ଖୁବ୍ ଶୀଘ୍ର ହ୍ରାସ ହୋଇପାରେ ବାଇକ ଏବଂ ସ୍କୁଟରର ମୂଲ୍ୟ ! ସରକାରଙ୍କୁ ଫାଡାର ନିବେଦନ
ନୂଆଦିଲ୍ଲୀ: ଦୁଇ ଚକିଆ ଯାନରେ ଦ୍ରବ୍ୟ ଏବଂ ସେବା ଟିକସ ହାର ହ୍ରାସ କରିବାକୁ ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ ବା ଫାଡା ସରକାରଙ୍କୁ ନିବେଦନ କରିଛି । ଜିଏସଟି ହାରକୁ ୧୮ ପ୍ରତିଶତ ହ୍ରାସ କରିବାକୁ ଫାଡା ଦାବି କରିଛି । କୋଭିଡ୍ ମହାମାରୀ ସମୟରେ ଅଟୋ ମୋବାଇଲ ସେକ୍ଟର…