Latest Odisha News

BREAKING NEWS

ଲଦାଖରେ ୧୩ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଲଦାଖରେ ୧୩ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଗ୍ରୀନ୍ ଏନର୍ଜି କରିଡର (ଜିଇସି) ଦ୍ୱିତୀୟ ପର୍ଯ୍ୟାୟ-ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ (ଆଇଏସଟି)…

ଅଙ୍କାବଙ୍କା ନୁହେଁ, ସିଧା ଚାଲୁଛି ସାପ

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ସାପ ଅଙ୍କାବଙ୍କା ହୋଇ ନୁହେଁ ସିଧା ଚାଲୁଛି । ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଧାରଣତଃ ସାପର ଗୋଡ଼ ନ ଥାଏ । କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ସାପଟି ତାର ଗୋଡ଼ରେ ଚାଲୁଥିବାର ଭ୍ରମ ସୃଷ୍ଟି…

ଠାବ ହେଲା ୩୪୦୦ ବର୍ଷର ମମି ଆକୃତି ମୃତଦେହ

କାଏରୋ: ନିକଟରେ ମିଶରରେ ଏକ ପ୍ରାଚୀନ କବର ଠାବ କରାଯାଇଛି । ଏଥିରେ ‘ମୃତକଙ୍କ ବହି’ ସହ ୩୪୦୦ ବର୍ଷ ପୁରୁଣା ମମି ଆକୃତି ମୃତଦେହ ରହିଥିବା ଦେଖିବାକୁ ମିଳିଛି । ଏଥିରେ ପ୍ରାଚୀନ ମିଶରର ନ୍ୟୁ କିଙ୍ଗ୍‌ଡମ୍‌ର ପୂଜାରୀଙ୍କ ମୃତଦେହ ସାମିଲ ହୋଇଥାଇପାରେ ବୋଲି କୁହାଯାଉଛି । ରିପୋର୍ଟ…

ରାହୁଲ ଜଣେ ‘ନିର୍ବାଚନ ଗାନ୍ଧୀ’: କେ.କବିତା

ହାଇଦ୍ରାବାଦ: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାରତ ରାଷ୍ଟ୍ର ସମିତି (BRS) ନେତ୍ରୀ କେ. କବିତା । ବୁଧବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ନେତା ରାହୁଲ ଗାନ୍ଧୀଙ୍କୁ 'ନିର୍ବାଚନ ଗାନ୍ଧୀ' ବୋଲି କହି ସେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.…

୫୫ କୋଟି ଟଙ୍କାରେ ନିର୍ମିତ ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ସହିଦ ନଗରରେ ଓପିଟିସିଏଲ୍ ଟେକ୍ ଟାୱାର (ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ) ଲୋକାର୍ପଣ କରିଛନ୍ତି। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ବହୁ ମହଲା ବିଶିଷ୍ଟ ଏହିଓପିଟିସିଏଲ୍ ଟେକ୍ ଟାୱାର…

ରାଜସ୍ଥାନରେ ଦଳୀୟ ନେତାଙ୍କ ଚକ୍ରବ୍ୟୁହରେ ଫସିଛି ବିଜେପି, ଆଗପଛ ହେଉଛି କଂଗ୍ରେସ !

ଭୁବନେଶ୍ୱର: ରାଜସ୍ଥାନ ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପିର ଟିକେଟ ଅଙ୍କ ଛିଡୁନି। ପ୍ରଥମ ପର୍ଯ୍ୟାୟରେ ୪୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରି ବିଦ୍ରୋହର ସମ୍ମୁଖୀନ ହେଉଥିବା ବିଜେପି ଏବେ ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା ପାଇଁ ଲଗାତର ବୈଠକ ଜାରି ରଖିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ଆସନ୍ତା ୨୦ ରୁ ଗଡିବନି ବସ୍, ସାରା ରାଜ୍ୟରେ ବସ୍ ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ

ଭୁବନେଶ୍ୱର: ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ। ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ। ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ହେବା ନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ…

ବିଜେପି କହିଲା ପରିବାରବାଦର ମାନେ ଜାଣିନାହାନ୍ତି ରାହୁଲ !

ଭୁବନେଶ୍ୱର: ଦେଶରେ ପରିବାରବାଦ ରାଜନୀତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ପରିବାରବାଦ ପ୍ରସଙ୍ଗକୁ ନେଇ ବିଜେପି ଲଗାତର କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଆଟାକ କରୁଥିବା ବେଳେ ରାହୁଲ ଗାନ୍ଧୀ ଅମିତ…

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦଶହରା ପୂର୍ବରୁ ବୋନସ ମଞ୍ଜୁରୀ

ଭୁବନେଶ୍ବର: ପାର୍ବଣଋତୁରେ ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭୮ ଦିନିଆ ବେତନ ସହିତ ଉତ୍ପାଦକତା ଲିଙ୍କ ବୋନସ (PLB)କୁ ଅନୁମୋଦନ କରିଛି । କେନ୍ଦ୍ର କ୍ୟାବିନେଟ ଯେଉଁଥିରେ…

ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟାଙ୍କ ହତ୍ୟା ଘଟଣାରେ ଆସିଲା ରାୟ, ୫ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ଘଟଣାରେ ଆସିଲା ରାୟ। ହତ୍ୟା ଘଟଣାକୁ ୧୫ ବର୍ଷ ବିତିଯାଇଛି। ହେଲେ ଆଜି ଦିଲ୍ଲୀର ସାକେତ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ୫ ଜଣଙ୍କୁ କୋର୍ଟ ଦୋଷୀ…