ଦ୍ଵନ୍ଦ ଭିତରେ ଡ୍ରାଇଭର ସଂଘ ଆନ୍ଦୋଳନ, ପରିବହନ ବିଭାଗର ହଁ କିନ୍ତୁ ଡ୍ରାଇଭର କହୁଛନ୍ତି କିଛି ଅଲଗା କଥା
ଭୁବନେଶ୍ଵର: ଦ୍ଵନ୍ଦ ଭିତରେ ଡ୍ରାଇଭର ସଂଘ ଆନ୍ଦୋଳନ । ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ଘୋଷଣାରେ ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ଓ ଆନ୍ଦୋଳନ ଜାରି ରହିବ…