ଅଟୋ ଉପରେ ଚଢିଗଲା ଟ୍ରକ୍, ଦୁର୍ଘଟଣାରେ ୫ ମୃତ
ହାଇଦ୍ରାବାଦ: ଏମିତିବି ଆସେ ମୃତ୍ୟୁ । ଚାହୁଁଚାହୁଁ ଓଲଟପାଲଟ ହୋଇଗଲା ସବୁକିଛି । ନିମିଷକ ମଧ୍ୟରେ ଚାଲିଗଲା ୫ ନିରିହ ଜୀବନ । ଏକ ମାଲବୋଝେଇ ଟ୍ରକ୍ ଅଟୋକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ଉଦ୍ଧାର କରାଯାଇ…