Latest Odisha News

BREAKING NEWS

ପାଲାକୁ ପରିଚୟ ଦେଇଛି “ଅରେଇ” : ୭୬ବର୍ଷ ହେବ ଗାଁ ଲୋକଙ୍କ ଦ୍ବାରା ଆୟୋଜିତ ହେଉଛି ପାଲା ମହୋତ୍ସବ

ଯାଜପୁର : ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜି ଯିବାକୁ ବସିଛି ପାଲା ସଂସ୍କୃତି । ଟିଭି,ଇଣ୍ଟରନେଟର ପ୍ରଭାବରେ ପାଲା ସଂସ୍କୃତି ହଜି ଯିବାକୁ ବସିଥିବାବେଳେ ଯାଜପୁର ବିଞ୍ଝାରପୁର ବ୍ଲକ ଅରେଇରେ ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗ୍ରାମବାସୀ । ପ୍ରତିବର୍ଷ ମା…

କର୍ଣ୍ଣାଟକ ସିଭିଲ ସର୍ଭିସ ପରୀକ୍ଷା; ହିଜାବକୁ ଅନୁମତି, ମଙ୍ଗଳସୂତ୍ରକୁ ନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି। ଏଠାରେ, ସିଭିଲ୍ ସର୍ଭିସ୍ ବା ଲୋକସେବା ଆୟୋଗ ପରୀକ୍ଷା  ସମୟରେ ହିନ୍ଦୁ ଛାତ୍ରୀମାନଙ୍କୁ ମଙ୍ଗଳସୂତ୍ର ହଟାଇବାକୁ ବାଧ୍ୟ କରାଯାଉଥିବା ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ପରୀକ୍ଷା କେନ୍ଦ୍ରକୁ…

ରାଜସ୍ଥାନ ବିଧାନସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଅଶୋକ ଗେହଲଟ

ଜୟପୁର: ରାଜସ୍ଥାନ ସମେତ ଦେଶର ପାଞ୍ଚଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ସର୍ଦ୍ଦାରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି…

କୋହଲି ସାଜିଲେ ୪୯ ଶତକର ରାଜା

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦିନିକିଆ କ୍ରିକେଟରେ ୪୯ ଶତକକୁ ଏକ ଏଭରେଷ୍ଟ ମାଇଲଷ୍ଟୋନ ବିବେଚନା କରାଯାଉଥିଲା । ତେବେ ଏହି ରେକର୍ଡ ସହ ବିରାଟ କୋହଲି ସମକକ୍ଷ ହୋଇ ଭାରତୀୟ କ୍ରିକେଟରେ ନୂତନ ଅଧ୍ୟାୟ ଯୋଡିଛନ୍ତି । ସେ ଏବେ ଦିନିକିଆରେ ୪୯ ଶତକର ରାଜା ସାଜିଛନ୍ତି । ଆଉ ଗୋଟିଏ ଶତକ…

ଇସ୍ରାଏଲ-ହମାସ ଯୁଦ୍ଧରେ ମିଳିତ ଜାତିସଂଘର ୮୮ ପ୍ରତିନିଧିଙ୍କ ଜୀବନ ଗଲାଣି

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧରେ ୟୁଏନର ୮୮ ଜଣ ଅଧିକାରୀ ଗାଜାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଯୁଦ୍ଧରେ ସର୍ବାଧିକ ସଂଖ୍ୟକ ୟୁଏନ ଅଧିକାରୀ ପ୍ରାଣ ହରାଇବା ପ୍ରଥମ ବୋଲି ସୋମବାର ଜାତିସଂଘ ପକ୍ଷରୁ କୁହାଯାଇଛି । ଯୁଦ୍ଧ ଆରମ୍ଭରୁ ଅର୍ଥାତ ଅକ୍ଟୋବର ୭ ତାରିଖରୁ ବର୍ତ୍ତମାନ ସୁଦ୍ଧା…

ଅସ୍ଥି ବିସର୍ଜନ ପାଇଁ ଯିବାବେଳେ ଗଛରେ ପିଟି ହେଲା ବସ୍ : ୨୩ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ପୁରୀ : ପୁରୀରେ ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ  । ପୁରୀ ନିରାକାରପୁର ଜଗନ୍ନାଥ ସଡକ ରୁଆ ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ପ୍ରାୟ ୨୩ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବସଟି ଆଜି ସକାଳୁ ୪୦ଜଣ ଯାତ୍ରୀଙ୍କୁ ନେଇ…

କ୍ରୀଡା ମନ୍ତ୍ରୀ ବରଖାସ୍ତ କଲେ ସମ୍ପୂର୍ଣ୍ଣ ଶ୍ରୀଲଙ୍କା କ୍ରିକେଟ ବୋର୍ଡ

କଲମ୍ବୋ:ବିଶ୍ୱକପ କ୍ରିକେଟରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଲଜ୍ଜାଜନକ ପରାଜୟବରଣ କରିଛି । ଏଥିନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ଶ୍ରୀଲଙ୍କା କ୍ରୀଡା ମନ୍ତ୍ରୀ ରୋଶନ ରାଣାସିଂଘେ ରାଷ୍ଟ୍ରୀୟ କ୍ରିକେଟ ବୋର୍ଡକୁ ବରଖାସ୍ତ କରି ଦେଇଛନ୍ତି । ଦୁର୍ନୀତି ଏବଂ ଅନ୍ୟ…

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ମଦ ବ୍ୟବସାୟକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୁଳ: ମଦ ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ଥିବା ଏକ ବିଲରୁ  ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନତଡା ଗାଁର ରତନ ନାଏକ ବୋଲି ଜଣାପଡିଛି । ରତନ ଗତ ଶନିବାର ଦିନଠାରୁ ଘରୁ କେଉଁଆଡୁ ନିଖୋଜ…

ହମାସକୁ ବଡ ଧକ୍କା: ଦୁଇଫାଳ ହେଲା ଗାଜାପଟ୍ଟି, ଆହୁରି ଭୟଙ୍କର ଯୁଦ୍ଧ ହେବ ବୋଲି ଚେତାବନୀ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭହାବହ ସ୍ଥିତିରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ଗାଜାକୁ ଏବେ ଦୁଇ ଭାଗ କରିଦିଆ ଯାଇଛି । ଇସ୍ରାଏଲି ସେନା ପକ୍ଷରୁ ଦାବି କରାଯାଇଛି, ଗାଜା ଉତ୍ତର ଏବଂ ଦକ୍ଷିଣ ଏହିପରି ୨ ଭାଗରେ ବିଭକ୍ତ ହୋଇଯାଇଛି । ଫଳରେ…

ଏବେ ବି ବଞ୍ଚିଛି ଅନ୍ଧବିଶ୍ବାସ : ସାପ ବିଷ କାଢିବାକୁ ଯାଇ ମହିଳା ଗୁଣିଆ ଗୁରୁତର

ଆନନ୍ଦପୁର : ଯୁଗ ବଦଳିଛି ସତ ହେଲେ ଏବେ ବି ବଞ୍ଚିରହିଛି ଅନ୍ଧବିଶ୍ୱାସ ।  ବିଜ୍ଞାନ ବହୁତ ଆଗକୁ ଯାଇଛି ହେଲେ ଏବେ ବି ଲୋକେ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ  । ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁର…