Latest Odisha News

BREAKING NEWS

କେତେ ସୁରକ୍ଷିତ ପେନକିଲର୍ ?

ନୂଆଦିଲ୍ଲୀ : ଆମେ ସାଧାରଣତଃ କୌଣସି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନକିଲର୍ ଖାଇଥାଉ  । କିନ୍ତୁ କୌଣସି ଡାକ୍ତରଙ୍କ ପରାମର୍ଶ ନେଇନଥାଉ  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ସୁରକ୍ଷିତ ।  ଗତକାଲି ପେନକିଲର ବାବଦରେ ଏକ ଚେତାବନୀ ଦେଇଛନ୍ତି ଭାରତୀୟ…

ସିଆଇଏସସିଇ ଜାରି କଲା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ: ଦେଖନ୍ତୁ, କେଉଁଦିନ କ’ଣ ଅଛି ପରୀକ୍ଷା

ନୂଆଦିଲ୍ଲୀ:କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମିନେଶନ (CISCE) ପକ୍ଷରୁ ଆଇସିଏସଇ (ଦଶମ) ଏବଂ ଆଇଏସସି(ଦ୍ୱାଦଶ) ବୋର୍ଡ ପରୀକ୍ଷା ୨୦୨୪ର ଡେଟସିଟ ତଥା ଟାଇମ ଟେବୁଲ ଜାରି କରାଯାଇଛି । ସିଆଇଏସସିଇ ବୋର୍ଡର ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ବୋର୍ଡର…

ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ, ଭୟରେ ଗ୍ରାମବାସୀ

ଅନୁଗୋଳ: ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକ ଦୁଇ ଜଣ ହେଉଛନ୍ତି ୧୮ ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଆନ୍ଦୋଳନକୁ…

ଟଙ୍କା ଗଣି ଗଣି ହାଲିଆ ହେଲାଣି ଆଇଟି ବିଭାଗ, ୩୦୦ କୋଟି ପାର କରିବା ଆଶଙ୍କା

ଭୁବନେଶ୍ଵର/ ବଲାଙ୍ଗିର: ଯେତେ ଗଣିଲେ ସେତେ ବାହାରୁଛି । ସରିବାର ନାଁ ନେଉନାହିଁ ଟଙ୍କା । ଟଙ୍କା ଗଣି ଗଣି ହାଲିଆ ହେଲେଣି ବ୍ୟାଙ୍କ ଓ ଆଇଟି ଅଧିକାରୀ । ଗତ ଦୁଇ ଦିନରେ ୨୦୦ କୋଟି ଟଙ୍କା ମିଳିଥିବା ବେଳେ ଆଜି ହେଉଛି ତୃତୀୟ ଦିନ । ଏହାରି ଭିତରେ ଜବତ ଟଙ୍କାର ମୂଲ୍ୟ ୩୦୦ କୋଟି ପାର କରିବା…

ଗଳ୍ପ : ପିଲା ଚୋରି

ସୁକାନ୍ତି ରାଉତ ଘଣ୍ଟାକୁ ଚାହିଁଲା ଅରୁନ୍ଧତୀ। ରାତି ଦୁଇଟା ହେବାକୁ ଆଉ ପନ୍ଦର ମିନିଟ୍‍ ବାକି ରହିଛି। ତଥାପି ଆଖିକୁ ନିଦ ଆସୁନି। ଅନାବନା ଭାବନାରେ ଛନ୍ଦି ହୋଇପଡ଼ୁଛି। ରାତି ପାହି ସକାଳ ହେଲା। ଭାବିଥିଲା ସକାଳଟା ବେଶ୍‍ ଭଲରେ କଟିବ। ଖବରକାଗଜ ବାଲାର କଲିଂ ବେଲ୍‍ରେ କବାଟ ଖୋଲି…

ପରଲୋକରେ ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦ, ୪ ଦଶନ୍ଧିର କ୍ୟାରିଅରରେ କରିଥିଲେ ୨୫୦ରୁ ଅଧିକ ଫିଲ୍ମ

ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଶିଶୁ କଳାକାର ତଥା ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦ ନଇମ ସୈୟଦ । ଗତକାଲି ମଧ୍ୟରାତ୍ରି ପ୍ରାୟ ୨ଟା ସମୟରେ ମୁମ୍ବାଇର  ଖାରସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ବରଣ କରିଛନ୍ତି ଜୁନିଅର ମେହମୁଦ । ୬୭ ବର୍ଷିୟ ଜୁନିଅର ମେହମୁଦ କ୍ୟାନସର ରୋଗରେ ପୀଡିତ…

ଭାଷା ଭାଗବତ : ଜ୍ଞାନର ଅଭାବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ତଦୂର୍ଦ୍ଧ୍ବ କି ତହିଁରୁ ବେଶି? ଲେଖିଲେ ଆମେ ପାଉଁ ଖୁସି ତାହାକୁ ହେବନାହିଁ ନାଶି କିପାଇଁ ହେଉନୁ ସାହସୀ ? ଯାହା ଲୋକେ ପାରଂତି ବୁଝି ତାହା ଲେଖିବା ପାଇଁ ରାଜି ହୁଅଂତୁ କବି ଓ ଲେଖକ ରଖଂତୁ ସ୍ବଭାଷାର ଟେକ ବୁଝିହେଉନି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବନାମ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀଜଗନ୍ନାଥ ସ୍ୱୟଂ ହିଁ ବିଶ୍ୱରାଟ, ସ୍ୱରଟ, ସମ୍ରାଟ ଓ ବିରାଟ । ସେଥିପାଇଁ ସର୍ବନାମ, ସର୍ବକର୍ମ ସ୍ୱରୂପ ଶ୍ରୀଜଗନ୍ନାଥଙ୍କୁ ବାସୁଦେବାୟ ଭାବରେ ଉପାସନା କରାଗଲା । ବାସୁଦେବ, କୌଣସି ନାମ ବାଚକ…

ନାଟକ ଉତ୍ସବର ତୃତୀୟ ସନ୍ଧ୍ୟା, ବିନୋଦ କାନୁନ୍‌ଗୋଙ୍କ ଜୀବନୀ ଆଧାରିତ ‘ଜ୍ଞାନ ତପସ୍ୱୀ’ ମଞ୍ଚସ୍ଥ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ତୃତୀୟ ସନ୍ଧ୍ୟାରେ ସ୍ୱର୍ଗତବିନୋଦ କାନୁନ୍‌ଗୋଙ୍କ ଦର୍ଶନ ଉପରେ ଆଧାରିତ ନାଟକ ‘ଜ୍ଞାନ ତପସ୍ୱୀ’ ମଞ୍ଚସ୍ଥ ହୋଇଯାଇଛି । ଏହି…

‘ମୋ ବସ୍’ ସେବା ସମ୍ପ୍ରସାରିତ ହେବାକୁ ବିରୋଧ କଲା ଘରୋଇ ବସ ସଂଘ

ଭୁବନେଶ୍ୱର: ରାଜ୍ୟ ସରକାର 'ମୋ ବସ୍' ସେବାକୁ ନୂଆ ରୁଟ୍ ଜରିଆରେ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି। ଏବେ ଏହାକୁ ରାଜ୍ୟ ବସ ସଂଘ ତୀବ୍ର ବିରୋଧ କରିଛି। ଏହି ସମ୍ପ୍ରସାରଣ ଫଳରେ ସେମାନଙ୍କ ଜୀବିକା ଓ ବ୍ୟବସାୟର ବଞ୍ଚିବା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସେମାନେ ଆଶଙ୍କା…