Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କୋଟି ବ୍ରହ୍ମାଣ୍ଡର ପ୍ରଭୁ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ଜଗତ ଠାକୁର ଶ୍ରୀ ଜଗନ୍ନାଥ କୋଟି ବ୍ରହ୍ମାଣ୍ଡର କର୍ତ୍ତା । ତାଙ୍କ ପ୍ରତ୍ୟେକଟି ଲୋମ କୂପରେ ଅନେକ ବ୍ରହ୍ମାଣ୍ଡ ମାଲମାଳ ହୋଇ ବିରାଜମାନ କରୁଛି । ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ ଦର୍ଶନ ସମୟରେ…

ରାଗୋତ୍ସବ ୨୦୨୩ ର ଦ୍ୱିତୀୟ ସନ୍ଧ୍ୟା: କର୍ଣ୍ଣାଟକୀ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଯୁଗଳବନ୍ଦୀ

ଭୁବନେଶ୍ୱର : ଜେଏସଡ଼ବ୍ଲ୍ୟୁ ଫାଉଣ୍ଡେସନ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସକର୍ଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ବାଷିକ ଉତ୍ସବ ‘ରାଗୋତ୍ସବ ୨୦୨୩’ ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା । ଦେଖିବାକୁ ମିଳିଥିଲା କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ…

୧୦ ହଜାର କୁମ୍ଭୀରଙ୍କୁ ଖାଇବାକୁ ଦିଅନ୍ତି ବ୍ୟକ୍ତି

ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଲୋକେ ଭୟଭୀତ ହୋଇପଡ଼ନ୍ତି । ସେଥିମଧ୍ୟରୁ କୁମ୍ଭୀର ଅନ୍ୟତମ । ପ୍ରତ୍ୟେକ ଲୋକ କୁମ୍ଭୀରକୁ ଦେଖିଲେ ଭୟ କରିଥାନ୍ତି । କେହି ତା’ ସାମ୍ନାକୁ ଯିବାକୁ ବି ସାହସ ଜୁଟାନ୍ତିି ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ…

ସମ୍ମାନ, ଟ୍ରଫି ଆଉ ୩୩ କୋଟି ପୁରସ୍କାର ରାଶି ହାତେଇଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ଶେଷ ହୋଇଛି । ଭାରତକୁ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଟ୍ରଫି ହାସଳ କରିଛି । ଏହା ପୂର୍ବରୁ କଙ୍ଗାରୁ ଟିମ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଚାମ୍ପିୟନ ହୋଇଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତ ଭଲ ପ୍ରଦର୍ଶନ କରିଥିବା ଭାରତ…

ଭାରତୀୟ କ୍ରିକେଟପ୍ରେମୀଙ୍କ ମନ ଭାଙ୍ଗିଗଲା

ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟ ଫାଇନାଲ ପୂର୍ବ ଦିନ ରାତିରୁ ଭାରତୀୟ କ୍ରିକେଟପ୍ରେମୀ ଅନେକ ଆଶା ଓ ଉତ୍କଣ୍ଠାରେ ଫାଇନାଲକୁ ଅପେକ୍ଷା କରିଥିଲେ । ଅପରାଜେୟ ଥିବା ଟିମ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆକୁ ସହଜରେ ମାତ ଦେବ, ଏହି ବିଶ୍ୱାସ ସମସ୍ତଙ୍କର ଥିଲା । ମାତ୍ର ରବିବାର ରାତିରେ ଭାରତର…

ଆନ୍ତର୍ଜାତିକ ବାଣିଜ୍ୟ ମେଳା: ପ୍ରମୁଖ ଆକର୍ଷଣ ସାଜିଛି ‘ଓଡ଼ିଶା ପାଭିଲିୟନ’

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଜମୁଛି ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ପ୍ରାଚୀନ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ଏବଂ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ପ୍ରତୀକ କୋଣାର୍କ ଚକ ପାଭିଲିୟନର ଶୋଭା ବଢ଼ାଉଛି । ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ…

ଇମ୍ଫାଲ ବିମାନବନ୍ଦରରେ ଉଡିଲା ଅଜଣା ଡ୍ରୋନ, ବିମାନ ଚଳାଚଳ ବନ୍ଦ

ଇମ୍ଫାଲ: ବିମାନ ବନ୍ଦରରେ ଏକ ଅଜଣା ଡ୍ରୋନ ଉଡୁଥିବା କାରଣରୁ ବନ୍ଦ ହେଲା ବିମାନ ଚଳାଚଳ । ଏଭିଳି ଘଟଣା ଦେଖିବାକୁ ମିଳିଛି ମଣିପୁରର ରାଜଧାନୀ ଇମ୍ଫାଲର ବୀର ଟିକେନ୍ଦ୍ରଜିତ ଅନ୍ତର୍ଜାତୀୟ ବିମାନବନ୍ଦରରେ। ଏୟାର ସ୍ପେସରେ ଏକ ଅଜଣା ଡ୍ରୋନ୍ ମିଳିବା ପରେ ବିମାନ ଚଳାଚଳକୁ ବନ୍ଦ କରିଦେବାକୁ…

ପ୍ରଶଂସକଙ୍କ ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍ : ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ କଳାକାର ଅହମ୍ମଦାବାଦରେ ପହଞ୍ଚିଥିଲେ । ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆକୁ…

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ନୈରାଶ୍ୟର କ୍ଷଣ: ହେଡଙ୍କ ସ୍ମରଣୀୟ ଶତକ,ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱ ଚାମ୍ପିୟନ

ଅହମ୍ମଦାବାଦ: ଟ୍ରେଭିସ ହେଡଙ୍କ ଚମତ୍କାର ଶତକ ବଳରେ ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ସଂସ୍କରଣରେ ଚାମ୍ପିୟନ ହୋଇଛି । ଏଥିସହ ଅଷ୍ଟ୍ରେଲିଆ ଟିମ ଷଷ୍ଠ ଥର ପାଇଁ ଟାଇଟଲ ହାସଲ କରିଛି । ଅପରପକ୍ଷରେ ୨୦୧୧ ପରେ ଚାମ୍ପିୟନ ହେବା ଲକ୍ଷ୍ୟରେ ଥିବା ଭାରତ…

୬୩ଟି କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି (ରବିବାର) ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା…