Latest Odisha News

ରୋଜଗାର ମେଳା: ୫୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୋଟିଏ ଦିନରେ ରୋଜଗାର ମେଳା କାର୍ଯ୍ୟକ୍ରମରେ ୫୧ ହଜାର ୧୦୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ ସ୍ଥାନରେ ନୂତନ କରି…

କବି ଜୟନ୍ତଙ୍କ ଶେଷଇଚ୍ଛା.. ମୋର ସବୁ ଲେଖା ପୋତିଦେବ.. ମୃତ୍ୟ ପରେ ଯଥା ଶୀଘ୍ର ଶେଷକୃତ୍ୟ ସମ୍ପନ୍ନ କରିବ

କଟକ: ନୀରବି ଯାଇଛି ଚନ୍ଦ୍ରଭାଗା  । ସବୁଦିନ ପାଇଁ ଚନ୍ଦ୍ରଭାଗାର ମୋହ ଛାଡି ଖାନନଗରକୁ ଆପଣେଇ ନେଇଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ର । ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ କବିଙ୍କର କଟକରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ…

ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର,ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ଵର: ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ଦୁଇ ଠିକାଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ…

ରାଜବାଟୀରେ ଇଏ କି ନ୍ୟାୟ ? ସାଇକେଲରେ ବାନ୍ଧି ପିଟିଲେ , ବୁଲାଇଲେ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅଭାବନୀୟ ଘଟଣା ଘଟିଛି  । ରାଜବାଟୀକୁ ଚୋରୀ କରିବାକୁ ଆସି ଧରାପଡିଛି ଚୋର  । ଆଉ ଚୋରକୁ କାବୁ କରିବା ପରେ ତାକୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଛି । ସୁରକ୍ଷାକର୍ମୀଙ୍କ ନିର୍ଯ୍ୟାତନା ସବୁ ସୀମା ପାର୍ କରିଛି  । ରାଜବାଟୀର ସୁରକ୍ଷାକର୍ମୀ…

ବନ୍ଦ କୋଠରୀରୁ ମିଳିଲା ଗୋଟିଏ ପରିବାର ୪ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ମହୀଶୂର: ମହୀଶୂରରେ ସନ୍ଦେହଜକ ଅବସ୍ଥାରେ ଘର ଭିତରୁ ଗୋଟିଏ ପରିବାର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଜଣାପଡିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗତକାଲି ଅପରାହ୍ନରେ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ସମ୍ପୃକ୍ତ ଭଡା ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ଠାବ…

ଭୁବନେଶ୍ୱର ଷ୍ଟେସନକୁ ଆସନ୍ତାକାଲି ଯାଏ ଆସିବନି ଟ୍ରେନ: ୧୧ ଯୋଡା ଟ୍ରେନର ଷ୍ଟେସନରେ ପରିବର୍ତ୍ତନ

ଭୁବନେଶ୍ୱର- ମଂଚେଶ୍ୱର ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଟ୍ରାକ ବିଛାକାମ ଶେଷ ହୋଇଥିବାବେଳେ ସିଗନାଲ ସିଷ୍ଟକୁ ପୁନଃ ବ୍ୟବସ୍ଥିତ କରାଯାଉଛି । ଫଳରେ ଗତକାଲି ଭୁବନେଶ୍ୱର ଷ୍ଟେସନରେ ୪ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ ଚଳାଚଳ ପ୍ରଭାବିତ…

ଥମୁନି ନୁହ ହିଂସା : ଆଜି ପୁଣିଥରେ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ, ସ୍କୁଲ କଲେଜ, ଅଫିସ ବନ୍ଦ , ୧୪୪ ଧାରା ଲାଗୁ

ନୁହ: ଥମୁନି ନୁହ ହିଂସା  । ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି  ।  ଆଜି ପୁଣିଥରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହୋଇଛି। ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ଏହି ଯାତ୍ରାକୁ ମଞ୍ଜୁରୀ ଦେଇନାହିଁ । ନୁହ ବ୍ୟତୀତ ସୋନିପତ ଜିଲ୍ଲାରେ…

ଭଉଣୀ ସୁଭଦ୍ରାଙ୍କ ତରଫରୁ ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଲା ପାଟରାକ୍ଷୀ

କେନ୍ଦ୍ରାପଡା: କେନ୍ଦ୍ରାପଡାକୁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଉଣୀ ସୁଭଦ୍ରାଙ୍କ ପକ୍ଷରୁ ତୁଳସୀ କ୍ଷେତ୍ରର ଆରଧ୍ୟ ପ୍ରଭୁ ତଥା ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଛି ପାଟରାକ୍ଷୀ । ପୁରୀ ଶ୍ରୀମନ୍ଦିରର ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ଅନ୍ତର୍ଜାତୀୟ ପାଟରା…

ପ୍ରଥମ ପ୍ରତିବନ୍ଧକ ପାର କଲା ପ୍ରଜ୍ଞାନ:  ଚନ୍ଦ୍ରର ତାପମାତ୍ରା ବିଷୟରେ ଦେଲା ସୂଚନା

ବାଙ୍ଗାଲୋର: ଚନ୍ଦ୍ରଯାନ-୩ ତାର ଯାତ୍ରା ଜାରି ରଖିଛି । ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଜ୍ଞାନ ରୋବର ଚନ୍ଦ୍ରରେ ପ୍ରଥମ ବାଧା ଅତିକ୍ରମ କରିଛି । ପ୍ରଜ୍ଞାନ ରୋବର ୧୦୦ କିମି ବ୍ୟାପି ଥିବା ବିରାଟ ଗାତକୁ ଅତିକ୍ରମ କରିବାରେ ସଫଳ ହୋଇଛି । ବେଙ୍ଗାଲୁର ସ୍ଥିତ ଇସ୍ରୋ…

ନବରଙ୍ଗପୁର ଏକବାରି ଜଙ୍ଗଲରେ ଯବାନ-ନକ୍ସଲ ଗୁଳି ବିନିମୟ: ଜଣେ ନକ୍ସଲ ମୃତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ବୋରାଇ ଥାନା ଅଞ୍ଚଳରେ ଥିବା ଏକବାରି ଜଙ୍ଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି  । ଯବାନଙ୍କ ଗୁଳିରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି  । ଘଟଣା ଘଟିବା ପରେ  ବୋରେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ…