Latest Odisha News

BREAKING NEWS

ନେତାଜୀ ଓ ବାଲା ସାହେବଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରାଧନମନ୍ତ୍ରୀ, ଉଭୟଙ୍କ ବିରଗାଥା ମନେ ପକାଇଲେ

ନୂଆଦିଲ୍ଲୀ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି 'ଏକ୍ସ' ରେ ଏକ ପୋଷ୍ଟ…

ଜାନୁଆରୀ ୨୬ ଆଦିବାସୀ ମେଳା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର: ସଜେଇ ହେଲାଣି ଆଦିବାସୀ ପଡିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା । ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା । ସ୍ମାର୍ଟସିଟିରେ ସୃଷ୍ଟି ହେବ ଗାଁର ପରିବେଶ । ଆସନ୍ତା ୨୬ତାରିଖରୁ ଆଦିବାସୀ ପଡିଆରେ ଆରମ୍ଭ ହେବାକୁ ଯାଉଛି…

ଚିତା ପରିବାରରେ ଖୁସିର ମାହୋଲ, କୁନୋ ଜାତୀୟ ଉଦ୍ୟାନରେ 3 ଶାବକଙ୍କୁ ଜନ୍ମ ଦେଇଛି ଜ୍ବାଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଲଗାତାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସୁଥିବା ଚିତାଙ୍କ ମଧ୍ୟରେ 10 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଯାହା ଉଦ୍ୟାନ କତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ, ଏହି ସମୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୁନୋ ଜାତୀୟ…

ଛଅ କିଲୋର ହୀରା ମୁକୁଟ ପିନ୍ଧିବେ ରାମଲାଲା, ସୁରଟର ଏହି ବ୍ୟବସାୟୀ ଦେଲେ ଦାନ

ଅଯୋଧ୍ୟା: ସମାପ୍ତ ହୋଇଛି ଅଯୋଧ୍ୟାରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ନିଜ ଜନ୍ମସ୍ଥାନରେ ବିରାଜମାନ ହୋଇଛନ୍ତି ପ୍ରଭୁ ରାମଲାଲା । ସେଥିପାଇଁ ସାରା ଦେଶରେ ଗତକାଲି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ରାମଲାଲାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ…

ମୋକିମ୍, ଚିରଞ୍ଜୀବ ଓ କୃଷ୍ଣଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ, ଶ୍ରୀକାନ୍ତଙ୍କ ଉପରେ ଲାଗୁ ହେବ କି ସମାନ ନିୟମ?

ଭୁବନେଶ୍ଵର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି କଂଗ୍ରେସ। ସେହିପରି ଅନ୍ୟତମ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ବିରୋଧରେ ଲାଗୁ ହୋଇଥିବା ବହିଷ୍କାର ଆଦେଶ ମଧ୍ଯ ପ୍ରତ୍ୟାହାର କରିଛି କଂଗ୍ରେସ।…

ଖୁସିଖବର: ଦୁନିଆର ସବୁଠାରୁ ଅଧିକାଂଶ ଲୋକପ୍ରିୟ ପାନୀୟ ତାଲିକାରେ ସ୍ଥାନ ପାଇଲା ଭାରତର ମସଲା ଚା’ ଓ ଲସି

ଭୁବନେଶ୍ଵର: ଚା ପ୍ରେମୀଙ୍କ ପାଇଁ ଖୁସି ଖବର | ଭାରତରେ ପ୍ରସ୍ତୁତ ମସାଲା ଚା ଦୁନିଆରେ ନନ୍-ଆଲକୋହଲିକ ପାନୀୟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଚା ’ପ୍ରତ୍ୟକ ଭାରତୀୟଙ୍କ ମନରେ ତା’ର ସ୍ଥାନ ନିଆରା । ଚା ’ବିନା ସତେ ଯେମିତି ଆମର ଦିନ ଆରମ୍ଭ ହୁଏନି । ଆଉ ତା’ର ସେଇ ଆକର୍ଷଣୀୟ ବାସ୍ନା…

ଏହି ଦିନ ସିନେମା ଘରେ ଲାଗିବ’ଏମରଜନ୍ସି’, ଡେଟ୍ ଘୋଷଣା କରି ପୋଷ୍ଟର ସେୟାର କଲେ ବଲିଉଡ କ୍ବିନ୍

ମୁମ୍ବାଇ: ଆଉ କିଛି ଦିନ ପରେ ସମସ୍ତ ସିନେମା ଘରେ ଛାଇଯିବେ ବଲିଉଡର କ୍ବିନ୍ କଙ୍ଗନା ରାଣାଓ୍ବତ । କଙ୍ଗନା ଙ୍କ ଅପକମିଙ୍ଗ ଫିଲ୍ମ 'ଏମରଜନ୍ସି' ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଛି । ଏନେଇ କଙ୍ଗନା ଆଜି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ଫିଲ୍ମର ଏକ ନୂତନ ପୋଷ୍ଟର ସେ…

ନେତାଙ୍କ ଘର ବାହୁଡା: ଦଳକୁ ଫେରିଲେ ୩ କଂଗ୍ରେସ ନେତା

ଭୁବନେଶ୍ଵର: ଘରକୁ ଫେରିଲେ ଦୁଇ ବରିଷ୍ଠ କଂଗ୍ରେସ ନେତା । ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ହଟିଲା ନିଲମ୍ବନ । ଉଭୟଙ୍କ ନିଲମ୍ବନ ହଟିବା ନେଇ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା । ଏଥିସହ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ପୁଣିଥରେ ଦଳକୁ…

ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଗଲେ ରୋଗୀ

ଭବାନୀପାଟଣା: ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ନିଆଁ ଲାଗିଯାଇଛି । ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ବୌଦ୍ଧ: ପୁଣି ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଗୋଟିଏ ମାଓ…