ପିକନିକ ବସ୍ ଦୁର୍ଘଟଣା: ୪୦ ଆହତ
କାମାକ୍ଷାନଗର: ପୁଣି ଓଲଟିଲା ପିକନିକ ବସ୍ । ସାମ୍ନାରେ ଥିବା ହାଇୱାକୁ ବସ୍ ଟି ପିଟିବା ପରେ ପଛପଟୁ ବସ୍ ଟିକୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି । କାମାକ୍ଷାନଗର ସ୍ଥିତ ମହାବୀର ରୋଡ ଥାନା ଭେଜିଆ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଗାଡିର ଡ୍ରାଇଭର ସମେତ ୪୦ଜଣ ଆହତ…