ନୟାଗଡରେ କାର-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ
ନୟାଗଡ: ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଦୀପକ ମେଦେନି ରାୟ, ପରମେଶ୍ବର ଜାନି ଓ ଗୋକୁଳା ନନ୍ଦ ନାୟକ ।
ସୂଚନା ଅନୁସାରେ, ଆଜି (ଶନିବାର) ଅପରାହ୍ନ ସମୟରେ…