ରାହୁଲ ଗାନ୍ଧୀ ଜଣେ ସାଧାରଣ ସାଂସଦ ତାଙ୍କୁ ଅଧିକ ଗୁରୁତ୍ବ ଦେବା ଠିକ୍ ନୁହେଁ: କଂଗ୍ରେସ ନେତା
ଭୋପାଳ: କଂଗ୍ରେସର ପୂର୍ବତନ ସାଂସଦ ଲକ୍ଷ୍ମଣ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ସାଧାରଣ ଦଳୀୟ କର୍ମୀ ଓ ସାଂସଦ ଏବଂ ତାଙ୍କୁ ଅଧିକ ହାଇଲାଇଟ୍ କରିବା ବା ଗୁରୁତ୍ୱ ଦେବା ଉଚିତ ନୁହେଁ।
କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସାନ ଭାଇ ଲକ୍ଷ୍ମଣ ଶନିବାର ମଧ୍ୟପ୍ରଦେଶର ଗୁନା ସହରରେ…