ଦେଶରେ ପ୍ରତି ୫ଝିଅଙ୍କ ମଧ୍ୟରୁ ଜଣେ ଓ ପ୍ରତି ୬ ପୁଅଙ୍କ ମଧ୍ୟରୁ ଜଣେ ବାଲ୍ୟ ବିବାହର ଶିକାର: ରିପୋର୍ଟ
ନୂଆଦିଲ୍ଲୀ: ବାଲ୍ୟ ବିବାହ ଏକ ସାମାଜିକ ସମସ୍ୟା ।ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପାର କଲାଣି । ତଥାପି ବାଲ୍ୟ ବିବାହ ପରି କୁପ୍ରଥାର ଅନ୍ତ ଘଟିନି । ବାଲ୍ୟ ବିବାହ ବିରୁଦ୍ଧରେ କଠୋର ନିୟମ ରହିଥିଲେ ମଧ୍ୟ କେତେକ ରାଜ୍ୟରେ ଏହି ପ୍ରଥା ଏଯାବତ ଚାଲିଛି । ଗତ ଦଶନ୍ଧି ତୁଳନାରେ ଏହି ବାଲ୍ୟ ବିବାହ…