Latest Odisha News

BREAKING NEWS

କବିତା : ମୌସୁମୀ

ଗଦାଧର ସାହୁ ସମସ୍ତେ କୁହନ୍ତି ଆମେ ଜାଣି ନାହୁଁ ଆମେ କରି ନାହୁଁ କିଛି କାହା ଦୋଷେ ଆଉ ଅଭିମାନ କରି ମୌସୁମୀ ଛପି ରହିଛି । ପ୍ରତ୍ଯେକ ମଣିଷ ଖୋଳ ପିନ୍ଧା ଏଠି ନିଜର ସୁବିଧା ଦେଖେ କେବେ ଖୋଜେ ନାହିଁ ମୋ ପାଇଁ କିଏ ସେ ସଢୁଛି ଯନ୍ତଣା ଦୁଃଖେ । ଆକାଶ ତତଲା ପବନ ତତଲା ଜଳ…

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ

ଭୁବନେଶ୍ୱର : ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି  ।  ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଇଁ ପ୍ରବଳ ବର୍ଷା ନେଇ ୧୪…

ପୂରଣ ହେଲା ସୂର୍ଯ୍ୟ ପାତ୍ରଙ୍କ ଶେଷ ଇଚ୍ଛା: ମୃତ୍ୟୁ ପରେ ବି ଦୁନିଆ ଦେଖିବେ ସୂର୍ଯ୍ୟ, ଚକ୍ଷୁ ଦାନ କଲେ ପରିବାର ଲୋକ

ଭୁବନେଶ୍ୱର : ପରଲୋକରେ ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗତକାଲି ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଆଜି ଅପରାହ୍ନ ସମୟରେ ଗଞ୍ଜାମ ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ  ।  ବରିଷ୍ଠ…

‘ସ୍ଲିପ ମୋଡ’ରେ ରୋଭର ପ୍ରଜ୍ଞାନ, ଇସ୍ରୋ ଦେଲା ସୂଚନା

ବେଙ୍ଗାଲୁରୁ: ଶନିବାର ବିଳମ୍ବ ରାତିରେ ଇସ୍ରୋ ସୂଚନା ଦେଇଛି ଯେ ଚନ୍ଦ୍ରପୃଷ୍ଠରେ ଥିବା ରୋଭର ପ୍ରଜ୍ଞାନ ଏହାର ପ୍ରଥମ କାମ ଶେଷ କରିଛି। ଏବେ ଏହାକୁ ସୁରକ୍ଷିତ ଭାବେ ପାର୍କିଂ କରାଯାଇ ସ୍ଲିପ୍ ମୋଡରେ ରଖାଯାଇଛି। ଏପିଜେଡଏସ ଏବଂ ଏଲଆଇବିଏସ ପେଲୋଡକୁ ବନ୍ଦ କରିଦିଆଯାଉଛି। ଏହି ପେଲୋଡରୁ…

ଭାଷା ଭାଗବତ : ପ୍ରୟୋଗ-ନିର୍ଭର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ଏଠି ସର୍ବଜାଣ କେହି ଖୋଜନି କାହା ଖୁଣ ନ ହୋଇ ତର୍କପରାୟଣ ଜଣାଇଦିଅ ଯାହା ଜାଣ ଅସଂଖ୍ୟ ଅଭ୍ୟାସର ଦାସ ଅତୀତ କାଳେ କରି ବାସ ପାଆଂତି ଅପୂର୍ବ ଉଲ୍ଲାସ ମନରେ ଜନ୍ମେନି ସାହସ ପୂର୍ବରୁ କେଉଁ କବି କ'ଣ ଲେଖିଲେ,…

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ : ଆଜିଠୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ

ରାଜନଗର : ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି  ।       ଆଜିଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ  । ୫ଦିନ ଧରି ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ । ଏଥିପାଇଁ ୪ଟି ଟିମ୍ ଗଠନ କରାଯାଇଛି  ।  ପ୍ରତି…

ଏକକ ନିର୍ବାଚନ: କମିଟିରେ ସୋନିଆ ଓ ଖଡଗେ ନଥିବାରୁ ଓହରିଗଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବା ପାଇଁ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଓହରି ଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି କମିଟିରେ ବାଦ୍ ଦିଆଯାଇଥିବା…

ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: କହିଲେ ସୂର୍ଯ୍ୟଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ…

ଭୁବନେଶ୍ବର: ସୂର୍ଯ୍ୟ ଅସ୍ତ ହେବା ସହ ସହ ଓଡ଼ିଶାର ରାଜନୀତି ରୁ ମଧ୍ୟ ସୂର୍ଯ୍ୟ ଅସ୍ତ ହୋଇଛି  । ଗତକାଲି ଇହଲୀଳା ସମ୍ବରଣ କରିଛନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିମ୍ବସ୍ନାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ପାଳନର ମୂଖ୍ୟ ହେଲା ମନ୍ତ୍ର ଉଚ୍ଚାରଣ। ଏ ବିଷୟରେ ଆମେ ସମ୍ୟକ ଆଲୋଚନା କଲେ। ସଠିକ ଉଚ୍ଚାରିତ ମନ୍ତ୍ରର ତିନୋଟି ଶକ୍ତି ବିଷୟରେ ମଧ୍ଯ ଜାଣିଲେ। ଜଣେ…

ଓଏସଏସସି ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ଜେଇ (ସିଭିଲ) ମେନ୍ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ହାଇକୋର୍ଟ ଗୁରୁତର ସହ ଗ୍ରହଣ କରିବା ସହ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତର ନେତୃତ୍ୱ ଜଣେ ଡିଆଇଜି ପାହ୍ୟାର ଅଧିକାରୀ କିମ୍ବା ଉଚ୍ଚ…