ଆରମ୍ଭ ହେଲା ପଥୋତ୍ସବ : ଦୁଲୁକିଲା ରାଜଧାନୀ ରାଜରାସ୍ତା , ସାମିଲ ହେଲେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ କଳାକାର
ଭୁବନେଶ୍ବର : ପୁଣି ଫେରିଲା ପଥୋତ୍ସବ । ଆଜିଠୁ ରାଜଧାନୀର ରାଜରାସ୍ତାରେ ପାଳିତ ହେଉଛି ପଥୋତ୍ସବ । ଏହି କାର୍ଯ୍ୟକ୍ରମ ପାଇଁ ଆଜି ସକାଳୁ ସକାଳୁ ଦୁଲୁକି ଉଠିଛି ରାଜଧାନୀର ରାଜରାସ୍ତା। ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ ପାଳନ କରାଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକଠାରୁ…