ହେବନି ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ, ଏକାଠି ବି ରହି ପାରିବେନି: ଉଭୟଙ୍କ ମାମଲା କୋର୍ଟରେ ଖାରଜ
ଭୁବନେଶ୍ୱର: ସାଂସଦ ଅନୁଭବ ଓ ବର୍ଷାଙ୍କୁ ଅଦାଲତ ଝଟକା । ଅନୁଭବ କରିଥିବା ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଛନ୍ତି କଟକ ଫ୍ୟାମିଲି କୋର୍ଟ । ସେହିପରି ପତ୍ନୀ ବର୍ଷା କରିଥିବା ମାମଲାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ପତ୍ନୀ ବର୍ଷା ଏକାଠି ପତି-ପତ୍ନୀ ଭାବେ ରହିବା…