ଆମେରିକାରେ ‘ଜୱାନ’ର ଆଡଭାନ୍ସ ବୁକିଂ, ୪ ହଜାରରୁ ଅଧିକ ଟିକେଟ ବିକ୍ରି
ମୁମ୍ବାଇ: ବଲିଉଡର଼ କିଙ୍ଗ୍ ଖାନ୍ ତଥା ଶାହରୁଖ ଖାଁଙ୍କ ଫିଲ୍ମ ପଠାନକୁ ଲୋକେ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ବ୍ୟବସାୟରେ ରେକର୍ଡ଼ ଭାଙ୍ଗିଥିଲା । ଏମିତି କି ପ୍ରଶଂସକମାନେ ଅଧିକ ଟଙ୍କା ଦେଇ ଏହି ଫିଲ୍ମ ଟିକେଟ କିଣିଥିଲେ । କେବଳ ଏତିକି ନୁହେଁ, ଫିଲ୍ମ ଦେଖିବା…