Latest Odisha News

BREAKING NEWS

ହତ୍ୟା କରିବା ପୂର୍ବରୁ ହମାସର ନେତା ୟାହିୟା ସିନୱରଙ୍କୁ ମୃତ ଘୋଷିତ କରିଛି ଇସ୍ରାଏଲ

ତେଲ ଅଭୀବ: ୟାହିୟା ସିନୱରଙ୍କୁ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଏବେ ପାଗଳଙ୍କ ପରି ଖୋଜି ବୁଲୁଛି । ହମାସର ଲାଡେନ ଭାବେ ପରିଚିତ ଏହି କୁଖ୍ୟାତ ଆତଙ୍କବାଦୀ ଜୀବିତ ଥାଇ ସୁଦ୍ଧା ଇସ୍ରାଏଲ ଡିକ୍ସିନାରୀରେ ମୃତ । ଗାଜା ନିକଟରେ ଆକ୍ରମଣ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି…

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

କେନ୍ଦୁଝର: ଆକ୍ସନ ମୋଡରେ କମିଶନରେଟ ପୋଲିସ । ପାର୍ବଣ ପୂର୍ବରୁ ଅପରେଶନ ହ୍ଵାଇଟ ସ୍ପାଇଡର ଉପରେ STF ର ଜିରୋ ଟଲେରାନ୍ସ । ବ୍ରାଉନସୁଗାର କାରବାରରେ ଆଜି ଜଣଙ୍କୁ ଗିରଫ କରିଛି ଏସଟିଏଫ । କେନ୍ଦୁଝର ଜୁଡିସିଆଲ କୋର୍ଟ ପିଅନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ…

ଉତ୍ତରାଖଣ୍ଡରେ ୪ ତୀବ୍ରତାର ଭୂକମ୍ପ ଝଟକା: ମୃତାହତର ନାହିଁ ସୂଚନା

ନୂଆଦିଲ୍ଲୀ : ଗତକିଛି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ଲଗାତର ଭୂମିକମ୍ପ ହେଉଛି । ଆଜି ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି । ପିଥୋରଗଡଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୁର୍ବରେ ଏହି ଭୂକମ୍ପ…

ନିଠାରୀ ମାମଲା: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଆଲହାବାଦ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ନିମ୍ନ ଅଦାଲତ ଦେଇଥିଲେ…

ନଏଡା:ନଏଡାର ବହୁଚର୍ଚ୍ଚିତ ନିଠାରୀ କାଣ୍ଡ ସହ ଜଡିତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ହାଇକୋର୍ଟଙ୍କ ଆଶ୍ୱସ୍ତି । ହାଇକୋର୍ଟ ସୁରେନ୍ଦ୍ର କୋଲି ଏବଂ ମନିନ୍ଦର ସିଂହ ପନ୍ଧେରଙ୍କ ଫାଶି ଦଣ୍ଡକୁ ରଦ୍ଦ କରି ଦେଇଛନ୍ତି ।  ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଆଲହାବାଦ…

ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ

କଟକ: ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ । ଅନୁଗୁଳସ୍ଥିତ ତାଙ୍କ ସାନ ପୁଅଙ୍କ ବାସଭବନରେ ଆଜି ସକାଳୁ ପ୍ରଖ୍ୟାତ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ଥିବା…

ଦିନରେ ୩ ଥର ବଦଳେ ମା ଭବାନୀଙ୍କ ରୂପ, ମାଟି ତଳୁ ଶିବଲିଙ୍ଗ ସହ ହୋଇଛନ୍ତି ପ୍ରକଟ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ମାଆଙ୍କର ନବରାତ୍ରି ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସବୁ ଦେବୀ ପୀଠ  । ସମସ୍ତେ ମାଆ ଦୁର୍ଗାଙ୍କ ଭକ୍ତିରେ ବୁଡି ରହିଛନ୍ତି  । ଯେଉଁ ଆଡେ ବି ଦେଖିବେ କେଉଁଠି ମାଆଙ୍କର ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି ତ କେଉଁଠି ଭଜନ ସମାରୋହର ଆୟୋଜନ କରାଯାଇଛି…

ନବଦୁର୍ଗା : ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ଵର: ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ନବରାତ୍ରୀର ନଅ ଦିନ ଯାକ ଦେବୀ ଦୁର୍ଗାଙ୍କ ନଅ ସ୍ୱରୂପଙ୍କୁ ପୂଜା କରିବାର ବିଧି ରହିଥିବା ବେଳେ ଆଜି ମାଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି । ଏଠାରେ ବ୍ରହ୍ମ ଶଦ୍ଦ ର ଅର୍ଥ…

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପିପିଲି: ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ଆଉ ନାହାନ୍ତି ।  ଏହି ଦୁଃଖଦ ସୂଚନା ଦେଇଛନ୍ତି ତାଙ୍କର ପୁଅ ପ୍ରିୟବ୍ରତ ସାମନ୍ତରାୟ ।  ଯୁଧିଷ୍ଠିର ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଆଜି ଛତିଶା ନିଯୋଗ ବୈଠକ, ଉଠିପାରେ ପୋଷାକ ପ୍ରସଙ୍ଗ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ବସିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି । ପୂର୍ବରୁ ନୀତି ସବ କମିଟି ବୈଠକରେ…

ଦୁନିଆର ସବୁଠୁ ଦାମୀ ନେଲପଲିସ୍ , ମୂଲ୍ୟ ଶୁଣିଲେ ଆପଣ ହୋଇଯିବେ ତାଜୁବ୍…

ନୂଆଦିଲ୍ଲୀ: ନେଲପଲିସର ଦାମ୍ କୋଟି କୋଟି ଟଙ୍କା  । କତାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ବି ସତ  । ଗୋଟିଏ ଛୋଟ ବୋତଲ ନେଲ ପଲିସି ଦାମରେ ଆପଣ ଅତି କମରେ ଚାରିଟି ଅଡି କାର କିଣି ପାରିବେ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ନେଲ ପଲିସର ମୂଲ୍ୟ ଏତେ ଅଧିକ?  ତେବେ…