Latest Odisha News

BREAKING NEWS

ଆଖି ବନ୍ଧ କରି କାକୁଡ଼ି କାଟି ରେକର୍ଡ କଲେ ଯୁବକ

କାନାଡ଼ା: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ କୌଶଳ ହେଉ ବା କିଛି ସ୍ୱତନ୍ତ୍ର କାରନାମା କରି ବିଶ୍ୱ ରେକର୍ଡ଼ କରିଥାନ୍ତି । ଏବେ ସେମିତି କାନାଡ଼ାର ଜଣେ ଯୁବକ ଆଖି ବନ୍ଧ କରି କାକୁଡ଼ି କାଟି ରେକର୍ଡ଼ କରି ଚର୍ଚ୍ଚାକୁ ଆସିଛନ୍ତି । କାନାଡାର ଟରଣ୍ଟୋରେ ରୁହନ୍ତି ୱାଲେସ୍ ୱଙ୍ଗ୍…

ତେଲେଙ୍ଗାନାରେ କେସିଆର ଖରାପ ବିଧାୟକ ଭଲ, ଛତିଶଗଡରେ ବଘେଲ ଭଲ ବିଧାୟକ ଖରାପ!

ଭୁବନେଶ୍ୱର: ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପୂର୍ବରୁ ଏକ ସର୍ଭେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଥିବାରୁ ସେଠାରେ ଥିବା ନିର୍ବାଚିତ ବିଧାୟକ ମାନଙ୍କ ଉପରେ ଲୋକେ କେତେ ସନ୍ତୁଷ୍ଟ ତାକୁ ନେଇ ରିପୋର୍ଟ…

ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଜ୍ୱର ଆସିଲେ ଡାକ୍ତର ଦେଖାନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ 3 ଦିନ ମଧ୍ୟରେ ବୁର୍ଲା ଭିମସାରରେ 22 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସ୍ (Screb typhus) ଏକ ବ୍ୟାକ୍ଟେରିଆ ସଂକ୍ରମଣ ଯାହା ସଂକ୍ରମିତ ଚିଗର (chigger) କୀଟ କାମୁଡିବା ଦ୍ୱାରା…

ୱେଲେଲାଗେଙ୍କ ବୋଲିଂରେ ଟିମ ଇଣ୍ଡିଆ ଧରାଶାୟୀ

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟ ସୁପର ୪ର ଏକ ମୁକାବିଲାରେ ଭାରତ ୨୧୪ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ୨୦ ବର୍ଷୀୟ ଯୁବ ସ୍ପିନର ଦୁନିଥ ୱେଲେଲାଗେଙ୍କ ସ୍ପିନର ଉଚିତ ମୁକାବିଲା ଭାରତୀୟ ବ୍ୟାଟ୍ସମ୍ୟାନମାନେ କରିପାରି ନ ଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ସତର୍କତା…

ଶେଷରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ, ଦୀର୍ଘ ୩୬ ଘଣ୍ଟା ଧରି ଭାରତରେ ଅଟକି ରହିଥିଲେ ଟ୍ରୁଡୋ

ନୂଆଦିଲ୍ଲୀ: ଦୀର୍ଘ ୩୬ ଘଣ୍ଟା ଧରି ହଟହଟା ହେବା ପରେ ଶେଷରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବା ପାଇଁ ୮ ତାରିଖରେ ନୂଆଦିଲ୍ଲୀକୁ ଆସିଥିବା ଟ୍ରୁଡୋ ରବିବାର କାନାଡ଼ା ଫେରିବା କାର୍ଯ୍ୟକ୍ରମ ଥିଲା। ହେଲେ ତାଙ୍କ ବିମାନରେ…

ଉଚ୍ଚଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ନିଚ ଦୃଷ୍ଟି କ୍ଷମଣୀୟ ନୁହେଁ: କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ଭବନରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ପ୍ରତି ନିଚ ଦୃଷ୍ଟି ସଂପର୍କରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉଦ୍‌ବୋଧନ ଦେଇ କହିଥିଲେ ଯେ ଉଚ୍ଚଶିକ୍ଷା ପ୍ରତି ନୀଚ ଦୃଷ୍ଟି ଅକ୍ଷମଣୀୟ। ଶ୍ରୀ ବେହେରା ରାଜ୍ୟର ଉଚ୍ଚଶିକ୍ଷାର ସ୍ଥିତି ଓ…

ଆରପାରିରେ ବରିଷ୍ଠ ପ୍ରଯୋଜକ ମୁକେଶ ଉଦେଶୀ

ମୁମ୍ବାଇ: କିଛିଦିନ ହେବ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ କଳାକାର, ନିର୍ମାତାଙ୍କ ପରଲୋକ ହୋଇଥିବା ହୋଇଥିôବା ବେଳେ ସୋମବାର ରାତିରେ ଆଉ ଜଣେ ବରିଷ୍ଠ ପ୍ରଯୋଜକ ଆରପାରିକୁ ଚାଲିଯାଇଛନ୍ତିି । ‘ଗୋ ଗୋଆ ଗୋନ’,‘ଦ ଭିଲେନ’ର ବରିଷ୍ଠ ନିର୍ମାତା ମୁକେଶ ଉଦେଶୀଙ୍କ ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାର…

ଜୁଲାଇ ତୁଳନାରେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି କମି ୬.୮୩% ହେଲା

ନୂଆଦିଲ୍ଲୀ: ପନିପରିବା ଦର କମିବା କାରଣରୁ କମିଲା ଖୁଚୁରା ମୁଦ୍ରାସ୍ପୀତି। କିନ୍ତୁ ଏବେ ବି ଏହି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ୬% ଲକ୍ଷ୍ୟଠାରୁ ଅଧିକ ରହିଛି। ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪% ଥିବା ବେଳେ ଅଗଷ୍ଟ ମାସରେ ଏହା ୬.୮୩%କୁ ହ୍ରାସ ପାଇଛି। ପରିବା ଦର କମିବା…

କେନ୍ଦ୍ରମନ୍ତ୍ରୀ ଭିତରେ ବୈଠକ କରୁଥିଲେ, ବାହାରେ ଅସନ୍ତୁଷ୍ଟ କର୍ମୀ ତାଲା ପକାଇ ଦେଲେ

କୋଲକାତା: ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ମଙ୍ଗଳବାର ବିଜେପି କର୍ମୀମାନେ କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାରଙ୍କୁ ନିଜ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଜିଲ୍ଲା ଶାଖା ପରିଚାଳନାରେ ସେ 'ଏକଛତ୍ରବାଦ' ଭଳି ବ୍ୟବହାର କରୁଥିବା ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି। କେନ୍ଦ୍ରଶିକ୍ଷା…

୧୦୦ ଯୁବତୀଙ୍କୁ ଡ଼େଟ୍ କଲେଣି ଯୁବକ, ପ୍ରତି ରାଜ୍ୟରେ ୨ ଗର୍ଲଫ୍ରେଣ୍ଡ , ହେଲେ ମିଳିନି ସ୍ୱପ୍ନର ରାଜକୁମାରୀ

ନ୍ୟୁୟର୍କ: ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦର ଜୀବନସାଥୀ ଚାହିଁଥାନ୍ତି । ହେଲେ ଭାଗ୍ୟ ସମସ୍ତଙ୍କୁ ସାଥ୍ ଦେଇ ନ ଥାଏ । କେହି ଏଥିରେ ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ହୋଇଥାନ୍ତି । ହେଲେ ଆମେରିକାର ଜଣେ ଯୁବକ ନିଜ ମନପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ ୧୦୦ ଝିଅଙ୍କୁ ଡ଼େଟ୍ କରିସାରିଲେଣି…