Latest Odisha News

BREAKING NEWS

ଓଟିଟିରେ ଡେବ୍ୟୁ କରିବେ କରିନା, ନିଜ ଜନ୍ମଦିନରେ ହେବ ରିଲିଜ୍‌

ମୁମ୍ବାଇ: ଓଟିଟିରେ ଡେବ୍ୟୁ କରିବେ ବଲିଉଡ ନାୟିକା କରିନା କପୁର । ସେ ବଡ ପରଦାରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିତି ପାରିଛନ୍ତି । ଖୁବଶୀଘ୍ର ସେ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ମୁଭିଟି ନେଟଫ୍ଲିକ୍ସରେ ରିଲିଜ ହେବ । କ୍ରାଇମ ଥ୍ରୀଲରରେ କରୀନାଙ୍କୁ…

ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇଲା ଆଇଡିଏଫସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇବାରେ ଆଇଡିଏଫସି ସଫଳ ହୋଇଛି । ଏହି ଚୁକ୍ତି ପରେ ବିସିସିଆଇକୁ ପ୍ରତ୍ୟେକ ମ୍ୟାଚ ପାଇଁ ଆଇଡିଏଫସି ପକ୍ଷରୁ ୪.୨ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ପୂର୍ବରୁ ଟାଇଟଲ ରାଇଟ୍ସ ମାଷ୍ଟରକାର୍ଡ ପାଖରେ ଥିଲା । ଏବେ…

ବାଂଲାଦେଶରେ ରିଲିଜ୍ ହେଲା ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ବାଂଲାଦେଶରେ ରିଲିଜ୍ ହେଲା ବଲିଉଡର଼ ଭାଇଜାନ୍ ସଲମାନ ଖାନଙ୍କ ଅଭିନିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ । ଶୁକ୍ରବାର ଏଠାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ହେଉଛି ଜି ଷ୍ଟୁଡିଓର ପ୍ରଥମ ଫିଲ୍ମ । ୧୯୭୧ ମସିହା ପରେ ନିକଟରେ ପ୍ରଥମେ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’…

ନୀରଜ, ମନୁଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଫାଇନାଲକୁ ଉନ୍ନୀତ ହେଲେ ଓଡିଶାର କିଶୋର

ନୂଆଦିଲ୍ଲୀ: ଓଡିଶା ଆଥଲେଟ କିଶୋର କୁମାର ଜେନା, ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରାଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଅନ୍ୟ ଭାରତୀୟ ଭାବେ ଡିପି ମନୁ ପଦକ ଦୌଡରେ ସାମିଲ ହୋଇଛନ୍ତି । ଅଗଷ୍ଟ ୨୭ରେ ଫାଇନାଲ ମ୍ୟାଚ ଖେଳାଯିବ ।…

୨ ବର୍ଷ ହେଲାଣି ଦୁନିଆ ଭ୍ରମଣ କରୁଛନ୍ତିି ଯୁବତୀ , ତାହା ପୁଣି ବିନା ଟିକେଟ୍‌ରେ

ଲଣ୍ଡନ: ସାଧାରଣତଃ ଅଧିକାଂଶ ଲୋକ ଭିନ୍ନ ଭିନ୍ନ ସ୍ଥାନ ବୁଲିବା ଓ ସେଠାକାର ପରମ୍ପରା, ସଂସ୍କୃତି, ଚାଲିଚଳନ ଜାଣିବାରେ ଆଗ୍ରହ ର୍‌ଖିଥାନ୍ତି । କିନ୍ତୁ ଆଉ କିଛି ଲୋକ ଆର୍ଥିକ ଅବସ୍ଥା ଯୋଗୁ ନିଜ ଇଛାକୁ ମନ ଭିତରେ ମାରିବାକୁ ବାଧ୍ୟ ହୋଇଥାନ୍ତି । ସେହିପରି ଆଉ କିଛି ଲୋକ ଅଛନ୍ତି,…

ଜୁଆ ଖେଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ନଦେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ: ଆଗକୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ଲୋକେ ବେଟିଂ କରନ୍ତି। ଏହାକୁ ରୋକ ଲଗାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍…

ସଂସଦ ଭବନରେ ତିନି ଦିନ ଚାଲିବ ‘ଗଦର ୨’

ନୂଆଦିଲ୍ଲୀ:  ସଂସଦରେ ଦେଖାଯିବ ସିନେମା  । ଭାରତ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ବଲିଉଡ୍ ଅଭିନେତା ସନ୍ନି ଦେୱଲ୍‌ ଓ ଅମିଷା ପଟେଲ୍‌ ଅଭିନୀତ ସିନେମା ‘ଗଦର ୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଚାଲିଛି। ସାହାରୁକ୍ ଖାନ୍ ଅଭିନୀତ ‘ପଠାନ୍‌’ ସିନେମା ପରେ ୨୦୨୩ର ଦ୍ୱିତୀୟ…

ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି। ଅର୍ଡର ଅଫ୍ ଅନର ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା। ତାରାର ସମ୍ମୁଖ ପାର୍ଶ୍ୱରେ ଦେବୀ ଏଥେନାଙ୍କ ମୁଣ୍ଡକୁ "କେବଳ…

ସାଂଘାତିକ ତଥ୍ୟ ଦେଲେ ସାଂସଦ: “ପାଣ୍ଡିଆନ ପ୍ରୋଜେକ୍ଟ” ପାଇଁ ତାମିଲ ମହିଳା କରୁଛନ୍ତି ଜମି ହଡପ

ଭୁବନେଶ୍ୱର: ସରକାରୀ ଅନାବାଦୀ ଜମି ଜବରଦଖଲ କରିନେଲେ । ଏଥିସହିତ ଛୋଟ ଜଙ୍ଗଲ ଜମି, ଗରିବ, ଅସହାୟଙ୍କ ଜମିକୁ ବି ଜବରଦଖଲ କରିନେଲେ । ଏହି ଜମିକୁ ନିଜ କବ୍ଜାକୁ ନେଇ ତାରବାଡ ଘେରାଇ ଦେଲେ । ଖାଲି ସେତିକି ନୁହେଁ,  ତାରବାଡ ଘେରାଇ ରାସ୍ତା ଅବରୋଧ କରିଦେଲେ । ଫଳରେ ଘରୋଇ ଜମି ମାଲିକମାନେ…

ଟୁଇଟରେ ଟାର୍ଗେଟ: ବିଜେଡିକୁ ଜବାବ ମାଗିଲା ବିଜେପି

ଭୁବନେଶ୍ୱର:ଟୁଇଟରେ ଟାର୍ଗେଟ । ବିଜେଡିକୁ ଜବାବ ମାଗିଲା ବିଜେପି । ବିଜେପି ଓଡ଼ିଶା ମୁଖପାତ୍ର ତେଜେଶ୍ୱର ପରିଡା ବିଜେଡି ସାଂସଦଙ୍କୁ କରିଛନ୍ତି ଟାର୍ଗେଟ । ସାଂସଦ ସସ୍ମିତ ପାତ୍ର ଗତକାଲି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ଆକ୍ଷେପ କରିଥିଲେ । ଏହାକୁ ଟାଗ କରି  ବିଜେପି…