ଅଭୁଲା ଗୀତ : ଜୋଛନା ଲୁଚନା
ଗାୟନ : ନିର୍ମଳା ମିଶ୍ର
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗୀତ : ନାରାୟଣ ପ୍ରସାଦ ସିଂହ
ଚଳଚ୍ଚିତ୍ର : ଅଦିନ ମେଘ
ଜୋଛନା ଲୁଚନା
ଜୋଛନା ଲୁଚନା, ଦୂର ନୀଳ ଗଗନେ
ଏ ମନ ମନେନା, ଏଇ ମଧୁ ଲଗନେ
ଜୋଛନା ଲୁଚନା , ଲୁଚନା
ସମୀରେ ସୁରଭି ଭରା
ଆକାଶେ…