Latest Odisha News

BREAKING NEWS

ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ଏସସିବିରେ ଭର୍ତ୍ତି

କଟକ: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ପ୍ରଥମେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିବାବେଳେ ହେଲେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ପରେ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ଏଠାରେ ତାଙ୍କୁ ନ୍ୟୁ ମେଡିସିନ ୱାର୍ଡର ସ୍ୱତନ୍ତ୍ର…

ଶେଷ ହେବାକୁ ଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀଙ୍କ ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅବଧି । ଏ ଦୁଇ ନେତା ଆଗାମୀ ଦିନରେ ହେବାକୁ ଥିବା ଲେକାସଭା ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଥିବା ବେଳେ ଏଭଳି ଏକ ଖବର ଆସିଛି। ଧର୍ମେନ୍ଦ୍ର ଏବେ…

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି

ନୂଆପଡା: ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ । ସକାଳ ୬ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅଖ ଚକ ବନ୍ଦ ରହିବ । ଦୀର୍ଘ ୮ ଘଣ୍ଟା ଧରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବ ରାଜ୍ୟ ବିଜେପି । ବନ୍ଦ…

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ମୃତ ବୋଲି ଘୋଷଣା ହୋଇଥିବା ଦିଲ୍ଲୀପ ଏବେ ବି ଜୀବିତ!

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଏସି କମ୍ପ୍ରେସର ବିସ୍ଫୋରଣ ଘଟଣାରେ ଏକ ଅପ୍ରତ୍ୟାଶିତ ଘଟଣା ସାମ୍ନାକୁ ଆସିଛି। ମୃତ ବୋଲି କୁହାଯାଉଥିବା ପୀଡ଼ିତ ଦିଲୀପ ସାମନ୍ତରାୟ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ ଥିବା ଦାବି…

ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣା; ଆଜି ରାୟଗଡ଼ା ବନ୍ଦ

ରାୟଗଡା: ଆଜି ରାୟଗଡ଼ା ବନ୍ଦ । ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପାଳନ ସକାଳ ୬ ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରହିବ । କେବଳ…

ରାମ ମନ୍ଦିର: ‘ଯଦି ପ୍ରଧାନମନ୍ତ୍ରୀ ମୋଦୀ ପୂଜାରେ ବସିବେ, ମୁଁ କ’ଣ ତାଳି ମାରିବି?’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ସମାରୋହକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଚିନ୍ତା ପ୍ରକଟ କରିଛନ୍ତି। ସେ ଏହି ସମାରୋହର ଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାବଦ୍ଧ ଅଂଶଗ୍ରହଣକୁ…

ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସନ୍ଧାରେ ଭୁବନେଶ୍ବରରେ ପହଞ୍ଚିବା ପରେ ନୟାଗଡ ଦଶପଲ୍ଲା ଠାରେ ରେଳବାଇ ଓ କଣ୍ଟିଲୋରେ ଡାକ ବିଭାଗ କାର୍ଯ୍ୟକ୍ରମରେ ଯୋଗଦେବେ । ଜାନୁଆରୀ ୬ ତାରିଖ ରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର…

ସରିଲା ଗଣନା, ଚିଲିକାରେ ମୋଟ ୧୧ ଲକ୍ଷ ୩୭ ହଜାର ପକ୍ଷୀ

ବାଲୁଗାଁ: ଶେଷ ହୋଇଛି ଚଳିତବର୍ଷ ପାଇଁ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଆରମ୍ଭ ହୋଇଥିଲା ଏହି ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟ । ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୮୭ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି । ସେଥିମଧ୍ୟରୁ ଏକ ନୂତନ ଅତିଥୀ ଭାବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାର୍ବଜନୀନ ପ୍ରେମ ତତ୍ତ୍ୱ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମନ୍ୱୟ ଓ ସାମ୍ୟବାଦୀ ଚେତନା ଓ ସନାତନ ଧର୍ମର ପ୍ରାଚୀନତା ବିଷୟ ଆଲୋଚନା କରିବା ପରେ, ଶ୍ରୀଜଗନ୍ନାଥ ସଂସ୍କୃତିର ଆଉ ଏକ ମହାନ ଦିଗ ସାମନାକୁ ଆସେ । ତାହା ହେଉଛି…

ବୟସ ଜାଲିଆତି ଅଭିଯୋଗ: ଓଡିଶା କ୍ରିକେଟର ସୁମିତ ବାସନ୍ଦ

କଟକ: ବୟସ ଜାଲିଆତି ଅଭିଯୋଗରେ ଓଡିଶାର କ୍ରିକେଟର ସୁମିତ ଶର୍ମା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫଳରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ଗୁରୁବାର ଓଡିଶା କ୍ରିକେଟ ଆସୋସିଏଶନର ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ସେ ଜୁନିୟର…