Latest Odisha News

BREAKING NEWS

ମଦ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ଟି ସ୍ଥାନରେ ଇଡିର ଚଢାଉ

ରାଞ୍ଚି: ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ ସ୍ଥାନରେ ଇଡିର ଚଢାଉ। ମଦ ଏବଂ ଜମି ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କଡା କାର୍ଯ୍ୟାନୁଷ୍ଠାନ। ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଉରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି ସ୍ଥାନରେ ଇଡି…

ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ: ହେନେରୀ ଓଲଙ୍ଗା

ମୁମ୍ବାଇ : ଆଜି ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଥିଲା  । ଯାହାକି ଏବେ ଗୁଜବ ବୋଲି ଜଣାପଡିଛି  । ୪୯ବର୍ଷୀୟ ହିଥ୍  କ୍ୟାନସର୍ ରେ ପୀଡ଼ିତ ଅଛନ୍ତି । ହିଥ୍ ଷ୍ଟ୍ରିକଙ୍କ ଜଣେ ସାଥି ଖେଳାଳୀ ହେନେରୀ ଓଲଙ୍ଗା ତାଙ୍କ ଅଫିସିଆଲ ଟ୍ବିଟର…

ପ୍ରେମ ପାଇଁ ମହାଭାରତ: ୧୦ ଅଟକ, ୨ ସେକ୍ସନ ପୋଲିସ ମୁତୟନ

ସମ୍ବଲପୁର: ପ୍ରେମ ପାଇଁ ମହାଭାରତ । ଯୁବକ-ଯୁବତୀଙ୍କ ପ୍ରେମ ସମ୍ପର୍କ ପାଇଁ ମୁହାଁମୁହିଁ ହେଲେ ଦୁଇ ପଡାବାସୀ । ପ୍ରଥମେ ଗାଳିଗୁଲଜ ଓ ପଥରମାଡ ପରେ ଗୋଷ୍ଠୀ ସଂଘର୍ଷର ବଦଳିଲା ଘଟଣା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ ହେଲା ପୋଲିସ । ଘଟଣା ଘଟିଛି ସମ୍ବଲପୁର ସହର କ୍ଷେତରାଜପୁର…

ଭୁଶୁଡି ପଡିଲା ନିର୍ମାଣାଧୀନ ପୋଲ: ୧୭ ଶ୍ରମିକ ମୃତ, ଆହୁରି ୪୦ ଭଗ୍ନସ୍ତୁପ ତଳେ

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲରେ ଏକ ନିର୍ମାଣଧୀନ ରେଳ ଅଣ୍ଡରବ୍ରିଜ ଭୁଶୁଡି ପଡିଛି । ଫଳରେ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୩୦ରୁ ୪୦ ଜଣ ଶ୍ରମିକ ଧ୍ୱଂସ ସ୍ତୁପ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଶ୍ରମିକଙ୍କୁ ସ୍ତୁପ ତଳୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ…

ଧରା ପଡିଗଲା ଅଧ୍ୟାପିକାଙ୍କ କାରସାଦି: ପରୀକ୍ଷାର୍ଥୀଙ୍କ ପାଇଁ ନିଜେ ଦେଉଥିଲେ ପରୀକ୍ଷା

ଉଦଳା: ଗୁରୁ ହେଉଛନ୍ତି ଏମିତି ଜଣେ ମଣିଷ, ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ଗୁ ଶବ୍ଦର ଅର୍ଥ ହେଲା ଅନ୍ଧାର ଓ ରୁ ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ…

ଚନ୍ଦ୍ରଯାନ-୩ର ଚାରି ପେଲୋଡ୍ସ ରମ୍ଭା, ଚାଷ୍ଟେ, ଇଲ୍ସା ଏବଂ ଏରେ… ଖୋଲିଦେବେ ଚନ୍ଦ୍ରର ସବୁ ରହସ୍ୟ

ନୂଆଦିଲ୍ଲୀ: ଆଜି ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଚନ୍ଦ୍ରଯାନ-୩  । ସେହି ମହାର୍ଘ ମୁହୂର୍ତ୍ତକୁ ଏବେ ସମସ୍ତଙ୍କର ଅପେକ୍ଷା । ଯଦି ସବୁକିଛି ଠିକଠାକ ହୁଏ ତେବେ ସନ୍ଧ୍ୟା ୬ଟା ୪ ମିନିଟରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଇସ୍ରୋର କହିବା ଅନୁଯାୟୀ, ପ୍ରତ୍ୟେକ ସିଷ୍ଟମକୁ ସମୟ ଅନୁସାରେ ଚେକ…

ଘାତକ ରୋଗରୁ ମୁକ୍ତି ଦେବ ଭେଣ୍ଡି

ମୁମ୍ବାଇ: ଖରାଦିନେ ବଜାରରେ ପରିବା ଦର ଆକାଶ ଛୁଆଁ ରହୁଥିବାବେଳ  ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ଏହାକୁ ଏକ ଲାଳଯୁକ୍ତ ପରିବା ହୋଇଥିବା ଯୋଗୁଁ ଏହାକୁ ଖାଇବାକୁ କିଛି ଲୋକ ନାପସନ୍ଦ କରନ୍ତି । କିନ୍ତୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ ମଧ୍ୟ କରିଥାନ୍ତି । ଆପଣମାନେ…

ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଡାକ୍ତର ହେବେ ରୁଥପାଲ ଜନ,ଜାଣନ୍ତୁ ରୁଥପାଲଙ୍କ ସଂଘର୍ଷର କାହାଣୀ..

ହାଇଦ୍ରାବାଦ: ଆମ ସମାଜରେ କିନ୍ନର ମାନଙ୍କୁ ଅନେକ ଲୋକ ଛୋଟ ଦୃଷ୍ଟିରେ ଦେଖିଥାନ୍ତି । ସମାଜରେ ସେମାନଙ୍କର ସ୍ଥାନ ଅଲଗା ରହିଛି । କିନ୍ତୁ କେହି କେବେ ଭାବିଛନ୍ତି ଆମ ପରି ରକ୍ତ ମାଂସ ହାଡରେ ସେ ମଧ୍ୟ ତିଆରି । ସମସ୍ତଙ୍କ ପରି ସମାନ ଅଧିକାର ନେଇ ବଞ୍ଚିବା ମଧ୍ୟ ସେମାନଙ୍କର ହକ୍ । ଏ ସମାଜରେ…

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପୂର୍ବରୁ ଇସ୍ରୋ ବୈଜ୍ଞାନିକଙ୍କୁ ବଧେଇ ଜଣେଇଲେ ପୂର୍ବତନ ପାକ୍ ମନ୍ତ୍ରୀ

ଇସଲାମବାଦ: ଭାରତର ଚନ୍ଦ୍ରଯାନ ମିଶନକୁ ପାକିସ୍ତାନରେ ପ୍ରଶଂସା ।   ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫବାଦ ଚୌଧୁରୀ ଦେଶର ମିଡିଆକୁ ଏକ ପ୍ରସ୍ତାବ ଦେଇ କହିଛନ୍ତି, ଆଜି ଭାରତର ଚନ୍ଦ୍ରଯାନ-୩ର ଲାଣ୍ଡିଂ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାକିସ୍ତାନରେ କରାଯିବା ଉଚିତ ।…

ବାମ କି ଡାହାଣ? ଜାଣନ୍ତୁ କେଉଁ ପାର୍ଶ୍ଵରେ ଶୋଇବା ସ୍ବାସ୍ଥ୍ୟପ୍ରତି ଉପକାରୀ ….

ଭୁବନେଶ୍ଵର: ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ହେଲେ ଆମକୁ ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । କିନ୍ତୁ କେଉଁ ପଟକୁ କଡେଇ ଶୋଇବେ ତାହା ଯଦି ଆପଣ ଜାଣି ନାହାନ୍ତି ତାହେଲେ ଆପଣଙ୍କୁ ଠିକ୍ ଭାବରେ ନିଦ ହୋଇନଥାଏ । ତେବେ ଆୟୁର୍ବେଦ ଅନୁଯାୟୀ, ବାମ ପାର୍ଶ୍ୱରେ ଶୋଇବା…