ବିଗତ ଶତାବ୍ଦୀର ମହାପୁରୁଷ ମହାତ୍ମା ଗାନ୍ଧୀ, ଚଳିତ ଶତାବ୍ଦୀର ଯୁଗପୁରୁଷ ନରେନ୍ଦ୍ର ମୋଦି-ଉପରାଷ୍ଟ୍ରପତି
ମୁମ୍ବାଇ:ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୋମବାର ମହାତ୍ମା ଗାନ୍ଧୀଙ୍କୁ ବିଗତ ଶତାବ୍ଦୀର ମହାପୁରୁଷ ବୋଲି କହିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚଳିତ ଶତାବ୍ଦୀର ଯୁଗପୁରୁଷର ମାନ୍ୟତା ଦେଇଛନ୍ତି । ଧନଖଡ କହିଛନ୍ତି, ‘ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଏବଂ ଅହିଂସା ମାଧ୍ୟମରେ ଆମକୁ…