Latest Odisha News

BREAKING NEWS

ପୌରାଣିକ ଯୁଗରେ ଅଯୋଧ୍ୟାର ନାଁ କଣ ରହିଥିଲା, କେତେ ଥର ବଦଳିଛି ଏହି ସହରର ନାଁ

ନୂଆଦିଲ୍ଲୀ: ରାମମୟ ପାଲଟିଛି ଅଯୋଧ୍ୟା। ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ହୋମଯଜ୍ଞ ଜାରି ରହିଛି। ଆଜି ହେଉଛି ତୃତୀୟ ଦିନ। ପ୍ରଭୁ ରାମଙ୍କ ଆଗମନ ପାଇଁ ଅଯୋଧ୍ୟା ପାଲଟିଛି ରାମମୟ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଅତୀତରେ ଏହି ଅଯୋଧ୍ୟାକୁ ନେଇ କେତେ ବିବାଦ…

କୂଅରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣା: ନିଜେ ମାରିଦେଇଥିବା ସ୍ବିକାର କଲା ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସାହିରେ କୁଅ ରୁ ଯାଆଁଳା ଶିଶୁ ଉଦ୍ଧାର ଘଟଣା । ଦୁଇ ଶିଶୁଙ୍କୁ ନିଜେ ମାଆ ହିଁ ମାରିଥିବା ପୋଲିସ ଆଗରେ ସ୍ବୀକାର କଲେ ମହିଳା । ମା’କୁ ଥାନାରେ ଅଟକ ରଖିଛି ପୋଲିସ । ଗତକାଲି ଘର ପଛପଟ କୂଅରୁ ୨ ଶିଶୁ ଙ୍କ…

ବିଲକିସ ବାନୋ ମାମଲା: ସୁପ୍ରିମକୋର୍ଟରେ ସମୟ ମାଗିଲେ ୩ ଅଭିଯୁକ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଲକିସ ବାନୋ ମାମଲା । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତିନି ଅଭିଯୁକ୍ତ । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଆତ୍ମସମର୍ପଣର ଅବଧି ବଢାଇବାକୁ ଅଭିଯୁକ୍ତମାନେ କୋର୍ଟରେ ଆବେଦନ କରିଛନ୍ତି । ଆତ୍ମସମର୍ପଣର ସମୟସୀମାକୁ ୪ ସପ୍ତାହରୁ ୬ ସପ୍ତାହକୁ ବୃଦ୍ଧି କରିବାକୁ…

ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ, ୧ କୋଟି ୨୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ଇଣ୍ଡିଗୋ

ମୁମ୍ବାଇ: ଇଣ୍ଡିଗୋକୁ ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ। ଗଣିବ ଦେଢ କୋଟିର ତଣ୍ଡ । ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବ ଯୋଗୁଁ ମୁମ୍ବାଇ ବିମାନବନ୍ଦରର ରନୱେ ଉପରେ ଯାତ୍ରୀମାନେ ବସି ଖାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ସେମାନଙ୍କୁ ଖାଦ୍ୟ…

ଛୋଟ ପିଲା ଉପରେ ବାପାମାଆଙ୍କ ଏକ ପରୀକ୍ଷଣ ବିଶ୍ୱକୁ ସ୍ତବ୍ଧ କରିଥିଲା

ନୂଆଦିଲ୍ଲୀ: ନିଜର ଜନ୍ମିତ ଶିଶୁ ପ୍ରତି ବାପାମାଆଙ୍କ ଏକ ପରୀକ୍ଷଣ କିପରି ସାରା ବିଶ୍ୱକୁ ଚକିତ କରିଥିଲା ଆସନ୍ତୁ ଜାଣିବା । ଡେଲିଷ୍ଟାରରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୩୧ରେ ମନୋବୈଜ୍ଞାନିକ ବିନଥ୍ରୋପ ଓ ଲୁଏଲା କେଲାଙ୍ଗଙ୍କ ଔରସରୁ ଡୋନାଲ୍ଡ ଜନ୍ମ ହୋଇଥିଲେ । ସେ ସମୟରେ ଏକ ଶିଶୁ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମ ମନ୍ଦିର ଉପରେ ଡାକ ଟିକେଟ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବାକୁ ଥିବା ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସମଗ୍ର ଦେଶରେ ଆନନ୍ଦର ବାତାବରଣ ରହିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଏକ ସ୍ମରଣୀୟ ଡାକ ଟିକେଟ୍ ଜାରି କରିଛନ୍ତି । ଏହା ସହିତ…

ରାଜ୍ୟ ମୋର୍ଚ୍ଚା ପ୍ରଭାରୀଙ୍କ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ତାଲିକା ଘୋଷଣା କରାଯାଇଛି । ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି…

ପାର୍ଲେ ଜି ବିସ୍କୁଟରେ ରାମ ମନ୍ଦିର ତିଆରି କଲେ ଭକ୍ତ

ଅଯୋଧ୍ୟା: ରାମ ମନ୍ଦିର ଉଦଘାଟନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଦେଶସାରା ଲୋକ ଏହାକୁ ଦୀପାବଳି ପରି ମନେଇବା ପାଇଁ ନିଷ୍ପତି ନେଇ ସାରିଛନ୍ତି । ଭକ୍ତମାନେ ଶ୍ରୀରାମଙ୍କ ପ୍ରତି ଭକ୍ତିଭାବ ଜଣାଇବା ନିମନ୍ତେ ଭିନ୍ନ ଭିନ୍ନ ପନ୍ଥା ଆପଣାଇଛନ୍ତି । କିଏ ଗୀତ ଗାଉଛି ତ ଆଉ କିଏ…

ଜଗା ଦର୍ଶନ ପରେ ଚାଲିଗଲା ମହିଳାଙ୍କ ଜୀବନ

ପୁରୀ: ସିଂହଦ୍ଵାର ସମ୍ମୁଖରେ ଚାଲିଗଲା ମହିଳାଙ୍କ ଜୀବନ । ଜଗା ଦର୍ଶନ କରି ଫେରିବା ପରେ ସିଂହଦ୍ଵାର ସମ୍ମୁଖରେ ଉଡିଗଲା ମହିଳାଙ୍କ ପ୍ରାଣବାୟୁ । ମୃତ ମହିଳା ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ବୋରିଗାଁ ଅଞ୍ଚଳର ଶ୍ରୀକାନ୍ତୁ ସାହୁ । ମୃଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ପୋଲିସ…

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ପ୍ରଧାନମନ୍ତ୍ରୀ ନିଜ ‘ଏକ୍ସ’ ଆକାଉଣ୍ଟ ରେ ସେୟାର କଲେ ନମିତା…

ନୂଆଦିଲ୍ଲୀ/ଭୁବନେଶ୍ବର: ଜାନୁଆରୀ 22 ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସାହ ଓ ଉନ୍ମାଦନା ବଢିବଢି ଚାଲିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଓଡିଆ ଭଜନ 'ଅଯୋଧ୍ୟା ନଗରୀ ନାଚେ ରାମାଙ୍କୁ ପାଇ' ତାଙ୍କ 'ଏକ୍ସ' ଆକାଉଣ୍ଟ ରେ ସେୟାର…