ଆମେରିକାର ପ୍ରାଚୀନ ଆଗ୍ନେୟଗିରିରୁ ମିଳିଲା ଲିଥିୟମ
ୱାଶିଂଟନ: ଆମେରିକାର ଏକ ପ୍ରାଚୀନ ଆଗ୍ନେୟଗିରିରୁ ଲିଥିୟମର ବଡ ଭଣ୍ଡାର ମିଳିଛି । ଏହା ଆମେରିକାର ସ୍ୱଚ୍ଛ ଉର୍ଜ୍ଜା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ମ୍ୟାକଡମିଟ କାଲ୍ଡୋରା ନାମକ ଏହି ଆଗ୍ନେୟଗିରିରେ ଶେଷ ଥର ପାଇଁ ୧୬ ମିଲିୟନ ବର୍ଷ ତଳେ ବିସ୍ଫୋଟ ହୋଇଥିଲା ।…