Latest Odisha News

BREAKING NEWS

ଭାରତ ରତ୍ନ ସଚିନ୍ ତେନ୍ଦୁଲକର ହେଲେ ନିର୍ବାଚନ କମିଶନଙ୍କ ରାଷ୍ଟ୍ରୀୟ ଆଇକନ

ନୂଆଦିଲ୍ଲୀ: କ୍ରିକେଟ୍ କିମ୍ବଦନ୍ତୀ ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ସଚିନ୍ ତେନ୍ଦୁଲକର ଆଜି ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି । ଭାରତର ନିର୍ବାଚନ ଆୟୋଗ ଲାଗି ଭୋଟର ସଚେତନତା ସୃଷ୍ଟି କରିବା ପାଇଁ ‘ଜାତୀୟ ଆଇକନ୍’ ଭାବରେ ନିଜର ଦାୟୀତ୍ବ ଆରମ୍ଭ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର…

ଏମିତି କୁକୁର, ଯିଏ ମାଲିକଙ୍କୁ ଦିଏ ଅର୍ଡ଼ର

କାଲିଫର୍ନିଆ: ସାଧାରଣତଃ ଲୋକମାନେ ଘରେ କୁକୁର ରଖିବାକୁ ବହୁତ ପସନ୍ଦ କରିଥାନ୍ତି । ସେମାନେ ପରିବାର ସଦସ୍ୟଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ତାଙ୍କ ପ୍ରିୟ କୁକୁରକୁ ସାଥୀରେ ମଧ୍ୟ ନେଇ ଯାଇଥାନ୍ତି । ଆଉ କିଛି ଲୋକ ସେମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବିଭିନ୍ନ କୌଶଳ…

ସ୍କିମାଟିକ ଶିକ୍ଷକ ନିଯୁକ୍ତି ବାତିଲ କରି ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି

ଭୁବନେଶ୍ୱର: ରାଜ୍ୟରେ ସରକାର ୨୦୧୦ ମସିହାରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିଥିବା ବେଳେ ସେହି ଅନୁଯାୟୀ ଶିକ୍ଷକ ନିଯୁକ୍ତି କରୁନାହାଁନ୍ତି । କେବଳ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ…

ପୁଅର ଝଲକ ଦେଖାଇଲେ ଅଭିନେତ୍ରୀ ଇଲିଆନା

ମୁମ୍ବାଇ: ପୁଅର ଝଲକ ଦେଖାଇଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ସେ ତାଙ୍କ ପୁଅର ପାଦର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି । ଏହାକୁ ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ଖୁସି ହେବା ସହ ତାଙ୍କ କୁନି ପୁଅର ଶୁଭ…

ଜହ୍ନ ମାମୁଁ ପାଖରୁ କେମିତି ଦେଖା ଯାଉଛନ୍ତି? ଫଟୋ ପଠାଇଲା ବିକ୍ରମ

ବେଙ୍ଗାଲୁରୁ: ଚନ୍ଦା ମାମା, ଜହ୍ନ ମାମୁଁ ଏହିଭଳି ବିଭିନ୍ନ ଭାଷାରେ ବିଭିନ୍ନ ନାଁରେ ପରିଚିତ ଚନ୍ଦ୍ର। ଦୂରରେ ଗୋଲାପୀ ରଙ୍ଗ ଏବଂ କୌଣସି ଦାଗ ଦେଖାଯାଏ ନାହିଁ ଜହ୍ନ ମାମୁଁଙ୍କ ଚେହେରା। ଏବେ କିନ୍ତୁ ଜହ୍ନ ରାଇଜର ଅସଲ ସତ୍ୟ ସାମ୍ନାକୁ ଆସିଛି। ଭରତର ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ…

ଏମିତି ଗାଈ, ଯିଏ ଥରକେ ଦେଇଥାଏ ୮୦୦ରୁ ଅଧିକ ଲିଟର କ୍ଷୀର

ଗୁଜୁରାଟ: ଭାରତରେ ଗାଈକୁ ମା’ର ମାନ୍ୟତା ଦିଆଯାଏ । ଏହାକୁ ପୂଜା କରାଯାଏ । ଏହି କାରଣରୁ ମା’ର କ୍ଷୀର ପାଇପାରୁ ନ ଥିବା ପିଲାକୁ ଗାଈ କ୍ଷୀର ଦିଆଯାଏ । ଦୁଗ୍ଧ ବ୍ୟବସାୟୀମାନେ ଦୀର୍ଘ ଦିନ ଧରି ଭାରତରେ ବ୍ୟବସାୟ କରୁଛନ୍ତି । କିନ୍ତୁ ସମୟ ସହିତ, ଅଧିକ ଲାଭ ପାଇଁ ଏହି ବ୍ୟବସାୟରେ ଅନେକ…

ଦିନିକିଆ ବିଶ୍ୱକପ : ୱାର୍ମଅପ କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଅକ୍ଟୋବର ୫ରୁ ଆରମ୍ଭ ହେବ । ବୁଧବାର ଆଇସିସି ସମସ୍ତ ୧୦ଟି ଟିମ ପାଇଁ ୱାର୍ମଅପ କାର୍ଯ୍ୟସୂଚୀ ଘୋଷଣା କରିଛି । ଗୌହାଟୀ, ହାଇଦ୍ରାବାଦ ଓ ଥିରୁୱନ୍ତପୁରମରେ ଏହି ମ୍ୟାଚଗୁଡିକ ଖେଳାଯିବ । ୨୫ ଅଗଷ୍ଟରୁ ୱାର୍ମଅପ ମ୍ୟାଚ ଦେଖିବା ପାଇଁ ପ୍ରଶଂସକମାନେ…

ଅବକାରୀ ବିଭାଗର ଚଢ଼ାଉ, ୫୫୩ କେଜି ଗଞ୍ଜେଇ ସହ ଜଣେ ମହିଳା ଗିରଫ, ୨ ଫେରାର

ବରଗଡ଼: ନିଶା କାରବାର ରୋକିବା ପାଇଁ ବରଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ୫୫୩.୨୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବରଗଡ଼ ୱାର୍ଡ ନମ୍ବର ୧ ରୁ  ଜଣେ ୪୦ ବର୍ଷିୟ ମଞ୍ଜୁଲତା ମହାରଣା ନାମକ ମହିଳାଙ୍କୁ ଗିରଫ କରାଯାଇଛି।…

ନିଜ ମାଆଙ୍କ ଦ୍ୱିତୀୟ ବିବାହ କରାଇଲେ ଅଭିନେତା ସିଦ୍ଧାର୍ଥ, ସେୟାର କଲେ ଫଟୋ

ମୁମ୍ବାଇ: ନିକଟରେ ‘ଇମ୍‌ଲି’ ଫେମ୍ ସୁମ୍ବୁଲ ତାଙ୍କ ପିତାଙ୍କୁ ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଆଉ ଜଣେ ଅଭିନେତା ତାଙ୍କ ନିଜ ମାଆଙ୍କ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ମରାଠୀ ଅଭିନେତା ସିଦ୍ଧାର୍ଥ ଚାନ୍ଦକର ତାଙ୍କ ମାଆଙ୍କର ଦ୍ୱିତୀୟ ବିବାହ କରାଇ ଦୁନିଆ…

ବନ ବିଭାଗ ଜାରି କରିଥିବା ସାପ ଉଦ୍ଧାର ଗାଇଡଲାଇନ ତ୍ରୁଟିପୂର୍ଣ୍ଣ ! ସଂଶୋଧନ ପାଇଁ ଦାବି

ଭୁବନେଶ୍ୱର: ଗତ ୯ ଅଗଷ୍ଟ ୨୦୨୩ ତାରିଖରେ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟରେ ଜନବସତି ମଧ୍ୟକୁ ପଶି ଆସୁଥିବା ସାପ ମାନଙ୍କର ଉଦ୍ଧାର ଓ ଥଇଥାନ ନିମନ୍ତେ ନୂଆ ଗାଇଡଲାଇନ ପ୍ରବର୍ତ୍ତନ କରାଯାଇଛି। ସେହି ଗାଇଡଲାଇନ ଆଭିମୁଖ୍ୟ ଏବଂ ନିୟମାବଳୀ ବିଷୟରେ ରାଜ୍ୟର…