀର୍ଘ ଦିନ ପରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଦୁର୍ଘଟଣା ପରେ ମୋର ସବୁ କିଛି ଶେଷ ହୋଇଯାଇଛି ବୋଲି ଭାବିଥିଲି । ତାଙ୍କ ଡାହଣ ଲିଗାମେଂଟ ଫାଟି ଯାଇଥିବା ବେଳେ ମୁଣ୍ଡରେ ୨ ବଡ ଆଘାତ ହୋଇଥିଲା । ୨୬…

ଆରମ୍ଭ ହେଲା ଖଡ଼ିଆଳ ମହୋତ୍ସବ ୨୦୨୪, ପ୍ରଥମ ଦିନରେ ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆପଡା: କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ୨୦୨୪ ମହା ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ହଜାର ହଜାର କଳାପ୍ରେମୀ । ଦୀର୍ଘ ୧୮…

ଘନ କୁହୁଡି ଓ ଶୀତରେ କଲବଲ ସାରା ରାଜ୍ୟ, ୮ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ସକାଳୁ ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ରହୁଛି ସମଗ୍ର ରାଜ୍ୟ । ତା ସାଙ୍ଗକୁ ପୁଣି ଥଣ୍ଡା ପବନ ଯାହା ଶୀତକୁ ଆହୁରି ଦ୍ବିଗୁଣିତ କରୁଛି । କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ବେଶ କମ ରହୁଛି । ଫଳରେ ଗାଡି ମୋଟର ଚଳାଚଳରେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକେ । ଯେଉଁ…

ଭାଷା ଭାଗବତ : ନଗଣ୍ୟ ନର, ନାରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବଂଟନ ପୂର୍ବରୁ ଲୁଂଠନ କରଂତି ଯେତେକ ଦୁର୍ଜନ ତାଂକୁ କେବେ ବି ପ୍ରଶାସନ କରିପାରେନି ଶାସ୍ତି ଦାନ ପ୍ରାଶାସନିକ ଶିଥିଳତା ସହିତ ନ୍ୟାୟର ଧୀରତା କରିଛି ଯେପରି ଅବସ୍ଥା ତାହା ଦେଖି ଘୂରୁଛି ମଥା ପରିବହନକାରୀ ଚୋରି କରିଲେ…

ଆରମ୍ଭ ହେଲା ପୁଷ୍ପା-୨ କାଉଣ୍ଟ ଡାଉନ, ଆଉ ମାତ୍ର ୨୦୦ଦିନର ଅପେକ୍ଷା

ମୁମ୍ବାଇ: ପୁଷ୍ପା-୧ର ଜବରଦସ୍ତ ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପୁଷ୍ପା-୨କୁ ଚାତକ ପରି ଚାହିଁ ବସିଛନ୍ତି । ଏହାରି ଭିତରେ ଅଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ପୁଷ୍ପା-୨ର ରିଲିଜ ଡେଟ୍ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା ।…

ଗଞ୍ଜାମ ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍

ବ୍ରହ୍ମପୁର: ପ୍ରଥମେ ପୁରୀ ଆଉ ଏବେ ଗଞ୍ଜାମ ଜିଲ୍ଲାର ସୁନାପୁର ବିଚ୍ କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା । ଏହି ଖବର ଆସିବା ପରେ 'ଏକ୍ସ' ରେ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ମୁତାବକ, ୭୭ ଟି ଦେଶର ବେଳାଭୂମିର ସ୍ଥିତି…