Latest Odisha News

BREAKING NEWS

ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ : ସାଲିଆ ସାହିରେ ଚଢାଉ, ବିପୁଳ ମଦ ସାମଗ୍ରୀ ଜବତ, ୧୫ ଗିରଫ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ପୂଜା ପାଇଁ ମଦ ପ୍ରସ୍ତୁତ ହେଉଥିବାବେଳେ ଛାପା ମାରିଛି ଅବକାରୀ ଥାନା । ଚଢାଉ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଏଥି ସହ ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି । ସୂଚନା ମୂତାବକ ସାଲିଆ ସାହିରେ…

ନବଦୁର୍ଗା: କାତ୍ୟାୟନୀ ବେଶରେ ପୂଜା ପାଉଛନ୍ତି ମା’

ଭୁବନେଶ୍ଵର: ପୀଠେ ବିରାଜିତ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା ହେଉଥିବା ବେଳେ ପୀଠରେ ସପ୍ତମୀ ପୂଜା ପାଳନ ହେଉଛି । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ…

ଚଳିତ ବର୍ଷ କୋଇଲା ପ୍ରେରଣ ସର୍ବମୋଟ୍ ଏକ ଶହ କୋଟି ଟନ୍ ହେବାର ଆଶା କରାଯାଉଛି : କୋଇଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ, ଗ୍ରାହକଙ୍କୁ ୧୦୧୨  ନିୟୁତ ଟନ୍ (ଏମଟି) କୋଇଲା ଉତ୍ପାଦନ  ଏବଂ ପଠାଇବା ପାଇଁ ଲକ୍ଷ୍ୟସ୍ଥିର କରିଛି କୋଇଲା ମନ୍ତ୍ରଣାଳୟ । ୧୭ ଅକ୍ଟୋବର୨୦୨୩ ସୁଦ୍ଧା ୫୦୦ ଏମଟି କୋଇଲା ପଠାଇବାରେ ସକ୍ଷମ ହୋଇଛି ମନ୍ତ୍ରଣାଳୟ । ଯାହା ଚଳିତ ବର୍ଷର ରେକର୍ଡ ଉଚ୍ଚ…

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି : ୨୩ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି  ଲଘୁଚାପ କ୍ଷେତ୍ର ଟି ସୃଷ୍ଟି ହୋଇଛି । କ୍ରମଶଃ ଏହା ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ…

ରୋଗକୁ ଡାକିଆଣେ ଧୂପକାଠି ଧୂଆଁ: ଆସନ୍ତୁ ଜାଣିବା ଆମ ଶରୀର ପାଇଁ କେତେ କ୍ଷତିକାରକ…

ଧୂପକାଠିର ଧୂଆଁ କାହାକୁ ବା ଭଲ ନ ଲାଗେ  । ସାଧାରଣତଃ ଠାକୁର ପୂଜା ଓ ହୋମ ଯଂଗ୍ୟ ସମୟରେ ଆମେ ଧୂପକାଠି ବ୍ୟବହାର କରିଥାଉ  । କିନ୍ତୁ ଆପଣମାନେ ଜଣନ୍ତି କି ଏହାର ଧୂଆଁ ଆମ ଶରୀର ପ୍ରତି କେତେ କ୍ଷତିକାରକ  । ଆସନ୍ତୁ ଜାଣିବା ଧୂପକାଠି ଧୂଆଁ ଆମକୁ କେଉଁ ସବୁ ସମସ୍ୟାରେ ପକାଇଥାଏ  ।…

ଆସୁଛନ୍ତି ମହାମାୟା, ଆଜି ପୀଠରେ ସପ୍ତମୀ, ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା

ଭୁବନେଶ୍ଵର: ଆସୁଛନ୍ତି ମହାମାୟା । ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା, ମଣ୍ଡପରେ ପାଳନ ହେବ ଷଷ୍ଠୀ ପୂଜା । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ…

୩୦ ଫୁଟ ତଳକୁ କୁନି ପୁଅ ସହ ଖସି ପଡିଲେ ଗର୍ଭବତୀ: ସାରା ରାତି ମା’ର ଶବକୁ ଧରି କାନ୍ଦୁଥିଲା ପୁ୍ଅ

ମୁମ୍ବାଇ:ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଜଣେ ଗର୍ଭବତୀ ମହିଳାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ମହିଳାଜଣକ ନିଜର ଚାରି ବର୍ଷର ପୁଅକୁ ଧରି ବାମନୀ-ରାଜୁରା ମାର୍ଗସ୍ଥିତ ବର୍ଦ୍ଧା ନଦୀ ପୋଲ ଉପରେ ଯାଉଥିଲେ । ଏହି ସମୟରେ ସ୍କୁଟି ନିୟନ୍ତ୍ରଣ ହରାଇଥିଲା ।…

ଭାଷା ଭାଗବତ : ବିଧିନିର୍ଦିଷ୍ଟ କାର୍ଯ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦେହରୁ ପ୍ରାଣର ବିଦାୟ ପରେ ଆରଂଭ ହୁଏ କ୍ଷୟ ଏହା ବିଧିନିର୍ଦିଷ୍ଟ କାର୍ଯ ସଂସାରେ ଅଟେ ଅନିବାର୍ଯ ଖୋଜିଲେ ମୃତ୍ୟୁର କାରଣ କରିହୁଏନି ନିବାରଣ ଯାହା ଏପରି ସୁନିଶ୍ଚିତ ତା ପାଇଁ ନ ହେଲେ ଚିଂତିତ…

ଆଜିଠୁ ବସ ଧର୍ମଘଟ: ଲୋକଙ୍କ ସ୍ୱାର୍ଥ ପାଇଁ ଧର୍ମଘଟରୁ ଓହରି ଆଲୋଚନା କରିବାକୁ ଆହ୍ୱାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର:ଆଜିଠୁ ବସ୍ ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଗଡିବନି ବସ । ଗତକାଲି ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ବୈଠକ ବସିଥିଲା । ହେଲେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା । ଫଳରେ ଆଜି ରାଜ୍ୟରେ ୧୪ ହଜାର ବସ ଚଳାଚଳ ବନ୍ଦ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଫାଲଗୁନ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଗୋଟିଏ ବର୍ଷ ମଧ୍ୟରେ ପାଳିତ ହେଉଥିବା ସମସ୍ତ ପର୍ବ ପର୍ବାଣୀ ବିଷୟରେ ଆଲୋଚନା ଜାରି ରହିଛି। ବର୍ତ୍ତମାନ ଆମେ ଫାଲଗୁନ ମାସ କଥା…