Latest Odisha News

BREAKING NEWS

ବଳଦର ମୃତ୍ୟୁ ପରେ ହିନ୍ଦୁ ପରମ୍ପରାରେ ଅନ୍ତିମ ସଂସ୍କାର କଲେ କୃଷକ

କୁହାଯାଏ, ପଶୁମାନେ ମନୁଷ୍ୟର ଭାବନାକୁ ସହଜରେ ବୁଝିପାରନ୍ତି । ସେଥିପାଇଁ ସେମାନେ ମଣିଷର ବନ୍ଧୁ ହୁଅନ୍ତି । ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି ବନ୍ଧୁତା ବଜାୟ ରଖନ୍ତି । ଜୁନାଗଡ଼ର ବିସାବଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବିସାବଦରର ଜଣେ କୃଷକ ତାଙ୍କ ବଳଦକୁ ବହୁତ ଭଲ ପାଉଥିଲେ…

ରାସ୍ତାରେ ପଡ଼ିଥିବା ମୃତ ଜୀବଜନ୍ତୁଙ୍କ ମାଂସ ଖାଆନ୍ତି ମହିଳା, କାରଣ ଜାଣିଲେ ହୋଇଯିବେ ଚକିତ

ନ୍ୟୁୟର୍କ: ସାଧାରଣତଃ ରାସ୍ତାରେ ଅନେକ ପଶୁପକ୍ଷୀଙ୍କର ମୃତ ଦେହ ପଡ଼ିଥିବା ଆପଣ ଦେଖିଥିବେ । ଏହି ମୃତଦେହଗୁଡ଼ିକ ପଡ଼ି ପଡ଼ି ନଷ୍ଟ ହୋଇଯାଏ ତ କେବେ ଚିଲ ଶାଗୁଣାଙ୍କର ଆହାର ପାଲଟିଯାଏ । ଏହାର ଦୁର୍ଗନ୍ଦରେ ସେହି ରାସ୍ତା ଦେଇ ଯିବା ଆସିବା କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼େ । ହେଲେ…

ଅଶ୍ଳୀଳ ଇସାରା କଲେ ଆଙ୍କର, ଭିଡିଓ ଭାଇରାଲ

ଲଣ୍ଡନ: ସାଧାରଣତଃ ପ୍ରତ୍ୟେକ ଆଙ୍କରଙ୍କ ପାଇଁ ଆଙ୍କରିଂ କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ । ବିଶେଷ କରି ଯେତେବେଳେ ସେମାନେ ଲାଇଭ ଶୋ’ କରନ୍ତି । ସେହି ସମୟରେ ସେମାନଙ୍କୁ ପ୍ରତ୍ୟେକ ଶବ୍ଦ ଏବଂ ସେମାନଙ୍କର ଶରୀରର ଉପରେ ସତର୍କ ରହିବାକୁ ପଡ଼ିଥାଏ । ତଥାପି ବେଳେବେଳେ ଆଙ୍କରମାନେ…

ଶାଢୀ ବେପାରୀଙ୍କ ଠାରୁ ୪୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ବରଗଡ: ଦିନକୁ ଦିନ ବରଗଡ ଜିଲ୍ଲାରେ ନିଶା କାରବାର ବଢ଼ି ବଢ଼ି ଚାଲିଥିବା ବେଳେ ଅତ୍ୟଧିକ ତତ୍ପର ହୋଇଛି ବରଗଡ ପୋଲିସ l ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ନିଶାକାରବାର କରୁଥିବା ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଆଜି ଶାଢ଼ୀ ବିକ୍ରି କରିବା…

ହଠାତ ଆକାଶ କଳା ହୋଇଗଲା, ପୃଥିବୀର ଅନ୍ତ ନେଇ ଭୟଭୀତ ହୋଇଗଲେ ମେକ୍ସିକୋବାସୀ

ନୂଆଦିଲ୍ଲୀ: ପୃଥିବୀର ଅନ୍ତ କିପରି ହେବ ସେ ନେଇ ଅନେକ ଦେଶରେ ଭିନ୍ନ ଭିନ୍ନ ଭୟଙ୍କର ଭବିଷ୍ୟବାଣୀ କରାଯାଇଛି । ଏହା କିପରି ଆରମ୍ଭ ହେବ ସେ ନେଇ ମଧ୍ୟ ସଙ୍କେତ ଦିଆଯାଇଛି । ନିକଟରେ ମେକ୍ସିକୋ ଆକାଶ ହଠାତ କଳା ହୋଇଯାଇଥିଲା । ମୋରିଡାର ସ୍ଥାନୀୟ ବାସିନ୍ଦା ଏ ନେଇ ଭୟଭୀତ ହୋଇ ପଡିଥିଲେ । ସବୁ…

ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା: ସୀମା ଉଲ୍ଲଂଘନ ନ କରିବାକୁ ଚେତାଇଲେ ନେତନ୍ୟାହୁ’ 

ଜେରୁଜେଲମ: ହମାସ ପରେ ଏବେ ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା। ଇସ୍ରାଏଲ ପଡୋଶୀ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲାର ଏକାଧିକ ଶିବିର ଉପରେ ଆକ୍ରମଣ କରିଛି ଇସ୍ରାଏଲ । ହମାସ ଆତଙ୍କୀ ଇସ୍ରାଏଲ ସେନା ଉପରେ ରକେଟ୍ ହମଲା କରିବା ପରେ ଇସ୍ରାଏଲ ମଧ୍ୟ ପାଲଟା ହମଲା କରିଛି । ହିଜବୁଲ୍ଲା…

୧୩୦ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ କଦଳୀ ଖାଇଲେ ଛାତ୍ରଛାତ୍ରୀ

ଜୟପୁର: ୧୩୦ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ କଦଳୀ ଖାଇଲେ ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଓ ପୌରାଞ୍ଚଳର ସମସ୍ତ ୧୩୦ଟି ସ୍କୁଲରେ ଶୁକ୍ରବାର ଛାତ୍ରଛାତ୍ରୀମାନଙ୍କୁ ଅଣ୍ଡା ବଦଳରେ କଦଳୀ ଦିଆଯାଇଛି । ମଧ୍ୟାହ୍ନ ଭୋଜନ ଯୋଗାଉଥିବା କେନ୍ଦ୍ରୀୟ କିଚେନ୍ ପକ୍ଷରୁ…

ବଢିଲା ବାଇଡେନଙ୍କ ଅଡୁଆ: ଟିକସ ଚୋରି ମାମଲାରେ ଫସିଲେ ପୁଅ ‘ହଣ୍ଟର’

ୱାଶିଂଟନ: ବଢିଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡୁଆ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବାଇଡେନଙ୍କ ଲାଗି ଅଡୁଆ ବଢିବାରେ ଲାଗିଛି। ଟିକସ ଚୋରି ମାମଲାରେ ଫସିଛନ୍ତି ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ। ହଣ୍ଟର ୧.୪ ମିଲିୟନ୍ ଡଲାର ଟିକସ ଚୋରି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ…

ଦକ୍ଷିଣ ଆଫ୍ରିକାରେ ଟି୨୦ ସିରିଜ ହାରିନି ଭାରତ

କେପଟାଉନ: ଭାରତୀୟ କ୍ରିକେଟ ଟିମ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଏଠାରେ ଟି୨୦, ଦିନିକିଆ ଓ ଟେଷ୍ଟ ସିରିଜ ଖେଳାଯିବ । ଭାରତ ଗୋଟିଏ ଦିନିକିଆ ସିରିଜ ଜିତିଥିବା ବେଳେ ଟେଷ୍ଟରେ କେବେ ଏହି ସଫଳତା ହାସଲ କରିନି । ଅପରପକ୍ଷରେ ଟି୨୦ରେ ଭାରତ ଏଠାରେ ସିରିଜ ହାରିନି । ଡିସେମ୍ବର ୧୦ରୁ…

ଜଳ ସମ୍ପଦ ବିଭାଗ ଏବଂ ରୁର୍କି ଆଇଆଇଟି ସହ ବୁଝାମଣାପତ୍ର ସ୍ୱାକ୍ଷର, ଟ୍ରେନିଂ ନେବେ ୧୭୬ ଇଞ୍ଜିନିୟର

ଭୁବନେଶ୍ୱର: କ୍ଷୁଦ୍ର ଜଳସେଚନ ସିଭିଲ ଇଞ୍ଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଜଳ ସମ୍ପଦ ବିଭାଗ ଏବଂ ରୁର୍କି ଆଇଆଇଟି ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଜଳବାୟୁ ସହନଶୀଳ କୃଷି ପାଇଁ ୬ ଦିନ ପାଇଁ ରୁର୍କିରେ ଜଳ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ନେବେ ୧୭୬ ଜଣ ଇଞ୍ଜିନିୟର । ରାଜ୍ୟ…