Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତ ବତ୍ସଳ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭକ୍ତ ବତ୍ସଳତା ସର୍ବ ଜନବିଦିତ। ଏହା ମଧ୍ୟ ସ୍ପଷ୍ଟ ଯେ ଭକ୍ତର ନିଟୋଲ ଭକ୍ତି ଛଡା ଭଗବାନ (ଶ୍ରୀଜଗନ୍ନାଥ )ଅନ୍ୟ କିଛି ଚାହାନ୍ତିନି। ହଁ ଯଦି ଭକ୍ତିର ପ୍ରକୃତ ସ୍ୱରୂପକୁ…

ଇଂଲଣ୍ଡ ଲାୟନ୍ସର ବ୍ୟାଟିଂ ପରାମର୍ଶଦାତା ହେଲେ କାର୍ତିକ

ନୂଆଦିଲ୍ଲୀ: ଦୀନେଶ କାର୍ତିକ ଏବେ ଦୀର୍ଘ ଦିନ ହେବ ଭାରତୀୟ ଦଳରୁ ବାହାରେ ଅଛନ୍ତି । ଇତି ମଧ୍ୟରେ ଏହି ଅନୁଭବୀ ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଏକ ଗୁରୁଦାୟିତ୍ୱ ମିଳିଛି । କାର୍ତିକ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । ଇଣ୍ଡିଆ ଏ ବିପକ୍ଷ…

ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ!

ହାଇଦ୍ରାବାଦ: ତେଲେଙ୍ଗାନା ହାଇଦ୍ରାବାଦରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ । ତେଲେଙ୍ଗାନାର ମୋଇନାବାଦର ରାସ୍ତାରୁ ମହିଳାଙ୍କୁ ଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସର ସୂଚନା…

କୋଟିପତି ଏମ୍‌ଭିଆଇ ପଞ୍ଚାନନ ବେହେରା ଗିରଫ, ଆୟଠାରୁ ୨୯୩% ଅଧିକ ସମ୍ପତ୍ତି ଠାବ

ନୟାଗଡ଼: କୋଟିପତି ଏମ୍‌ଭିଆଇ ପଞ୍ଚାନନ ବେହେରା ଗିରଫ। ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ୍‌ଭିଆଇ ପଞ୍ଚାନନ ବେହେରା। ଆୟଠାରୁ ୨୯୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। କୋଟିପତି ବାବୁଙ୍କର…

ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ !

ନୂଆଦିଲ୍ଲୀ: ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ । ନିକଟରେ ବୈଜ୍ଞାନିକମାନଙ୍କ ଏକ ଗବେଷଣାରେ ଏହି ତଥ୍ୟ ଉଜାଗର ହୋଇଛି । ବିଭିନ୍ନ ବ୍ଲଡ ଗ୍ରପକୁ ନେଇ ସେମାନେ ଗବେଷଣା କରିବା ପରେ ସେମାନେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏ ଗ୍ରୁପ ବ୍ଲଡର ବ୍ୟକ୍ତି ଧୈର୍ଯ୍ୟବାନ, ବିଚାରଶୀଳ ଓ…

କନ୍ନୌଜର ଏକ ଆଶ୍ରମରେ ମହନ୍ତ ପଦ ପାଇଁ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ

ଲକ୍ଷ୍ନୌ: ଆଶ୍ରମରେ ମହନ୍ତ ପଦ ପାଇବା ପାଇଁ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ ଅନ୍ୟ ଜଣେ ସାଧୁ । ଉତ୍ତରପ୍ରଦେଶର କନ୍ନୌଜର ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସାଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ମେଡିକାଲ କଲେଜରେ…

ଖୋ ଖୋ: ସେମିରେ ଓଡିଶା

କଟକ: ଉଦଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଓଡିଶା ଚଳିତ ଅଲ୍ଟିମେଟ ଖୋ ଖୋ ଲିଗର ସେମିଫାଇନାଲରେ ପ୍ରବେଶ କରିଛି । ଟାଇଟଲ ବଜାୟ ରଖିବା ପାଇଁ ଓଡିଶାକୁ ଆଉ ୨ଟି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ୧୦ଟି ମ୍ୟାଚରୁ ୨୩ ପଂଏଟ ହାସଲ କରି ଓଡିଶା ସେମିକୁ ଉନ୍ନୀତ ହୋଇଛି । ଜବରଦସ୍ତ ଫର୍ମରେ…

ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ପରଲୋକ

ରାଜକନିକା: ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମା' ସୁଶ୍ରୀ ଦେବୀଙ୍କ ପରଲୋକ। ୭୩ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ୧୦ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିଲେ ସୁଶ୍ରୀ ଦେବୀ। ୧୯୭୧ରେ ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ…

ଦୁଷ୍କର୍ମ ଅଭିଯୋଗରେ ନେପାଳ କ୍ରିକେଟରଙ୍କୁ ୮ ବର୍ଷ ଜେଲଦଣ୍ଡ

କାଠମାଣ୍ଡୁ: ନେପାଳ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେ ଦୁଷ୍କର୍ମ ଅଭିଯୋଗରେ ବୁଧବାର ଦଣ୍ଡ ପାଇଛନ୍ତି । କାଠମାଣ୍ଡୁ ଡିଷ୍ଟ୍ରିକ୍ଟ କୋର୍ଟ ତାଙ୍କୁ ୮ ବର୍ଷ ଜେଲଦଣ୍ଡ ଓ ୩ ଲକ୍ଷ ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୀଡିତା ୧୮ ବର୍ଷରୁ କମ ହୋଇ ନ ଥିବାରୁ…

ନାସାର ଆର୍ଟମିସ ମିଶନ ୨୦୨୬ ଯାଏ ସ୍ଥଗିତ, ଚନ୍ଦ୍ରପୃଷ୍ଠକୁ ଅନ୍ତରୀକ୍ଷ ଯାତ୍ରୀ ପଠାଇବନି ନାସା

ନୂଆଦିଲ୍ଲୀ: ନାସାର ମୁନ ମିଶନକୁ ବଡ ଝଟକା ଲାଗିଛି । ଚନ୍ଦ୍ର ମିଶନକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ନାସା । ମାନବ ମିଶନ ପାଇଁ ନାସା ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ମିଶନକୁ ସ୍ଥଗିତ ରଖାଯାଇଛି। ଷ୍ଟାରସିପ, ରକେଟ ଏବଂ ସିଷ୍ଟମ ବିକଶିତ କରିବାରେ…