‘ଜେଜେ, ମୁଁ ଆଉ ବାପା ମିଶି ମା’ ପାଖକୁ ଯାଉଛୁ …’ନଦୀକୁ ଡେଇଁବା ପୂର୍ବରୁ ଏ ଥିଲା କୁନି ଝିଅର ଶେଷ କଥା
ଭଦ୍ରକ: କୁନି ଝିଅଟି ମା’କୁ ଝୁରୁଥିଲା । ମାସେ ତଳେ ମା’ ତାକୁ ଛାଡି ସବୁଦିନ ପାଇଁ ଚାଲି ଯାଇଥିଲା ଆର ପାରିକୁ । ହେଲେ ସେ ଆର ପାରି ଯେ ଅଫେରା ରାଇଜ କୁନି ଝିଅଟି ବା କାହିଁକି ଜାଣିବ ? ବାପା କହିଲେ ଚାଲ ମା’ ପାଖକୁ ଯିବା । ଝିଅଟି କେତେ ଖୁସି ହୋଇ ଯାଇଥିବ ସତରେ ! ମା’ ପାଖକୁ ଯିବ…