Latest Odisha News

BREAKING NEWS

ମମତାଙ୍କ ପରେ ନୀତିଶଙ୍କ ବଡ ବୟାନ: ୭/୮ ମାସ ପରେ ହୋଇପାରେ ସାଧାରଣ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବଡ ବୟାନ ଦେଲେ ନୀତିଶ କୁମାର । ନୀତିଶ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବାରୁ ନିର୍ବାଚନ କରାଇ ପାରନ୍ତି । ନୀତିଶଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ମଧ୍ୟ ସମାନ କଥା କହିଥିଲେ । ଡିସେମ୍ବର କିମ୍ବା ଜାନୁଆରୀରେ ନିର୍ବାଚନ…

ଶିମିଳିପାଳରେ ବଦଳୁଛି ମହାବଳ ବାଘଙ୍କ ରଙ୍ଗ, ବିଶେଷଜ୍ଞ ବି ଜାଣି ହେଉଛନ୍ତି ତାଜୁବ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ପାଇଁ ମାଡ଼ି ଆସିଛି ବିପଦ। କାରଣ ଅଭୟାରଣ୍ୟ ଭିତରେ ଥିବା ମହାବଳ ବାଘଙ୍କ ରଙ୍ଗ ବଦଳିବାରେ ଲାଗିଛି । ଅନ୍ୟ ପ୍ରଜାତି ବାଘଙ୍କ ସହ ସଙ୍ଗମ ହେବା ଫଳରେ ମହାବଳ ବାଘଙ୍କ ଜିନ୍‌ରେ ପରିବର୍ତ୍ତନ ଘଟୁଛି । ଦିନକୁ ଦିନ ମହାବାଳ ବାଘ ସବୁ ଅଧିକ କଳା ଦେଖାଯାଉଛନ୍ତି ।…

ମୁକ୍ତି ମିଳିବାର କେଇ ମିନିଟ ପରେ ପୁଣି ଗିରଫ ହେଲେ ଇମ୍ରାନ ଖାନ୍

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମସ୍ୟା ବଢିଚାଲିଛି । ତୋଷଖାନା ମାମଲା ଉପରେ ତାଙ୍କୁ ଆଜି ଆଶ୍ୱସ୍ତି ମିଳିବାର ମାତ୍ର କେଇ ମିନିଟ ପରେ ଇମ୍ରାନଙ୍କୁ ପୁଣି ଆଉ ଏକ ମାମଲାରେ ଗିରଫ କରାଯାଇଛି । ଇମ୍ରାନଙ୍କୁ ସିକ୍ରେଟ ଲେଟର ଚୋରି (ସାଇଫର ଗେଟ ସ୍କାଣ୍ଡାଲ)…

ଦେଶରେ ବିକ୍ରି ହେଲା ଟମାଟୋର ସର୍ବନିମ୍ନ ମୁଲ୍ୟ: କେଜି ମାତ୍ର ୧୪ ଟଙ୍କା

ଭୁବନେଶ୍ଵର: ଗୋଟିଏ ନିଷ୍ପତ୍ତି ଆଉ ଦେଶରେ ବଦଳିଗଲା ଟମାଟର ଦାମ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସବସିଡିରେ ଟମାଟର ଯୋଗାଇବା ପରେ ଏବେ ଦେଶରେ ଟମାଟର ଦାମ ନିୟନ୍ତ୍ରଣକୁ ଆସୁଛି । ଅର୍ଥାତ୍ ୧୫ ଦିନ ପୂର୍ବ ତୁଳନାରେ ଏବେ ଟମାଟର ଦର ଏକ ପ୍ରକାର ୮୦% ହ୍ରାସ ପାଇଛି । କିଛି…

ଦିନେ ଭଉଣୀ ବୋଲି ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ: ଆଜି ଭାଇ ପାଇଁ ରାକ୍ଷୀ ପଠାଇଲେ ଭଉଣୀ

କେନ୍ଦ୍ରାପଡା: ବର୍ଜବ୍ୟସ୍ତୁରୁ ରାକ୍ଷୀ ତିଆରି କରି ତାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମର ୬୩ ବର୍ଷିୟା କମଳା ମହାରଣା । ତେବେ କମଳା ହେଉଛନ୍ତି ସେହି ମହିଳା ଯାହାଙ୍କ ବର୍ଜ୍ୟବସ୍ତୁରୁ ତିଆରି ନିଖୁଣ…

ରକ୍ଷା ବନ୍ଧନର ମାନ ରଖିଲା ଭାଇ, ଜୀବନ ଦେଇ ରଖିଲା ଭଉଣୀର ସମ୍ମାନ

ପ୍ରୟାଗରାଜ: ରାତି ପାହିଲେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତା ଭଉଣୀ । କିନ୍ତୁ ରାକ୍ଷୀ ପୁର୍ଣ୍ଣିମାର ଗୋଟିଏ ଦିନ ଆଗରୁ ଭଉଣୀକୁ ରାକ୍ଷୀ ପାଉଣା ଦେଇ ଚାଲିଗଲା ଭାଇ । ୟୁପିର ପ୍ରୟାଗରାଜରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଖେରି ଅଞ୍ଚଳରେ ଜଣେ ଛାତ୍ର ନିଜ ଭଉଣୀଙ୍କ ସହ ହୋଇଥିବା…

ସେପ୍ଟେମ୍ବରରେ ଆସୁଛନ୍ତି କେନ୍ଦ୍ର ନିର୍ବାଚନ କମିଶନ: ଆଗୁଆ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି…

ବାରମ୍ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇଯାଆନ୍ତୁ ସାବଧାନ୍: ଜାଣନ୍ତୁ ଏହାର କାରଣ

ଭୁବନେଶ୍ଵର: ଆଜିକାଲି, ଚାପ ଓ ଚିନ୍ତା ସମେତ ଅନେକ କାରଣରୁ ମୁଣ୍ଡବିନ୍ଧାର ସମସ୍ୟା ଅତି ସାଧାରଣ ହୋଇଗଲାଣି । ମୁଣ୍ଡବିନ୍ଧାର କୌଣସି କାରଣ ନାହିଁ, କିନ୍ତୁ ଅନେକ କାରଣରୁ ଆପଣ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସାଧାରଣତଃ ଲୋକମାନେ ମୁଣ୍ଡବିନ୍ଧାକୁ ଏକ ସାଧାରଣ ସମସ୍ୟା ଭାବରେ…

ଆଦିତ୍ୟ ଏଲ-୧: ପ୍ରସ୍ତୁତି ପାଇଁ କେତେ ହୋଇଛି ଖର୍ଚ୍ଚ ? କେତେ ବାଟ ଯିବ ?

ଭୁବନେଶ୍ୱର: ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରାୟନ-୩ର ସଫଳତା ପୁର୍ବକ ଲ୍ୟାଣ୍ଡିଂ ପରେ ଭାରତୀୟ ସ୍ପେସ୍ ଏଜେନ୍ସି, ଇସ୍ରୋର ବୈଜ୍ଞାନିକମାନେ ଏବେ ସୂର୍ଯ୍ୟ ଉପରେ  ନଜର ରଖିଛନ୍ତି। ସୌର ଅନୁସନ୍ଧାନ ପାଇଁ ବିଚାର ବିମର୍ଶ କରିବା ସହିତ ବିଶେଷ ତର୍ଜମା ଆରମ୍ଭ ହୋଇଛି । ଏଥି ପାଇଁ ଶ୍ରୀହରିକୋଟାରେ…