Latest Odisha News

BREAKING NEWS

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ପ୍ରକଳ୍ପ ଦୁଇଟି ହେଉଛି ସୁନଗଡ ନଦୀରେ ସିକୁଆଁ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ  ୪୯ କୋଟି ଏବଂ…

କ୍ରମାଗତ ୩ଟି ବିଶ୍ୱକପରେ ଆୟୋଜକ ଦେଶ ହୋଇଛି ଚାମ୍ପିୟନ

ଅହମ୍ମଦାବାଦ: ଟିମ ଇଣ୍ଡିଆ ଘରୋଇ ପରିବେଶରେ ଆୟୋଜିତ ହେଉଥିବା ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମୁକାବିଲା ହେବ । ୨୦୧୧, ୨୦୧୫ ଓ ୨୦୧୯ରେ ଆୟୋଜକ ଦେଶ ଚାମ୍ପିୟନ ହୋଇଥିବାରୁ ଭାରତ ଆଶା ମଜଭୁତ ହୋଇଛି । ୨୦୧୧ରେ ଭାରତ, ୧୫ରେ…

ରାଜାରାଣୀ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ- ୨୦୧୩ ଉଦ୍‌ଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ ରାଜାରାଣୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଅନୁଜା ତାରିଣୀ ମିଶ୍ରଙ୍କସଂଯୋଜନାରେ ଆୟୋଜିତ ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି, ଉକ୍ରଳ…

ବିପୁଳ ପରିମାଣର ଦେଶୀ ମଦ ଜବତ, ୧୯ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ । ବିଶେଷ ସୂତ୍ରରୁ ଖବରପାଇ ଆଜି (ଶନିବାର) ଏକ୍ସାଇଜ୍ ଟିମ୍ ର ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ବହୁ ପରିମାଣର ଦେଶୀ ମଦ ଜବତ ସହ ଘଟଣାସ୍ଥଳରୁ ୧୯ ଜଣଙ୍କୁ ଗିରଫ କରିଛି ଟିମ୍ । ଏହି ଚଢାଉ ସମୟରେ ରାଜ୍ୟ ରାଜଧାନୀର ସାଲିଆ ସାହି…

ବିଶ୍ୱକପ କ୍ରିକେଟ: ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଦୌଡରେ ୪ ଭାରତୀୟ

ଅହମ୍ମଦାବାଦ:ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ୯ଜଣ ଖେଳାଳିଙ୍କୁ ଆଇସିସି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ପାଇଁ ଚୟନ କରିଛି । ଏହା ମଧ୍ୟରେ ଭାରତର ୪ଜଣ ଖେଳାଳି ରହିଛନ୍ତି । ଟୁର୍ଣ୍ଣାମେଂଟରେ ବର୍ତମାନ ସୁଦ୍ଧା ସର୍ବାଧିକ ରନ ସଂଗ୍ରହ କରିଥିବା ବିରାଟ କୋହଲି…

ଶଙ୍ଖ ଫୁଙ୍କିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ

ଭୁବନେଶ୍ଵର: ଶଙ୍ଖ ଫୁଙ୍କିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ । ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣପର୍ବରେ ବିଜେପିର ହାତ ଛାଡି ବିଜେଡିରେ ମିଶିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ । ଭବାନୀଙ୍କ ସହ ଶତାଧିକ ବିଜେପି…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମନୋରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏକାଡେମୀର ସଭାପତି ଜକ୍ଟର ହୃଷୀକେଶ ମଲ୍ଲିକଙ୍କ ପୌରାହିତ୍ୟରେ ଆୟୋଜିତ…

ବନ୍ଦ ହେଲା ବଦ୍ରିନାଥ ମନ୍ଦିର ଦ୍ବାର, ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି ମନ୍ଦିର

ଉତ୍ତରାଖଣ୍ଡ: ଆଜି ଠାରୁ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଶେଷ ହେଉଛି । ଶୀତକାଳୀନ ପାଇଁ ପ୍ରଥମେ ଗଙ୍ଗୋତ୍ରୀ ଧାମ, ଯମୁନୋତ୍ରୀ ଏବଂ କେଦାରନାଥ ଧାମ ପରେ ଆଜି ସମସ୍ତ ରୀତି ନିତି ଓ ପୂଜାର୍ଚ୍ଚନା ସହିତ ବଦ୍ରିନାଥଧାମର ଦ୍ବାର ବନ୍ଦ କରାଯାଇଛି । ବନ୍ଦ ସମୟରେ ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁଙ୍କ…

ବିଶ୍ୱକପ ଫାଇନାଲରେ ଗ୍ଲାମରର ତଡକା ଲଗାଇବେ ପତ୍ନୀ ଗ୍ୟାଙ୍ଗ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ରହିବ । ଏହି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ପତ୍ନୀ ଗ୍ୟାଙ୍ଗ । ସେମାନେ…

କିପରି ହୋଇଥିଲା କାଜୁ କତଲିର ଆବିଷ୍କାର, ଭାରତ ସହ କିପରି ରହିଛି ଏହାର କନେକ୍ସନ୍, ଜାଣନ୍ତୁ…

ଭୁବନେଶ୍ଵର: ସମୟ ଯାହା ବି ହେଉ ନା କାହିଁକି, କାରଣ କିଛି ବି ଥାଉ ବା ନଥାଉ, ମୁହଁରେ ଟିକେ ମିଷ୍ଟାନର ସ୍ଵାଦ ସବୁକିଛି ଭୁଲାଇ ଦେଇଥାଏ । ଆଉ ସେ ମିଠା ଯଦି କାଜୁ କତଲି ହୋଇଥାଏ ତେବେ ତ କଥା ସରିଲା । ଲୋକମାନେ ମାର୍କେଟରେ ବିଭିନ୍ନ ପ୍ରକାରର ମିଠା ତ ଖାଇଥିବେ । କିନ୍ତୁ କାଜୁ କତଲି ସବୁ…