ପ୍ରଥମ କ୍ରିକେଟ ଟେଷ୍ଟ: ଇଂଲଣ୍ଡ ୨୪୬ ଅଲଆଉଟ, ଭାରତ ୧୧୯/୧
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୧ ୱିକେଟ ବିନିମୟରେ ୧୧୯ ରନ ସଂଗ୍ରହ କରି ଭଲ ସ୍ଥିତିରେ ରହିଛି । ଯଶସ୍ୱୀ ଜୈସୱାଲ ୭୬ ଓ ଶୁଭମନ ଗିଲ ୧୪ ରନ କରି ଅପରାଜିତ…