Latest Odisha News

BREAKING NEWS

ଅଳିଆଗଦାରେ ପକାନ୍ତୁନି ଏହି ୫ଟି ଜିନିଷ, ନହେଲେ ହେବ ଜେଲ

ୱାଶିଂଟନ୍‌: ଲୋକସଂଖ୍ୟା ବୃଦ୍ଧି ସହିତ ଆମର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେଉଛି । କିନ୍ତୁ ଏହି ସାମଗ୍ରୀ ଯେତେବେଳେ ବର୍ଜ୍ୟବସ୍ତୁ ପାଲଟୁଛି ତାର ପରିଚାଳନା ଏବେ ସମସ୍ୟା ଭାବେ ଉଭା ହୋଇଛି । ବିଶେଷକରି ପୁରୁଣା ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ସଠିକ ପରିଚାଳନା…

ହାଇଦ୍ରାବାଦ ପୌର ନିର୍ବାଚନ ପରେ ଏନଡିଏରେ ସାମିଲ ହେବାକୁ ଚାହୁଁଥିଲେ କେସିଆର: ମୋଦୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦାବି କରିଛନ୍ତି ଯେ ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ଚାହୁଁଥିଲେ। କିନ୍ତୁ ସେ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ…

ନ୍ୟୁଜ କ୍ଲିକ୍ ଉପରେ ରେଡ୍, ମୋଦୀ ସରକାରକୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ମୋଦୀ ସରକାର କ୍ଷମତାକୁ ଆସିବା ପରେ ସତ କହୁଥିବା ସାମ୍ବାଦିକଙ୍କୁ ଟାର୍ଗେଟ୍ କରି ଗଣମାଧ୍ୟମର କଣ୍ଠରୋଧ କରୁଥିବା ବିରୋଧୀ ଦଳ ଇଣ୍ଡିଆ ଗ୍ରୁପ୍ ଅଭିଯୋଗ କରିଛି। ବାମପନ୍ଥୀ ନ୍ୟୁଜ୍ ଓ୍ୱେବସାଇଟ୍ NewsClick ସହ ଜଡ଼ିତ 30 ଜଣ ସାମ୍ବାଦିକଙ୍କ ଘରେ ଦିଲ୍ଲୀ ପୁଲିସ ଚଢ଼ଉ କରିବା ପରେ…

ବିଶ୍ୱକପର ଗ୍ଲୋବାଲ ଆମ୍ବାସଡର ହେଲେ ସଚିନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଭାରତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆବିଶ୍ୱକପ ପାଇଁ ଗ୍ଲୋବାଲ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି । ସଚିନ ୬ ଥର ଦିନିକିଆ ବିଶ୍ୱକପରେ ଖେଳିଛନ୍ତି । ୧୯୯୨ରେ ପ୍ରଥମ ଥର ପାଇଁ…

‘ହଜାର ହଜାର ଆଫ୍ରୀକିୟଙ୍କ ଜୀବନ ବଞ୍ଚାଇବ ମ୍ୟାଲେରିଆ ଟିକା’

ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏକ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିଛନ୍ତି ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦ୍ୱାରା ବ୍ୟବହାର ପାଇଁ ସୁପାରିଶ କରାଯାଇଛି। ଉଭୟ ସଂସ୍ଥାର ମିଳିତ ଉଦ୍ୟମ ଫଳପ୍ରଦ ହୋଇଛି ବୋଲି…

ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ! ଗଡ଼ୁଛି ସମୟ ସରିନି କାମ

ପୁରୀ: ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ପ୍ରଶ୍ନ ! ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ! ଭକ୍ତଙ୍କ ପାଇଁ ବାଧକ ସାଜିଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଦିନ ପରେ ଦିନ ଗଡୁଛି ହେଲେ ଶେଷ ହେଉ ନାହିଁ କାର୍ଯ୍ୟ, କି ସୁବିଧା ପାଉ ନାହାଁନ୍ତି ଭକ୍ତ। ଦୈନିକ ଶ୍ରୀମନ୍ଦିର…

ବିଜେବି କଲେଜର ପୁରାତନ ଛାତ୍ର ସଂଘ ‘ବିଜେବି ଫ୍ରେଣ୍ଡସ୍’ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଗତ ସୋମବାର ୨ ଅକ୍ଟୋବର ବିଜେବି କଲେଜର ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ” ତରଫରୁ କଲେଜ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନନୀୟ ଅତୀଥି ଭାବେ ବିରଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପୂର୍ବତନ…

ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଶହେ ପ୍ରଶ୍ନ; ଗୋଟେ ଉତ୍ତରରେ କାମ ସାରିଲେ ନବୀନ!

ଭୁବନେଶ୍ୱର: ଗତ କିଛି ଦିନ ହେବ ରହସ୍ୟମୟୀ ମହିଳା ଶ୍ରଦ୍ଧାଙ୍କ ପରିଚୟ ବାବଦରେ ବିରୋଧୀ ପ୍ରଶ୍ନ ପଚାରି ସରକାରଙ୍କୁ ଘେରୁଥିଲେ। ତେବେ ଆଜି ଶ୍ରଦ୍ଧାଙ୍କୁ ନେଇ ଉଠିଥିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର…

ଅଦ୍ଭୁତ କୂଅ, ଯାହାର ପାଣିରେ ସ୍ନାନ କଲେ ଭଲ ହୁଏ ବିଭିନ୍ନ ରୋଗ

ବିହାର: ସାଧାରଣତଃ ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳରେ ଅନେକ କୂଅ ଥିବା ନିଶ୍ଚୟ ଆପଣ ଦେଖିଥିବେ । ହେଲେ ବିହାରରେ ଏମିତି ଏକ କୂଅ ଅଛି, ଯାହାର ପାଣିରେ ଗାଧୋଇଲେ ଶରୀରରେ ଥିବା ବିଭିନ୍ନ ରୋଗ ଭଲ ହୋଇଥାଏ । ଏଥିଲାଗି ପ୍ରତ୍ୟେକ ଦିନ ଏହି କୂଅ ନିକଟରେ ଲୋକଙ୍କ ଭିଡ଼ ଜମିଥାଏ । ବିହାରର…