Latest Odisha News

ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଇଶା, ଆକାଶ ଏବଂ ଅନନ୍ତ ସାମିଲ, ଅବସର ନେଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ: ଦେଶର ନାମୀଦାମୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସୋମବାର ଏହାର ଉତ୍ତରାଧିକାରୀ ଘୋଷଣା କରିଛି। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଏବଂ ପୁଅ ଆକାଶ, ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍. ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ନିଯୁକ୍ତ କରାଯାଇଛି। ରିଲାଏନ୍ସ…

ଭାରତର ସୂର୍ଯ୍ୟ ମିଶନ: ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-୧

ବାଙ୍ଗାଲୋର: ସୂର୍ଯ୍ୟ ମିଶନ ନେଇ ଇସ୍ରୋର ବଡ ଘୋଷଣା । ସୂର୍ଯ୍ୟ ମିଶନ ନେଇ ତାରିଖ ଘୋଷଣା କଲା ଇସ୍ରାେ । ଶନିବାର ସେପ୍ଟେମ୍ବର ୨ ତାରିଖ ଦିନ ଲଞ୍ଚ ହେବ ଆଦିତ୍ୟ ଏଲ- ୧ । ଆନ୍ଧ୍ରର ଶ୍ରୀହରି କୋଟାରୁ ଏହା ଲଞ୍ଚ କରାଯିବ । ଶନିବାର ସକାଳ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ ଏଲ-୧ । ଏ ନେଇ…

ବାହା ହେବେ ଅରମାନ୍ ମଲିକ, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନ ସାଥୀ?

ମୁମ୍ବାଇ: ସିଙ୍ଗର ଅରମାନ୍ ମଲ୍ଲିକ୍ ଫ୍ୟାନ୍ସ ମାନଙ୍କ ପାଇଁ ଗୁଡ଼ ନ୍ୟୁଜ୍ । ଖୁବଶିଘ୍ର ହାତକୁ ଦି ହାତ ହେବେ ସିଙ୍ଗର ଅରମାନ୍ । ୟୁଟ୍ୟୁବର ଆସନ୍ନା ସ୍ରଫଙ୍କ ସହ ନିର୍ବନ୍ଧ କରିଛନ୍ତି ଅରମାନ୍ । ଏନେଇ ସୋସିଆଲ ମିଡି଼ଆରେ ଗାୟକ ଅରମାନ୍ ଏକ ଖୁସିଭରା ମୂହୁର୍ତ୍ତର ଫଟୋ ମଧ୍ୟ ସେୟାର କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଜାଭେଲିନ ଷ୍ଟାର କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରଷ୍କାର ରାଶି ଘୋଷଣା କରିଛନ୍ତି । ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ୫ମ ସ୍ଥାନରେ ରହିଥିଲେ କିଶୋର ଜେନା । ଖବର…

ଶାସନ ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଟାକ୍ଷ: ଉଠାଇଲେ ଶଶିକଳା ସିଣ୍ଡ୍ରୋମ

ଭୁବନେଶ୍ୱର: ନବୀନଙ୍କୁ ଟେକିଲେ । ହେଲେ ତାଙ୍କ ସରକାର  ଉପରେ ବର୍ଷିଲେ । ପିଠି ଆଉଁସି କଡା ଭାଷାରେ ନବୀନ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଆପଣ ଥାଇରଏଡ ରୋଗରେ ପୀଡିତ କି? ତେବେ ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ଭୁବନେଶ୍ଵର: ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛନ୍ତି । ଆଜି ପ୍ରତି ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଥାଇରଏଡ ରୋଗରେ ପୀଡିତ ହେଉଛନ୍ତି । ମେଦବହୁଳତା, ଖରାପ ଜୀବନଶୈଳୀ ଏବଂ ହରମୋନରେ ବ୍ୟାଘାତ ହେତୁ ଥାଇରଏଡ ସମସ୍ୟା ବୃଦ୍ଧି ପାଉଛି । ତେବେ ଦୁଇ ପ୍ରକାରର…

ଏକା ସାଙ୍ଗରେ ୪ ସନ୍ତାନକୁ ଜନ୍ମ ଦେଲେ ମହିଳା: ସାମ୍ନାକୁ ଆସିଲା ଏପରି ଆଶ୍ଚର୍ଯ୍ୟଜନକ ଘଟଣା

ଜୟପୁର: ଆପଣମାନେ ଯମଜ ଶିଶୁ ଜନ୍ମ କଥା ଶୁଣିଥିବେ । ପ୍ରାୟତଃ କ୍ଷେତ୍ରରେ ମହିଳାମାନେ ୨ଟି ଶିଶୁ ଜନ୍ମ କରିଥିବା ଆମେ ଜାଣିଛୁ । କିନ୍ତୁ କେବେ ଆପଣ ଏକାସାଙ୍ଗରେ ୪ଟି ଶିଶୁ ଜନ୍ମ ହୋଇଥିବା କଥା ଶୁଣିଛନ୍ତି କି? ଏବେ ଆପଣଙ୍କୁ ଏକଥା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ମାତ୍ର ଏହା ସତ୍ୟ । ଜଣେ…

ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା: ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ଐତିହାସିକ ସଫଳତା। ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି। ଆଉ ତା ସାଙ୍ଗକୁ ଦେଶକୁ ମିଳିଛି ଗୋଲ୍ଡ ମେଡାଲ୍। ୪୦ ବର୍ଷର ଯାତ୍ରାରେ ପ୍ରଥମ କରି ଭାରତକୁ ମିଳିଛି ଏହି ସଫଳତା।…

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପାଲଟି ଯାଇଛନ୍ତି; ରାଜଧର୍ମ ପାଳନ କରନ୍ତୁ: ସାଂସଦ ଅପରାଜିତା

ଭୁବନେଶ୍ୱର: ପୁଣି ବିଜେଡି ସରକାର ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି ବୋଲି ସାସଂଦ ଅଭିଯୋଗ ଆଣିଛନ୍ତି । ଏହି ମହିଳାମାନେ ତାଙ୍କୁ ଟେକା, ପଥର, ଅଣ୍ଡା, କଳାପତାକା ଧରି ସାଂସଦଙ୍କୁ…

ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ସହ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଛନ୍ତି । ୫ଟି ମହାନଗର ନିଗମ ତଥା ଭୁବନେଶ୍ୱର, ବ୍ରହ୍ମପୁର,…