Latest Odisha News

BREAKING NEWS

କବିତା : ଦେବୀମୁଖା

ରାଜ କିଶୋର ଦାସ ନିଦ ଭାଙ୍ଗିଗଲା ମାତ୍ରେ ତୁ ମୋ ପାଖରେ ଥାଉ, ଦୁଆରରେ କର ମାରିବାର ତୋ’- ଧୀର ଓ ମଧୁର ଶବ୍ଦ ତରଙ୍ଗାୟିତ ହେଇଯାଇଥାଏ ବନରେ, ପରଦା ଆଡ଼େଇ ଆସିଥାଉ ଯେ ଦୋହଲୁ ଥାଏ ଭିତର ବାହାର । ଦେହରୁ ତୋ’ ଉକୁଟୁ ଥିବା ମହମହ ବାସ୍ନାରେ ବିଭୋର, ଝରକା ଖୋଲି ଚାହିଁଦେଲେ…

ଫ୍ରିଜରେ ରଖିଥିବା ଖାଦ୍ୟକୁ ଗରମ କରି ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ସାଧାରଣ ଭାବରେ ଆମେ ରାତ୍ରୀ ଭୋଜନରେ ବଞ୍ଚି ଯାଇଥିବା କିଛି ଖାଦ୍ୟକୁ ଆମେ ପୁନର୍ବାର ଗରମ କରି ଖାଇଥାଉ । ଏହାଛଡା ଏପରି କିଛି ଖାଦ୍ୟକୁ ଆମେ ଫ୍ରିଜରେ ରଖିଥାଉ ଯାହାକୁ ଆମେ ବାରମ୍ବାର ଗରମ କରି ସେବନ କରିଥାଉ । ଏହାଛଡା ଅନେକ ସମୟରେ ଫ୍ରିଜରେ ରଖିଥିବା ଖାଦ୍ୟକୁ ତୁରନ୍ତ…

ଭାଷା ଭାଗବତ : ଭାଷା ମାନସିକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜଣେ ଶିଖିଲେ ଗୋଟେ ଭାଷା ତା'ର ସ୍ମୃତିରେ ବାଂଧେ ବସା ଭାଷା ହୁଏନି ମନୁ ଖେଦି ମର୍ମକୁ ଯାଇଥାଏ ଭେଦି ସ୍ମୃତିରୁ ଭାଷା ଉନ୍ମୂଳନ ପ୍ରୟାସ ହୁଏ ଅକାରଣ କରୁଁ ନ କରୁଁ ବ୍ୟବହାର ସ୍ମୃତିରେ ରହେ ନିରଂତର କଥା କହୁଁ କି…

ଭୀଷଣ ରୂପ ନେଲା ବାତ୍ୟା, ପାରାଦୀପଠୁ ୨୧୦ କିମି ଦୂରରେ ରହିଛି ବତ୍ୟା ‘ହାମୁନ୍’

ଭୁବନେଶ୍ଵର: ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ହାମୁନ୍‌’। ଏହା ଆହୁରି ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ୬ ଘଣ୍ଟା ହେଲା ୧୮ କିମି ବେଗରେ ଆଗକୁ କରୁଛି ଗତି। ବର୍ତ୍ତମାନ ପାରାଦୀପଠୁ ୨୧୦ କିମି ଦୂରରେ ରହିଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ହାମୁନ୍। ବାତ୍ୟା…

ତାଇବାନରେ ସକାଳୁ ସକାଳୁ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୬

ତାଇପେ: ତାଇୱାନ ରାଜଧାନୀ ତାଇପେରେ ମଙ୍ଗଳବାର ସକାଳୁ ସକାଳୁ ଅନୁଭୂତ ହୋଇ ଯାଇଛି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଛି । ଏଥିସହିତ ନେପାଳରେ ମଧ୍ୟ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନିଉଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ, ଭୂକମ୍ପ ପ୍ରଭାବରେ ତାଇପେର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରୋଷରେ ନିଷିଦ୍ଧ ଡାଲି, ତେଲ, ମସଲା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ନିଷିଦ୍ଧ ସାମଗ୍ରୀ ବିଷୟରେ ଆଲୋଚନା କରିବା ଅବସରରେ ଆମେ ପାକଶାଳାରେ ନିଷିଦ୍ଧ ପରିବା ଓ ଶାଗ ବିଷୟରେ ଜାଣିଲେ। ବର୍ତ୍ତମାନ ଜାଣିବା ରୋଷରେ…

ଆଜି ପବିତ୍ର ବିଜୟା ଦଶମୀ: ଅଧର୍ମ ଉପରେ ହେବ ଧର୍ମର ବିଜୟ, ମହିଷାସୁରକୁ ବଦ୍ଧ କରିବେ ମହାମାୟା

ଭୁବନେଶ୍ଵର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ…

କେଦାରନାଥରେ ପୂଜାର୍ଚ୍ଚନା କଲେ ଜ୍ୟାକଲିନ୍‌

ମୁମ୍ବାଇ: ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପୂଜାର୍ଚ୍ଚନା କଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫଣ୍ଣାଣ୍ଡିଜ୍ । ନିଜର ସାଙ୍ଗସାଥୀଙ୍କ ସହ ବାବା କେଦାରନାଥଙ୍କ ଦର୍ଶନ କରି ସୋସିଆଲ୍ ମିଡିଆରେ ଫଟୋ ସେୟାର କରିଛନ୍ତି ଜ୍ୟାକଲିନ୍ । ନିକଟରେ ନିଜକୁ ଅଭିନେତ୍ରୀଙ୍କ ପ୍ରେମିକ ବୋଲି ଦାବି କରୁଥିବା…

ମୁଣ୍ଡରେ ୩୧୯ କାଚଗ୍ଲାସ୍ ରଖି ବିଶ୍ୱ ରେକର୍ଡ

ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ସବୁକିିଛି କରିବାକୁ ପ୍ରସ୍ତତ । ପରବର୍ତ୍ତୀ ସମୟରେ ଏମିତି କିଛି କରି ଦେଖାନ୍ତି, ଯାହାକୁ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ନିକଟରେ ଜଣେ ବ୍ୟକ୍ତି ମୁଣ୍ଡରେ ୩୧୯ଟି କାଚଗ୍ଲାସ ରଖି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାର ଭିଡ଼ିଓ ଏବେ…

ସବୁୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ତାଲିକାରେ ଅନନ୍ୟା

ମୁମ୍ବାଇ: ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ଦିନକୁ ଦିନ ତାଙ୍କର ଲୋକପ୍ରିୟତା ତଥା ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନନ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବଡ଼ ବ୍ୟାନରର ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇ ନାହାନ୍ତି ସତ କିନ୍ତୁ ଯେଉଁ…