Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରାତ୍ର ଭୋଗ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଦୈନିକ ପୂଜା ବିଧି ମଧ୍ୟରେ ଆମେ ସନ୍ଧ୍ୟା ଆଳତି ବିଷୟରେ ଜାଣି ସାରିଲେ। ବର୍ତ୍ତମାନ ଆଲୋଚନା କରିବା ରାତ୍ର ଭୋଗ ବିଷୟରେ। ଠିକ ମଣିଷଙ୍କ ଭଳି…

ହାଇ ହିଲ୍ ସଦୃଶ ଚର୍ଚ୍ଚ ,ଯାହା ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ତାଇୱାନ: ଦି ଗ୍ରେଟ ୱାଲ ଅଫ ଚାଇନା ହେଉ ବା ତାଜମହଲ ପରି ଭାସ୍କର୍ଯ୍ୟ, ଏସବୁ ବିଷୟରେ ନିଶ୍ଚୟ ଆପଣ ଜାଣିଥିବେ । ଶହ ଶହ ବର୍ଷ ପରେ ବି ସ୍ୱତନ୍ତ୍ର ଡ଼ିଜାଇନ୍‌ରେ ନିର୍ମିତ ଏସବୁ ଭାସ୍କର୍ଯ୍ୟ ବିଶ୍ୱବାସୀଙ୍କ ସଦାସ୍ମରଣୀୟ । ତେବେ ଭାସ୍କର୍ଯ୍ୟ କଥା ଛାଡ଼ନ୍ତୁ ବିଶ୍ୱରେ ଏମିତି କିଛି ସୁଦୃଶ୍ୟ…

ପୋଲିସ ଗାଡ଼ିରୁ ମଦ ବୋତଲ ଝାମ୍ପି ନେଲା ମାଙ୍କଡ଼

କାନପୁର: ଉତ୍ତରପ୍ରଦେଶର କାନପୁରରୁ ଗାନ୍ଧୀ ଜୟନ୍ତୀ ଦିନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ଏକ ମାଙ୍କଡ଼ ପୋଲିସ ଗାଡ଼ିରୁ ମଦ ବୋତଲ ଝାମ୍ପି ନେଇ ପୋଲିସର ମୁଖା ଖୋଲି ଦେଇଛି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ…

ଦ୍ୱିତୀୟ ବିବାହ କଲେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ

ମୁମ୍ବାଇ: ଦ୍ୱିତୀୟ ବିବାହ କରିଛନ୍ତି ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ । ମାହିରା ତାଙ୍କ ପ୍ରେମିକ ତଥା ବ୍ୟବସାୟୀ ସଲିମ କରିମଙ୍କୁ ବିବାହ କରିଛନ୍ତି । ଏହି ବିବାହ ସମୟର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବିବାହ ସମୟରେ ମାହିରା ହ୍ୱାଇଟ୍ ରଙ୍ଗର…

ପ୍ରେମିକାଙ୍କ କାମୁଡ଼ା ଦାଗକୁ ସ୍ମୃତି କରି ରଖିବା ପାଇଁ ହାତରେ ଟାଟୁ କଲେ ପ୍ରେମିକ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀଙ୍କ ନିଜ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ସେହିପରି ପ୍ରେମୀଯୁଗଳ ନିଜ ନିଜର ସାଥୀଙ୍କୁ କେତେ ଭଲ ପାଆନ୍ତି ତାହାକୁ ନିଜ ଶରୀରରେ ଟାଟୁ କରି ପ୍ରମାଣ କରି ଦେଖାଇଥାନ୍ତି । ଏବେ ଏକ ପ୍ରେମୀଯୁଗଳଙ୍କ ଭିଡ଼ିଓ ସୋସିଆଲ…

ପିଞ୍ଜରାରେ ରୁହନ୍ତି ଯୁବତୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଭଲ ଘର ଖଣ୍ଡିଏରେ ରହିବାକୁ ସାଧାରଣତଃ ସମସ୍ତଙ୍କର ଇଛା । ସେଥିଲାଗି ଲୋକେ ନିଜ ସ୍ୱପ୍ନର ଘର ତିଆରି କରିବାକୁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ପିଞ୍ଜରା ଭିତରେ ରହିବାକୁ ପସନ୍ଦ କରନ୍ତି । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଆଉ…

ବିହାର ପରେ ସାରା ଦେଶରେ ଜାତିଗତ ଜନଗଣନା ନେଇ ତେଜିଲା ବିତର୍କ

ପାଟଣା: ବିହାରରେ ଜାତି ସର୍ଭେ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ସାରା ଦେଶରେ ଜାତି ଗଣନା ପାଇଁ ଦାବି ଉଠିଛି। ଆଗାମୀ ବିଧାନସଭା ନିର୍ବାଚନ ଓ 2024 ଲୋକସଭା ନିର୍ବାଚନରେ ଜାତିଗତ ଜନଗଣନାକୁ ନିର୍ବାଚନୀ ପ୍ରସଙ୍ଗ କରିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ବିହାର ଜାତି ସର୍ଭେ ରିପୋର୍ଟକୁ…

ବିମାନର କ୍ରିଉ ସଦସ୍ୟ ସାଙ୍ଗରେ ନେଇପାରିବେନି ମଦ, ଫରଫ୍ୟୁମ ଏବଂ ମାଉଥ ଓ୍ବାଶ!

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଏହାର ନିୟମରେ ସଂଶୋଧନ କରି ବିମାନ କର୍ମଚାରୀଙ୍କୁ ମଦ୍ୟପାନ ସହିତ ପରଫ୍ୟୁମ୍, ମାଉଥ୍ ଓ୍ୱାଶ, ଟୁଥ୍ ଜେଲ୍ ଆଦି ସାମଗ୍ରୀ ବ୍ୟବହାର ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ସବୁ ଜିନିଷକୁ ବ୍ୟବହାର କରି କ୍ରିଉ…

ମାନସିକ ଚାପ ଦୂର କରିବାକୁ ଡାକ୍ତରଙ୍କୁ ବିଦେଶ ପଠାଇବେ ସରକାର, ବଢ଼ିଲା ବିତର୍କ

ଭୁବନେଶ୍ୱର: ଓଡ଼ିଶା ସରକାର ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀଙ୍କୁ ବିଦେଶ ଗସ୍ତରେ ପଠାଇ ସେମାନଙ୍କ ଦକ୍ଷତା ବୃଦ୍ଧି ଓ ମାନସିକ ଚାପ ଦୂର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ଲୋକ ଏଭଳି ଯାତ୍ରାର…

ଏସସିବିରେ ବିଦ୍ୟୁତ ବିଭ୍ରାଟ ପରେ ପାଣି ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଓ ବ୍ୟସ୍ତବହୁଳ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ବିଜୁଳି ସମସ୍ୟା ପରେ ପାଣି ସମସ୍ୟା ଦେଖାଦେଇଛି। ଫଳରେ ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ବିଜୁଳି ସମସ୍ୟା ନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ…