Latest Odisha News

BREAKING NEWS

ଯାଜପୁରରେ ସୁନା ଅଳଙ୍କାର ଓ ମୋବାଇଲ ଲୁଟ ଘଟଣା : ୪ ଲୁଟେରା ଗିରଫ

ଯାଜପୁର: ଯାଜପୁର ପୋଲିସକୁ ବଡ ସଫଳତା ମିଳିଛି  । ଘରେ ପଶି ସୁନା ଅଳଙ୍କାର ଲୁଟି ନେଉଥିବା ଲୁଟେରା ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି  । ସୂଚନା ଅନୁସାରେ ଏହି ଲୁଟେରା ଗ୍ୟାଙ୍ଗ ରାମବାଗ ବାମଦେବପୁର ଗାଁର ସୁଦୀପ ମହାରଣାଙ୍କ ଘରେ ପଶି ସୁନା , ରୂପା ଅଳଙ୍କାର ଓ ମୋବାଇଲ ଫୋନ୍ ଲୁଟି…

କାନାଡା-ଭାରତ ବିବାଦରେ ନାକ ପୂରେଇଲା ପାକିସ୍ତାନ; କହିଲା, ‘ଟୁଡ୍ରୋ ଯାହା କହିଛନ୍ତି ସେଥିରେ ସତ୍ୟତା ଅଛି’

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ଆତଙ୍କବାଦୀଙ୍କୁ ସହଯୋଗ କରି ବିଶ୍ୱରେ  ବଦନାମ ଅର୍ଜନ କରିଥିବା ପାକିସ୍ତାନ କାନାଡା-ଭାରତ ସମ୍ପର୍କକୁ ନେଇ ଭାରତ ଉପରକୁ ଆଙ୍ଗୁଠି ଉଠାଇଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡ୍ରୋ ଅଭିଯୋଗ ଆଣିଛନ୍ତି ଯେ, ଖଲିସ୍ତାନୀ ଆତଙ୍କୀ ହରଦୀପ…

ଆଉ ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ପରେ ୨୦୦ ଛୁଇଁଲା ସଂଖ୍ୟା

ସୁନ୍ଦରଗଡ଼: ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୭ ଜଣ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ନମୁନା…

ମହିଳା ସଂରକ୍ଷଣ ବିଲ୍ ଆମ ସମୟର ସବୁଠୁ ବଡ଼ ବୈପ୍ଲବିକ ପରିବର୍ତ୍ତନ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର କହିଛନ୍ତି, ସଂସଦରେ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ମହିଳା ସଂରକ୍ଷଣ ବିଲ୍ ଲିଙ୍ଗଗତ ନ୍ୟାୟ ପାଇଁ ଆମ ସମୟର ସବୁଠାରୁ ପରିବର୍ତ୍ତନଶୀଳ ବିପ୍ଳବ ହେବ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ…

ମହିଳା ସଂରକ୍ଷଣ ବିଲ୍: ବିତର୍କ ବେଳେ ଅଧୀରଙ୍କ ମୁହଁ ଚୁପ୍ କରାଇଦେଲେ ଅମିତ ଶାହ!

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଗତକାଲି ମହିଳା ସଂରକ୍ଷଣ ବିଲ୍ ଉପରେ ଗୃହରେ ଆଲୋଚନା କରିବା ବେଳେ ବାକ୍ ଯୁଦ୍ଧ ହୋଇଥିଲା। ଆଜି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ବିଲକୁ ସମର୍ଥନ କରିବା ସହ କଂଗ୍ରେସ ତରଫରୁ…

ଅନୁଗୁଳରେ ଥମୁନି ହାତୀ ଉପଦ୍ରବ: ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ  । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି  । ତ ଆଉ କେତେବେଳା ହାତୀ-ମଣିଷ ଲଢେଇ ମଧ୍ୟରେ ହାତୀର ଜୀବନ ଯାଉଛି  । ଅନେକ ସ୍ଥାନରେ ଖାଦ୍ୟ ଅନ୍ବେଶଣରେ ଆସି ଗାଁ ମୁହାଁ ହେଉଛନ୍ତି ହାତୀ ପଲ  । ଆଜି ଏମିତି କିଛି ଘଟଣା ଦେଖିବାକୁ…

ମହିଳା ସଂରକ୍ଷଣ ବିଲକୁ କଂଗ୍ରେସର ସମର୍ଥନ, ଓବିସି କୋଟା ପାଇଁ ରଖିଲେ ଦାବି

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ବୁଧବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ନିଜର ମତାମତ ରଖିବା ସହ କଂଗ୍ରେସ ଏହି ବିଲ୍କୁ ସମର୍ଥନ କରୁଛି ବୋଲି କହିଛନ୍ତି। "ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ମୁଁ ନାରୀ ଶକ୍ତି ବନ୍ଦନ ଅଧିନିୟମ 2023କୁ ସମର୍ଥନ କରୁଛି" ବୋଲି ସେ…

ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ପ୍ରସଙ୍ଗ : ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲାଯିବା ପ୍ରସଙ୍ଗ  । ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା। କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି ସେନାର…

ବାଲୁକା କଳାରେ ନୂଆଁଖାଇ ଜୁହାର ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ  ନୂଆଁଖାଇ  ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଛି  ।   ଏଥିପାଇଁ କେତେ ସଜବାଜ । ଘରକୁ ସଫାସୁତରା ସହ ଲିପାପୋଛା କରାଯାଇଛି  । ଘରେ ଘରେ…

ପଞ୍ଜାବ ମୁକ୍ତସରରେ ଅଘଟଣ: ସରହିନ୍ଦ କେନାଲକୁ ଖସିଲା ବସ୍ , ୮ ମୃତ

ପଞ୍ଜାବ : ପଞ୍ଜାବର ମୁକସର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  । ସରହିନ୍ଦ କେନାଲକୁ ଏକ ଘରୋଇ ବସ୍ ଖସି ପଡିଛି  । ଫଳରେ ୮ଜଣ ଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି  । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡିଛି  । ୧୦ ଆହତଙ୍କୁ…