ଦୋକାନ ଖୋଲାକୁ କେନ୍ଦ୍ର କରି ଏସିଡ୍ ମାଡ, ପାଞ୍ଚ ଜଣ ଆହତ
ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳା ଥାନା ଡୁଆଝର ଗାଁରେ ଅଭାବନୀୟ ଘଟଣା । ଏସିଡ ମାଡ ରେ ଉଭୟ ପକ୍ଷରୁ ପାଞ୍ଚ ଜଣ ଆହତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଡୁଆଝର ଗାଁର ଦୁଇ ଜଣ ବ୍ୟକ୍ତି ଚିନ୍ଦାଗୁଡ଼ା ଗାଁରେ ସୁନା ଦୋକାନ କରିଛନ୍ତି ।…