Latest Odisha News

ଯେଉଁଠି ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ମିଳେ ଜେଲ୍ ଦଣ୍ଡ

ପତ୍ନୀଙ୍କ ଜନ୍ମଦିନ ଭୂଲିଗଲେ ମିଳେ ଜେଲ ଦଣ୍ଡ । ଏଭଳି ଅପରାଧ ପାଇଁ ସ୍ୱାମୀଙ୍କୁ ପାଞ୍ଚ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାର ନିୟମ ବି ରହିଛି । ତେବେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ସାମୋଆ ଦେଶରେ ପତ୍ନୀଙ୍କ ଜନ୍ମଦିନ ଭୁଲିଯିବା ହେଉଛି ବେଆଇନ ଏବଂ ଏକ ଅକ୍ଷମଣୀୟ ଅପରାଧ । ସାଧାରଣତଃ…

ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର ମାଲିକାଣୀ କ୍ୟାଟ୍ରିନା

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନିତ ଫିଲ୍ମ 'ଟାଇଗର-୩ ' । ଏଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଜୋୟା ଭୂମିକାରେ ନଜର ଆସିଥିବା କ୍ୟାଟ୍ରିନା କୈଫ୍ ତାଙ୍କ ସ୍ୱାମୀ ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର…

ଆଣ୍ଟାର୍କଟିକାର ବରଫ ରନ୍‌ୱେରେ ଲ୍ୟାଣ୍ଡିଂ କଲା ବିମାନ

ଆଣ୍ଟାର୍କଟିକା: ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍ ୭୮୭ ବିମାନ ଅବତରଣ କରିଛି । ଯାହା ଇତିହାସରେ ପ୍ରଥମ । ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା ପାଇଛି ‘ନର୍ସ ଆଟ୍‌ଲାଣ୍ଟିକ୍ ଏୟାରୱେଜ୍‌’ । ତୁଷାର ଓ…

‘ଟାଇଗର-୩’ରେ ଚୁମ୍ବନ ଦୃଶ୍ୟ ରଖିବାକୁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ ଇମ୍ରାନ ହାସମୀ

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ । ଏହି ଫିଲ୍ମର ଟିଜର ରିଲିଜ୍ ପରଠାରୁ ଏହା ଚର୍ଚ୍ଚାରେ ରହିଥିଲା । ଏବେ ଫିଲ୍ମଟି ୨୦୦ କୋଟି ଆୟ କରି ସାରିଥିବା ବେଳେ ଫିଲ୍ମର ଖଳନାୟକ ଇମ୍ରାନ ହାସମୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

ବଜାରକୁ ଆସିଲା ଟାୱେଲ-ସ୍କର୍ଟ, ଦାମ ଜାଣିଲେ ହୋସ ଉଡ଼ିଯିବ

ବଜାରକୁ ଆସିଲା ଟାୱେଲ ସ୍କର୍ଟ । ଏହି ସ୍କର୍ଟକୁ ଲୋକେ ବି ଖୁବ୍ ପସନ୍ଦ କରୁଛନ୍ତି । ଆଉ ଏହାର ଦାମ୍ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ବିଳାସମୟ ପୋଷାକପତ୍ର ନିର୍ମାଣ କରୁଥିବା ‘ବାଲେନ୍‌ସିଆଗା’ କମ୍ପାନି ନିକଟରେ ଏହି ସ୍କର୍ଟ ତିଆରି କରି ଚର୍ଚ୍ଚାକୁ ଆସିଛି । ଉଭୟ ପୁରୁଷ ଓ ମହିଳାଙ୍କ ଲାଗି…

ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବେ କି ଆର. ଅଶ୍ବିନ୍?

ଅହମଦାବାଦ: ରବିବାର ହେବାକୁ ଥିବା ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଏହି ଟାଇଟଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ…

ବୁର୍ଜ ଖଲିଫାରେ ରିଲିଜ ହେଲା ‘ଆନିମଲ’ର ଟିଜର

ମୁମ୍ବାଇ: ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମ ଆନିମଲର ଟିଜର ରିଲିଜ୍ ହୋଇଯାଇଛି । ଏଥିଲାଗି ରଣବୀର,ବବି ଦେଓଲ ଓ ଫିଲ୍ମର ନିର୍ମାତା ଭୂଷଣ କୁମାରଦୁବାଇରେ ମଧ୍ୟ ପହଞ୍ଚିଥିଲେ । ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ଅଭିନିତ ଫିଲ୍ମ ‘ଆନିମଲ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।…

ପାକିସ୍ତାନକୁ ଯେମିତି ହରାଇଥିଲା, ସେହିଭଳି ଅଷ୍ଟ୍ରେଲିଆକୁ ହରାଇବ ଭାରତ?

ଅହମଦାବାଦ: ହାତରେ ଆଉ କେଇ ଘଣ୍ଟା ବିଶ୍ବକପ ଫାଇନାଲର ଟସ ପଡିବାକୁ। ନଭେମ୍ବର ୧୯ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ପରସ୍ପର ବିରୋଧରେ ଲଢେଇ କରିବେ। ଭଲ ପ୍ରଦର୍ଶନ ପରେ ଉଭୟ ଦଳ ଏଠାରେ ପହଞ୍ଚିଛନ୍ତି ଏବଂ ଶେଷ ମ୍ୟାଚରେ ମଧ୍ୟ ଯିଏ…

ଭିତରେ ଅବସ୍ଥା ବହୁତ ଖରାପ..ଶୀଘ୍ର ଉଦ୍ଧାର କର-ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକ କଲେ ଆକୁଳ ନିବେଦନ

ଉତ୍ତରକାଶୀ: ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ୭ ଦିନଧରି ଭୁଶୁଡି ଯାଇଥିବା ସୁଡଙ୍ଗ ଭିତରେ ଫଶି ରହିଛନ୍ତି। ଉଦ୍ଧାର ପାଇଁ ସବୁପ୍ରକାର ଚେଷ୍ଟା କରାଯିବା ସତ୍ତ୍ୱେ ଶ୍ରମିକଙ୍କ ପାଖରେ ପହଞ୍ଚି ହେଉନି । ପାଇପ ଯୋଗେ ପାଣି, ଶୁଖିଲା ଖାଦ୍ୟ, ଅକ୍ସିଜେନ ଯୋଗାଇ ଦିଆ ଯାଉଛି । ହେଲେ ଦିନକୁ…

୪୩୦ କୋଟିରେ ନିଲାମ ହେଲା ଫେରାରି କାର

ନ୍ୟୁୟର୍କ: ୪୩୦ କୋଟିରେ ନିଲାମ ହେଲା ଫେରାରି କାର । ନ୍ୟୁୟର୍କଠାରେ ୧୯୬୨ ମସିହାର ଏକ ଫେରାରି ୨୫୦ ଜିଟିଓ କାର ୫.୧୭ କୋଟି ଆମେରିକୀୟ ଡଲାର ବା ପାଖାପାଖି ୪୩୦ କୋଟି ଟଙ୍କାରେ ନିଲାମ ହୋଇଛି । ନାଲି ରଙ୍ଗର ଏହି ଗାଡ଼ିଟିକୁ ଜଣେ ଆମେରିକୀୟ ଦୀର୍ଘ ୩୮ ବର୍ଷ ହେଲା ସାଇତି ରଖିଥିଲେ । ଏହି କାର…