Latest Odisha News

BREAKING NEWS

ଆମେରିକା ତିଆରି କରୁଛି ମାରାତ୍ମକ ପରମାଣୁ ବୋମା

ୱାଶିଂଟନ: ଆମେରିକା ଏକ ନୂତନ ଶକ୍ତିଶାଳୀ ପରମାଣୁ ବୋମା ତିଆରି କରିବା ଆରମ୍ଭ କରିଛି । ଆମେରିକା ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ହୀରୋସୀମା ଉପରେ ପଡିଥିବା ପରମାଣୁ ବୋମା ତୁଳନାରେ ଏହା ୨୪ଗୁଣ ଅଧିକ ଶକ୍ତିଶାଳୀ । ପେଂଟାଗନ ଏଥିପାଇଁ ମଂଜୁରୀ ଓ ଫଣ୍ଡିଂ ପ୍ରଦାନ କରିବା ପ୍ରକ୍ରିୟା…

ଓଡିଶା ସରକାରଙ୍କ ତୀର୍ଥ ଯାତ୍ରା ଯୋଜନା : ଆଜି ବ୍ରହ୍ମପୁରରୁ କନ୍ୟାକୁମାରୀ ଗଲେ ୯୭୦ତୀର୍ଥଯାତ୍ରୀ

ବ୍ରହ୍ମପୁର : ବରିଷ୍ଠ ନାଗରିକ ମାନଙ୍କର ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି  । ଓଡିଶା ସରକାରଙ୍କ ତୀର୍ଥ ଯାତ୍ରା ଯୋଜନାରେ ଆଜି ବ୍ରହ୍ମପୁରରୁ ଟ୍ରେନ ଯୋଗେ ବାହାରିଛନ୍ତି ୯୭୦ ତୀର୍ଥଯାତ୍ରୀ  । ଏଥିଲାଗି ୨୦୨୩-୨୪ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି…

ଚାରି ସପ୍ତାହ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ…

କାର୍ତ୍ତିକ ମାସରେ କହିଁକି ସ୍ଥାପନା କରାଯାଏ ଆକାଶ ଦୀପ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଧର୍ମ ମାସ କାର୍ତ୍ତିକ । ଏହି ମାସ ରେ ବିଧବା ମହିଳା ଓ ଧର୍ମ ପରାୟଣା ମହିଳା ମାନେ ଭକ୍ତି ଓ ନିଷ୍ଠାର ସହ ପାଳନ କରିଥାନ୍ତି କାର୍ତ୍ତିକ ବ୍ରତ। ପ୍ରାତଃ ରୁ ଚଉରା ମୂଳରେ ରାଇ ଦାମୋଦର ପୂଜା କରିବା ସହିତ ସଂଧ୍ୟା ରେ ତୁଳସୀ ଚଉରା ମୂଳରେ ଜାଳିଥାନ୍ତି ଆକାଶ ଦୀପ । ଏହି ମାସ ରେ…

ମୁକେଶ ଅମ୍ବାନୀଙ୍କୁ ୪ ଦିନରେ ତୃତୀୟ ଥର ପାଇଁ ହତ୍ୟା ଧମକ; ଏଥର ଦାବି ୪୦୦ କୋଟି

ମୁମ୍ବାଇ:ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ । ୪ ଦିନରେ ତୃତୀୟ ଥର ପାଇଁ ଆସିଲା ଏମିତି ହତ୍ୟା ଧମକ । ଅଭିଯୁ୍କ୍ତର ଦାବି ଏଥର ଦୁଇଗୁଣା ହୋଇଯାଇଛି । ଅର୍ଥାତ ଅଭିଯୁକ୍ତ ଏଥର ୪୦୦ କୋଟି ଟଙ୍କା ଦାବି କରିଛି । ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି । ଅଭିଯୁକ୍ତ ୪ର୍ଥ…

କଣ ରହିଛି ଚନ୍ଦ୍ରବଦନୀ ସିଦ୍ଧ ପୀଠର ରହସ୍ୟମୟୀ କାହାଣୀ…

ନୂଆଦିଲ୍ଲୀ : ଭାରତ ହେଉଛି ଏକ ଧର୍ମ, ସଂସ୍କୃତି ଓ ପରମ୍ପରାର ଦେଶ  । ଏଠାରେ ବିଭିନ୍ନ ଧର୍ମାବଲମ୍ବୀର ଲୋକ ବସବାସ କରନ୍ତି । ଏଠାରେ ପାଳିତ ହୁଏ ୧୨ ମାସରେ ୧୩ ପର୍ବ  । ଏଠାରେ ଅନେକ ଦେବାଦେବୀଙ୍କର ମନ୍ଦିର ରହିଛି  । ଯାହା ପଛରେ ଲୁଚି ରହିଛି ଅନେକ ରହସ୍ୟ ।  ଆସନ୍ତୁ ଜାଣିବା ଏମିତି…

ଶିମିଳିପାଳ ପାଦଦେଶରୁ ପୁଣି ଜବତ ହେଲା ୭୧ଟି ଦେଶୀ ବନ୍ଧୁକ

ବାରିପଦା: ଶିକାରୀଙ୍କ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ସକ୍ରିୟ ହୋଇ ଉଠିଛି ପୋଲିସ । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।…

ଦୁଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ଯା: ମଲରେ ପ୍ରେମ, ବସ୍ତିରେ ଶେଷ

ଭୁବନେଶ୍ୱର: ରାଜଧାନୀରେ ସୋମବାର ଜଣେ ମହିଳା ଓ ପୁରୁଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଇନଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ନଗରର କ୍ଲଷ୍ଟର-3ରେ ରହୁଥିବା ଏହି ଅବିବାହିତ ଦମ୍ପତିଙ୍କ ପରିଚୟ ମିଳିପାରିନାହିଁ। ସେମାନେ ପ୍ରେମୀଯୁଗଳ ବୋଲି ସନ୍ଦେହ କରାଯାଉଛି। ସୋମବାର ସକାଳେ…

ଆଜି ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଓଡିଶାବାସୀଙ୍କ ବିକାଶ ଓ ସମୃଦ୍ଧି କାମନା କଲେ ନୂଆ ରାଜ୍ୟପାଳ :୧୧ଟା ୪୫ରେ ନେବେ…

ଭୁବନେଶ୍ବର : ଆଜି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ  ।  ସକାଳ ୧୧ଟା ୪୫ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହା ପୂର୍ବରୁ ସେ ଆଜି  ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି  । ଦର୍ଶନ କରିବା ସହ…

କୋରାପୁଟ ବନ୍ଧୁଗାଁ ପଞ୍ଚାୟତ ଅଫିସରେ ପଶି ଲୁଟି ନେଲେ ଦୁର୍ବୃତ୍ତ

କୋରାପୁଟ: କୋରାପୁଟ ଜିଲ୍ଲାରେ କିଛି ଦୁର୍ବୃତ୍ତ ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍ କରିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଲୁଟପାଟ ପଛରେ ସ୍ଥାନୀୟ ଲୁଟେରାଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଶନିବାର ରାତିରେ ହୋଇଥିବା ଏହି ଲୁଟର ଅଭିଯୁକ୍ତକୁ ପୋଲିସ…