Latest Odisha News

BREAKING NEWS

ରେକର୍ଡ କଲା ରଣବୀରଙ୍କ ଆନିମଲ

ମୁମ୍ବାଇ: ରିଲିଜ ହେବା ପୂର୍ବରୁ ରଣବୀର କାପୁର ଅଭିନୀତ ଆନିମଲ ଫିଲ୍ମ ରେକର୍ଡ କରିଛି । ଭାରତର ପ୍ରଥମ ଫିଲ୍ମ ଭାବେ ଏହା ଆମେରିକାର ୮୮୮ରୁ ଅଧିକ ସ୍କ୍ରିନରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଏହା ପୂର୍ବରୁ ଶାହାରୁଖ ଖାଁଙ୍କ ଯବାନ ଫିଲ୍ମ ୮୫୦ ସ୍କ୍ରିନରେ ଓ ରଣବୀରଙ୍କ ବ୍ରହ୍ମାସ୍ତ୍ର ୮୧୦…

କବିତା : ଗଙ୍ଗଶିଉଳି 

ଗଦାଧର ସାହୁ ମୁହଁ ସଞ୍ଜେ ଫୁଟି ସକାଳେ ସେ ଲୋଟି ମାଆକୁ ପ୍ରଣାମ କରେ, ଧବଳ ନାରଙ୍ଗୀ ରୂପ ଶୋଭା ଭଙ୍ଗୀ ମନ ମୋହଇ ମହୀରେ । ମାଟିରୁ ଜନମି ମାଟିପରେ ଲୋଟି ମାଟିରେ ହୁଅଇ ମାଟି, ଜୀବନକୁ ତାର ସାର୍ଥକ ମଣଇଁ ମାଟି ଯୋଗୁ ନିତି ଫୁଟି । ହେଉବା କ୍ଷଣିକ ବାସ ଚହଟାଏ ଫୁଟି…

ଅଶୋକ ଗେହଲଟଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଲଢି ପାରିବେନି କି ନିର୍ବାଚନ ?

ଜୟପୁର:ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢିବାରେ ଲାଗିଛି । କୌଣସି ରାଜନୈତିକ ଦଳ ବିରୋଧୀଙ୍କୁ ଆକ୍ରମଣ କରିବାର ସାମାନ୍ୟ ସୁଯୋଗ ବି ହାତଛଡା କରବାକୁ ଚାହୁଁନାହାନ୍ତି । ଏମିତି ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଫସିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

ଭାଷା ଭାଗବତ : ସାଧନା ଶୃଂଖଳାନୁବର୍ତୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଯାହା ବି ଯାଉଥାଉ ଘଟି ଭାବନା-ଫୁଲ ପାରେ ଫୁଟି ସମୟ ଆସେନି ଲେଉଟି ବ୍ୟୟ କରିବା ମାପି, କଂଟି ଣ ଧ୍ବନି ଇଂଲିଶ୍‌ରେ ନାହିଁ ଭେଣ୍ଡର୍‌ ଲେଖିବା କିପାଇଁ ଭେନ୍‌ଡର୍‌ କି ଭେଂଡର୍‌ ଲେଖିଲେ ଆମର ସବୁ କାମ ଚଳେ ଲେଖିବାନାହିଁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସେବା ପୂଜାରେ ପୂଜକଙ୍କ ଲକ୍ଷଣ (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜକ /ଅର୍ଚ୍ଚକମାନଙ୍କ ପ୍ରକୃତି ବା ଲକ୍ଷଣ କିଭଳି ହେବା ଆବଶ୍ୟକ ଆମେ ସେହି ଆଲୋଚନା ଜାରି ରଖିଛେ। ସେହି ପରିପ୍ରେକ୍ଷୀରେ ଆମେ ଜାଣିଲେ ଜଣେ ପୂଜକ ବା ସେବକ ପ୍ରଥମେ…

୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର

ନୂଆଦିଲ୍ଲୀ: ୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର । ଛତିଶଗଡ କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାନୁପ୍ରତାପପୁର ବିଧାନସଭା କ୍ଷେତ୍ରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଛତିଶଗଡ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ ପାଇଁ ମତଦାନ ହୋଇଛିି ।…

ମଦ ନିଶାରେ ବିଷଧର ସାପକୁ କାମୁଡିବାରୁ ଯୁବକଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ସାପ ବିଷଧର ହେଉ କି ବିଷହୀନ । ସାପର ନାଁ ଶୁଣିଲେ ବି ଲୋକେ ଭୟ କରନ୍ତି । ସେଥିଲାଗି ଲୋକେ ସାପଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି । ହେଲେ ଏବେ ସୋସିଆଲ ମିଡ଼ିଆରେ ସାପକୁ ନେଇ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଜଣେ ଯୁବକ…

ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇଲେ ବ୍ୟକ୍ତି, ତିଆରି କଲେ ୯୯ ଘର

କାନାଡା : ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି କାନାଡ଼ାର ଜଣେ ବ୍ୟକ୍ତି । ଯେଉଁ ଅସହାୟ ଲୋକଙ୍କର ଘର ନାହିଁ ସେ ତାଙ୍କ ପାଇଁ ଘର ତିଆରି କରିଛନ୍ତି । ସବୁଠୁ ବଡ଼ କଥା ସେ ତାଙ୍କର ସଫ୍ଟୱେର କମ୍ପାନୀ ବିକ୍ରି କରି ସେହି ଟଙ୍କାରେ ଅସହାୟଙ୍କ ପାଇଁ ଘର ତୋଳିଛନ୍ତି । ତାଙ୍କର ଏପରି ଉଦ୍ୟମ…

ଅନୁପମା ଷ୍ଟାଇଲରେ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଛୋଟପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ ଏବେ ଘରେ ଘରେ ବେଶ୍ ଲୋକପ୍ରିୟ । ଡେଲି ସୋପର ଡାଏଲଗ ଏବଂ କାହାଣୀ ଦର୍ଶକଙ୍କୁ ବହୁତ ଆକର୍ଷିତ କରିଥାଏ । ‘ଅନୁପମା’ର ଏପରି ଅନେକ ସଂଳାପ ଅଛି, ଯାହାକୁ ବ୍ୟବହାର କରି ମୁମ୍ବାଇ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି ।…

ଚିରଞ୍ଜୀବୀଙ୍କ ସହ ରୋମାନ୍ସ କରିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ସାଉଥ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ରୋମାନ୍ସ କରିବେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଆଗକୁ ଆସୁଥିବା ଫିଲ୍ମରେ ଐଶ୍ୱର୍ଯ୍ୟା ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଐଶ୍ୱର୍ଯ୍ୟାଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବଡ ଉତ୍ସାହର ସହ…